Top 10 similar words or synonyms for edema

nsaids    0.868634

perforation    0.862265

complications    0.861773

strep    0.859409

toxic    0.858584

porphyria    0.856412

peptic    0.855212

fibrosis    0.855169

stress    0.853598

warts    0.852417

Top 30 analogous words or synonyms for edema

Article Example
ରଞ୍ଜନରଶ୍ମି ଅସ୍ଥି ଓ ନରମ ଅଙ୍ଗମାନଙ୍କ ଛବି ପ୍ଲେଟରେ ଦେଖାଯାଏ । ଫୁସଫୁସ ରୋଗ ଯଥା ନିମୋନିଆ, ଫୁସଫୁସ କର୍କଟ, ପଲ୍‌ମୋନାରି ଇଡିମା ( pulmonary edema) ଇତ୍ୟାଦି ଏହାଦ୍ଵାରା ଜାଣିହୁଏ । ପେଟ ରୋଗ ମଧ୍ୟରେ ଅନ୍ତନଳୀ ବାଧା (bowel or intestinal obstruction),
ମେନିଞ୍ଜାଇଟିସ୍ ଅଣୁଜୀବ ରକ୍ତ ମାଧ୍ୟମରେ ଅଥବା ସନ୍ନିକଟସ୍ଥ ତନ୍ତୁରୁ(ନାକ ଭିତରୁ ବ ଚର୍ମରୁ) ମେନିଞ୍ଜେସରେ ପ୍ରବେଶ କରନ୍ତି । ଅଧିକାଂଶ କ୍ଷେତ୍ରରେ ନାସିକା ଗହ୍ଵରସ୍ଥ ଝିଲ୍ଲୀ ଭୁତାଣୁଦ୍ଵାରା ସଂକ୍ରମିତ ହୁଏ ଓ ଏହା ପରେ ରକ୍ତ ମାଧ୍ୟମରେ ମେନିଞ୍ଜେସ୍ ସଂକ୍ରମିତ ହୁଏ । ଅଣୁଜୀବ ପ୍ରବେଶ କରିବା ସଙ୍ଗେ ସଙ୍ଗେ ଦେହର ପ୍ରତିରୋଧ ପ୍ରଣାଳି ସଚଳ ହୋଇ ପ୍ରଦାହ ଆରମ୍ଭ କରି ଦିଅନ୍ତି । ସାଇଟୋକାଇନ୍ ଓ ଅନ୍ୟାନ୍ୟ ପଦାର୍ଥ ନିର୍ଗତ ହେବାଦ୍ଵାରା ରକ୍ତ-ମସ୍ତିଷ୍କ ବାଧା(Blood brain barrier) ରହେ ନାହିଁ । ଏହାଦ୍ଵାରା ରକ୍ତ ଜନିତ ମସ୍ତିଷ୍କ ଫୁଲା( "vasogenic" cerebral edema) ହୁଏ । ସି.ଏସ୍.ଏଫ୍.ରେ ବହୁତ ଶ୍ଵେତ ରକ୍ତ କଣିକା ପ୍ରବେଶ ହେବା ପରେ କୋଷ ମଧ୍ୟସ୍ଥ ସ୍ଥାନ ଫୁଲି("interstitial" edema- swelling due to fluid between the cells) ଯାଏ । ରକ୍ତ ନଳୀର ପ୍ରଦାହ ହୋଇ(cerebral vasculitis) ଫୁଲି ଯାଏ । ଏଣୁ ରକ୍ତ ସଞ୍ଚାଳନ କମିଯିବାଦ୍ଵାରା ଫୁଲିଯାଏ( "cytotoxic" edema) । ଏହି ତିନି ପ୍ରକାରର ଫୁଲା ଯୋଗୁ ଖପୁରି ଭିତରେ ଚାପ ବଢିଯାଏ, ରକ୍ତ ସଞ୍ଚାଳନ କମିଯାଏ ଓ ଅମ୍ଳଜାନ ଅଭାବରୁ ମସ୍ତିଷ୍କ କୋଷ ମରି ଯାଆନ୍ତି(Apoptosis)।
ଶରପୁଙ୍ଖା ଅଗ୍ନିମାନ୍ଦ୍ୟ, ବିବନ୍ଧ, ଶୂଳ, ଗୁଳ୍ମ, ଯକୃଦ୍ବିକାର(Hepatic disorders), ପ୍ଳିହାବୃଦ୍ଧି(Splenomegaly), ଅର୍ଶ ଏବଂ କୃମିରେ ଏହାର ସଫଳ ଉପଯୋଗ କରାଯାଇଥାଏ l ରକ୍ତ ବିକାର ଏବଂ ଶୋଥ(edema), ଶ୍ଵାସ , କାଶ ଇତ୍ୟାଦିରେ ଶରପୁଙ୍ଖା ଚୂର୍ଣ୍ଣ ପ୍ରୟୋଗ କରାଯାଏ l ମୂଢ ଗର୍ଭ, କଷ୍ଟାର୍ତ୍ତବ ଇତ୍ୟାଦି ସ୍ତ୍ରୀ ରୋଗରେ ଉପଯୋଗୀ l ମୂଷିକବିଷ ତଥା ଧାତୁଜ ବିଷରେ ଏହାର ବୀଜ ଚୂର୍ଣ୍ଣ ପ୍ରୟୋଗ କରାଯାଏ l