Top 10 similar words or synonyms for ecg

carcinoma    0.908196

toxic    0.902885

lead    0.899870

nerve    0.898314

interstitial    0.897534

tricyclic    0.896040

artery    0.891782

ଏମଆରଆଇ    0.890531

stroke    0.886770

diagnosis    0.886708

Top 30 analogous words or synonyms for ecg

Article Example
ଭେଣ୍ଟ୍ରିକୁଲାର ଫିବ୍ରିଲେସନ ଭେଣ୍ଟ୍ରିକୁଲାର ଫିବ୍ରିଲେସନ ରୋଗର ଅନେକ କାରଣ ଥାଇପାରେ ଯଥା:- ହୃଦରକ୍ତନାଳୀ ରୋଗ, ଭଲଭୁଲାର ହାର୍ଟ ଡିଜିଜ (), କାର୍ଡ଼ିଓମାୟୋପାଥି (), ବ୍ରୁଗାଡା ସିଣ୍ଡ୍ରୋମ (), ଦୀର୍ଘ କ୍ୟୁଟି ସିଣ୍ଡ୍ରୋମ (), ବା ଇଣ୍ଟ୍ରାକ୍ରାନିଆଲ ହେମୋରେଜ () । ରୋଗୀର ଇସିଜିରେ ( ବା ECG), ଅସଂଗଠିତ କ୍ୟୁଆରଏସ କମ୍ପ୍ଲେକ୍ସ () ଓ ଅସ୍ପଷ୍ଟ ପି ୱେଭ () ଥିଲେ ଭେଣ୍ଟ୍ରିକୁଲାର ଫିବ୍ରିଲେସନ ରୋଗ ନିର୍ଣ୍ଣୟ କରାଯାଏ । ଭେଦାତ୍ମକ ରୋଗ ନିର୍ଣ୍ଣୟରେ () ଟୋର୍ସାଡସ ଡି ପଏଣ୍ଟସ () ରୋଗ ଆସେ ।
ହାଇପୋକ୍ୟାଲସେମିଆ ଏହି ଅବସ୍ଥାର ମୂଖ୍ୟ କାରଣ ଦୁଇଟିର ନାମ ଯଥାକ୍ରମେ:- ହାଇପୋପାରାଥାଇରଏଡିଜ୍ମ () ଓ ଜୀବସାର ଘ ଅଭାବ (). ଅନ୍ୟାନ୍ୟ କାରଣ ମଧ୍ୟରେ ବୃକ୍‌କ ଅକର୍ମଣ୍ୟ (), ଅଗ୍ନାଶୟ ପ୍ରଦାହ, କ୍ୟାଲସିଅମ ଚାନେଲ ବ୍ଲକର ଅତିମାତ୍ରା (), ରାବଡୋମାୟୋଲାଇସିସ, ଟ୍ୟୁମର ଲାଇସିସ ସିଣ୍ଡ୍ରୋମ ( ଓ ବାଇଫସଫୋନେଟ (bisphosphonates) ଭଳି ଔଷଧ । କରେକ୍ଟେଡ କ୍ୟାଲସିଅମ () ବା ଆୟୋନାଇଜ୍‌ଡ କ୍ୟାଲସିଅମ () ସ୍ତର ଦେଖି ରୋଗ ନିର୍ଣ୍ଣୟ କରାଯାଏ । ଇସିଜିରେ ( (ECG) ନିର୍ଦ୍ଦିଷ୍ଟ ପରିବର୍ତ୍ତନ ଦେଖାଯାଏ ।
ପାରୋକ୍ସିସମାଲ ସୁପ୍ରାଭେଣ୍ଟ୍ରିକୁଲାର ଟାକିକାର୍ଡ଼ିଆ ଏହାର କାରଣ ଅଦ୍ୟାବଧି ଅଜ୍ଞାତ ଅଛି । ଏହାର ସଙ୍କଟ କାରକମାନଙ୍କର ନାମ ମଦ, କେଫିନ (), ନିକୋଟିନ (), ମାନସିକ ଚାପ () ଓ ବଂଶାନୁକ୍ରମିକ ରୋଗ ଉଲ୍ଫ-ପାର୍କିନସନ-ହ୍ୱାଇଟ () ସିଣ୍ଡ୍ରୋମ । ଇସିଜି (electrocardiogram ବା ECG) ଚିତ୍ର ଦେଖି ରୋଗ ନିର୍ଣ୍ଣୟ କରାଯାଏ ଯେଉଁଥିରେ ଅଣଓସାରିଆ କ୍ୟୁଆରଏସ କମ୍ପ୍ଲେକ୍ସ ଓ ଦୃତ ହୃତ ସ୍ପନ୍ଦନ ଦେଖାଯାଏ ଯାହା ୧୫୦ରୁ ୨୪୦/ମିନିଟ ହୋଇଥାଏ ।
ହାଇପୋକାଲେମିଆ ହାଇପୋକେଲେମିଆର ମୂଖ୍ୟ କାରଣମାନଙ୍କର ନାମ ଯଥାକ୍ରମେ ତରଳ ଝାଡ଼ା (), ଡାଏବେଟିସ ଇନସିପିଡସ (), ହାଇପରଆଲଡୋସ୍ଟିରୋନିଜ୍ମ (), ହାଇପୋମାଗନେସେମିଆ (), ଖାଦ୍ୟରେ ଅଳ୍ପ ପୋଟାସିଅମ ଓ କେତେକ ଔଷଧ ଯେପରିକି ଫୁରୋସେମାଇଡ () ଓ ସ୍ଟିରଏଡ () । ପୋଟାସିଅମ ସ୍ତର ୨.୫ ମିମୋ/ଲିରୁ କମିଗଲେ ସାଂଘାତିକ ହାଇପୋକାଲେମିଆ ନାମ ଦିଆଯାଏ । ଅଳ୍ପ ସ୍ତର ଥିଲେ ଇସିଜିଦ୍ୱାରା () (ECG) ମଧ୍ୟ ଏହି ରୋଗ ଚିହ୍ନଟ କରାଯାଇପାରେ । ପୋଟାସିଅମ ସ୍ତର ଅଧକ ହୋଇଥିଲେ ହାଇପରକାଲେମିଆ ନାମ ଦିଆଯାଏ ।
ପ୍ଲୁରିସି ଭୁତାଣୁ ସଂକ୍ରମଣ () ଯୋଗୁ ସାଧାରଣତଃ ଏହି ରୋଗ ହୁଏ । ଅନ୍ୟାନ୍ୟ କାରଣ ମଧ୍ୟରେ ନିମୋନିଆ, ପଲମୋନାରି ଏମ୍ବୋଲିଜ୍ମ (), ଅଟୋଇମ୍ମ୍ୟୁନ ଡିଜଅର୍ଡ଼ର (), ହୃତ୍‌ପିଣ୍ଡ ଅପରେଶନ ପରବର୍ତ୍ତୀ ଫୁସଫୁସ କର୍କଟ (), ଅଗ୍ନାଶୟ ପ୍ରଦାହ, ଛାତି ଆଘାତ ଓ ଆସବେସ୍ଟୋସିସ () ଇତ୍ୟାଦି ଉଲ୍ଲେଖନୀୟ । ବେଳେବେଳେ ଏହାର କାରଣ ଅଜ୍ଞାତ ଥାଏ । ପ୍ଲୁରାର ଦୁଇ ସ୍ତର ସାଧାରଣତଃ ପରସ୍ପର ସଂସ୍ପର୍ଶରେ ଆସିବା ବଦଳରେ ଏହି ରୋଗରେ ଘଷି ହୁଅନ୍ତି । ପେରିକାର୍ଡ଼ାଇଟିସ (), ହୃଦ୍‌ଘାତ, ପିତ୍ତକୋଷ ପ୍ରଦାହ () ଓ ନିମୋଥୋରାକ୍ସ ଭଳି ରୋଗମାନଙ୍କରେ ସମାନ ଧରଣର ଲକ୍ଷଣ ଦେଖାଯାଏ । ଛାତି ଏକ୍ସ-ରେ (), ଇସିଜି () (ECG), ଓ ରକ୍ତ ପରୀକ୍ଷା () କରି ରୋଗ ନିର୍ଣ୍ଣୟ କରାଯାଏ ।