Top 10 similar words or synonyms for drive

ghat    0.988669

simhachalam    0.988632

azadirachta    0.987114

evening    0.986973

notice    0.985999

daula    0.985132

zoo    0.985052

cave    0.984163

hawa    0.983625

ranjha    0.983164

Top 30 analogous words or synonyms for drive

Article Example
ଷ୍ଟିଭ୍ ଜବ୍ସ ଜବ୍ସ ୱଜିନାକ ଙ୍କସହ ୧୯୭୫ରେ home brew କମ୍ପୁଟର କ୍ଲବର ସଭାସମିତି ସବୁ ଯୋଗ ଦେବାକୁ ଲାଗିଲେ।୧୯୭୬ରେ ୱଜିନାକ ପ୍ରଥମ Apple i କମ୍ପୁଟର ଉଦ୍ଭାବନ କରିଥିଲେ।ସେ ଜବ୍ସଙ୍କୁ ସବୁ ଦର୍ଶାଇ ଥିଲେ।ଜବ୍ସ ୱଜିନାକଙ୍କୁ ଏହା ବିକ୍ରି କରିବା ପାଇଁ କହିଥିଲେ।ଉଭୟ ଜବ୍ସ ଓ ୱଜିନାକ Ronald waneଙ୍କ ସହ ମିଶିଜ୍ବ୍ସାଙ୍କ Christ drive ସ୍ଥିତ ଘରେ ପ୍ରଥମ ଆପଲ କମ୍ପୁଟର ଉଦ୍ଭାବନ କରିଥିଲେ।ୱେନ ଅଳ୍ପ ସମୟ ପାଇଁ। କାର୍ଯ୍ୟରତ ରହିଥିଲେ ଏବଂ ପରେ ଜବ୍ସ ଏବଂ ୱଜିନାକଙ୍କୁ ମୁଖ୍ୟ ପ୍ରତିଷ୍ଠାତା ରୂପରେ ରଖି କମ୍ପାନୀରୁ ଇସ୍ତଫା ଦେଇଥିଲେ।ଜବ୍ସଙ୍କ ଏକ ପଡୋଶୀ ତାଙ୍କୁ ଏକ ଏମିତି ଲୋକ ବୋଲି କହିଥିଲେ,ଯିଏ ନିଜ କର୍ମ କ୍ଷେତ୍ରରେ ଏତେ ହଜିଯାଇଥିଲେ ଯ୍ ନିଜ ଗ୍ରାହକଙ୍କ ସହ ଦେଖା ହେବ ସମୟରେ ଦୈନିକ ପୋଷାକରେ ମଧ୍ୟ ଦେଖା ହୋଇ ଯାଉଥିଲେ।ଡାନିଆଲ କୋଟ୍କେ କହିଲେ ଯ୍ ସେ ପ୍ରଥମ ମଣିଷ ଯିଏ ନିଜ ଗ୍ୟାରେଜରେ ରହି କାମ କରୁଥିଲେ।ସେ ଏହା ମଧ୍ୟ କହିଥିଲେ ଯ୍ ଜବ୍ସ ଅତି ବେଶିରେ ସପ୍ତାହରେ ଥରେ ନିଜ ନୂଆ ଉଦ୍ଭାବନ କରିଥିବା code ନେଇ ବାହାରକୁ ଆସୁଥିଲେ।କୋଟକେ ମଧ୍ୟ ତାଙ୍କ ସହ କାମ କରିବା ଆରମ୍ଭ କରିଦେଲେ।ସେ ଜବ୍ସଙ୍କ ଘରେ ରହି ତାଙ୍କ ପାଇଁ ଫୋନଦ୍ଵାରା ପୁଞ୍ଜିନିବେଷକଙ୍କୁ ଯୋଗାଯୋଗ କରିବାକୁ ଲାଗିଲେ।