Top 10 similar words or synonyms for dizziness

ଵରକ    0.652542

ରନକ    0.650426

ସଧ    0.640912

ୟଣତ    0.638008

ସମପ    0.630732

ରବଳର    0.629314

ଏଦ    0.627696

ମକରଚ    0.623513

ହଜର    0.622862

ରହଗ    0.621804

Top 30 analogous words or synonyms for dizziness

Article Example
ମୁଣ୍ଡବୁଲା ମୁଣ୍ଡବୁଲା, (ଇଂରାଜୀ ଭାଷାରେ ଭର୍ଟିଗୋ/ vertigo) ନାମ ଦିଆଯାଏ ଯେତେବେଳେ ଚାରିପାଖର ଦୃଶ୍ୟ ବୁଲିବାଭଳି ଲାଗେ କିନ୍ତୁ ପ୍ରକୃତରେ ସେମାନେ ସ୍ଥିର ଥାଆନ୍ତି । ଏହା ବୁଲିବାଭଳି ବା ହଲିବାଭଳି ଅନୁଭବ ହୁଏ । ଏହା ସ‌ହିତ ଅଇ, ବାନ୍ତି, ଝାଳ ବୁହା ଓ ଚାଲିବା ଅସୁବିଧା ହୋଇପାରେ । ମୁଣ୍ଡ ଚଳପ୍ରଚଳ କଲେ ଏହା ଆହୁରି ଖରାପ ହୁଏ । ଯନ୍ତ୍ରଣାବିହୀନ ମୁଣ୍ଡ ବେଆରାମ (dizziness) ରୋଗମାନଙ୍କ ମଧ୍ୟରେ ଏହି ରୋଗ ଅତି ସାଧାରଣ । ଗୋଟିଏ ।
ମୁଣ୍ଡବୁଲା ପ୍ରାୟ ୨୦ରୁ ୪୦ % ଲୋକଙ୍କର ଜୀବନରେ କେତେବେଲେ ହେଲେ ଯନ୍ତ୍ରଣାବିହୀନ ମୁଣ୍ଡ ବେଆରାମ (dizziness) ହୁଏ ଓ ତନ୍ମମଧ୍ୟରୁ ୭.୫-୧୦ % ଲୋକଙ୍କର ମୁଣ୍ଡବୁଲା ଥାଏ । ଏକ ବର୍ଷରେ ପ୍ରାୟ ୫ % ଲୋକଙ୍କର ମୁଣ୍ଡବୁଲା ହୁଏ । ବୟସ ବଢ଼ିବା ସଙ୍ଗେସଙ୍ଗେ ଏହା ଅଧିକ ହୁଏ ଓ ପୁରୁଷଙ୍କ ଅପେକ୍ଷା ମହିଳାଙ୍କର ୨ରୁ ୩ ଗୁଣ ଅଧିକ ହୁଏ । ବିକଶିତ ଦେଶମାନଙ୍କରେ ଆଶୁ ଚିକିତ୍ସା ବିଭାଗର ଉପସ୍ଥାନର ୨ରୁ ୩ % ଏହି ରୋଗୀ ଥାଆନ୍ତି ।
ଗାବାପେଣ୍ଟିନ୍ ଗାବାପେଣ୍ଟିନ୍‌ର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ହେଉଛି ନିଦୁଆ ଭାବ ଓ ମୁଣ୍ଡ ବୁଲେଇବା (dizziness) । ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ହେଲେ ଆତ୍ମହତ୍ୟା ସଙ୍କଟ, ଆକ୍ରମଣତ୍ମକ ବ୍ୟବ‌ହାର ଓ ଇଓସିନୋଫିଲିଆ ତ‌ଥା ସିସ୍ଟମିକ ଲକ୍ଷଣ ସ‌ହିତ ଔଷଧ ପ୍ରତିକ୍ରିୟା ହୁଏ । ଗର୍ଭାବସ୍ଥା ଓ ସ୍ତନ୍ୟପାନ ସମୟରେ ଏହାର ବ୍ୟବ‌ହାରରେ କ୍ଷତି ହୁଏ କି ନା ତାହା ସ୍ପଷ୍ଟ ନୁହେଁ । ବୃକ୍‌କ ସମସ୍ୟା ଥିଲେ ସ୍ୱଳ୍ପ ମାତ୍ରା ଗାବାପେଣ୍ଟିନ୍‌ ଦେବା ଉଚିତ୍ । ଇନହିବିଟରି "ଗାମା ଆମିନୋ ବ୍ୟୁଟିରିକ ଏସିଡ୍‌"କୁ (GABA) ଗାବାପେଣ୍ଟିନ୍‌ ପ୍ରଭାବିତ କରେ କିନ୍ତୁ ଏହାର କାର୍ଯ୍ୟ ପ୍ରଣାଳୀ ଅଜ୍ଞାତ ଅଛି ।
କ୍ଲୋଜାପିନ କ୍ଲୋଜାପିନ ଗ୍ରହଣ କଲେ ଅଧିକ ସ୍ୱଳ୍ପ ଶ୍ୱେତ ରକ୍ତ କଣିକା ହୋଇଯିବା ସଙ୍କଟ ରହେ, ଫଳରେ ମୃତ୍ୟୁ ସମ୍ଭାବନା ରହେ । ଏହି ସଙ୍କଟରୁ ବର୍ତ୍ତିବା ନିମନ୍ତେ ରକ୍ତ ପରୀକ୍ଷାର ନିୟମିତ ପର୍ଯ୍ୟବେକ୍ଷଣ ଆବଶ୍ୟକ । ଅପସ୍ମାର ଆକ୍ରମଣ, ହୃତପେଶୀ ପ୍ରଦାହ, ଅତି ରକ୍ତ ଶର୍କରା ଇତ୍ୟାଦି ମାରାତ୍ମକ ସଙ୍କଟ ଓ ଡିମେନସିଆ ଯୋଗୁ ସାଇକୋସିସ ହୋଇ ମୃତ୍ୟୁ ସଙ୍କଟ ହୁଏ । ଏହା ବ୍ୟତୀତ ନିଦ୍ରାଳୁ ଭାବ, ଶୁଷ୍କ ପାଟି, ନିମ୍ନ ରକ୍ତଚାପ, ଦୃଷ୍ଟି ସମସ୍ୟା ଓ ଶିରଭ୍ରମ (dizziness) ଇତ୍ୟାଦି ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଏ । ପ୍ରାୟ ୫% ରୋଗୀଙ୍କର ସ୍ଥାୟୀ ଟାର୍ଡ଼ିଭ ଡିସକାଇନେସିଆ ସଙ୍କଟ ରହେ । ଏହାର କାର୍ଯ୍ୟ ପ୍ରକ୍ରିୟା ସ୍ପଷ୍ଟ ନୁହେଁ ।