Top 10 similar words or synonyms for disaster

pocket    0.976809

previously    0.976396

os    0.976164

niosh    0.975533

five    0.975018

call    0.974823

triple    0.974755

sauropodomorpha    0.974402

audio    0.974288

important    0.974057

Top 30 analogous words or synonyms for disaster

Article Example
କଳ୍ପନା ଚାୱଲା କଳ୍ପନା ଚାୱଲା (ମାର୍ଚ୍ଚ ୧୭, ୧୯୬୨ – ଫେବୃଆରୀ ୧, ୨୦୦୩) ହେଉଛନ୍ତି ଭାରତରେ ଜନ୍ମିତ ପ୍ରଥମ ମହିଳା ମହାକାଶଚାରୀ । ସେ ୧୯୯୭ ମସିହାରେ ପ୍ରଥମ ଥର ପାଇଁ କଲମ୍ବିଆ ମହାକାଶଯାନରେ ମହାକାଶକୁ ଯାତ୍ରା କରିଥିଲେ। ଏହି ମହାକାଶ ଯାନରେ ସେ mission specialist ଏବଂ primary robotic arm operator ଭାବେ ଯାଇଥିଲେ। ୨୦୦୩ ମସିହାରେ କଲମ୍ବିଆ ମହାକାଶଯାନ ଦୁର୍ଘଟଣା (Space Shuttle Columbia disaster)ରେ ପ୍ରାଣ ହରାଇ ଥିବା ସାତ ଜଣ ମହାକାଶଚାରୀଙ୍କ ମଧ୍ୟରେ କଳ୍ପନା ଅନ୍ୟତମ। ସେ ପଞ୍ଜାବ ଇଞ୍ଜିନିୟରିଂ କଲେଜ୍‌ରୁ ଏରୋନଟିକାଲ୍ ଇଞ୍ଜିନିୟରିଂରେ ସ୍ନାତକ ଡିଗ୍ରୀ ଏବଂ ଆମେରିକାର ଟେକ୍ସାଜ୍ ୟୁନିଭର୍ସିଟିରୁ ଏରୋସ୍ପେଶ୍ ଇଞ୍ଜିନିୟରିଂରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ୧୯୮୮ରେ ସେ ଆମେରିକାର କଲରାଡୋ ୟୁନିଭର୍ସିଟିରୁ ପି.ଏଚ୍.ଡି. ଡିଗ୍ରୀ ହାସଲ କରିଥିଲେ। ସେ ଜିନ୍-ପେରୀ ହ୍ୟାରିସନ୍ଙ୍କ ସହ ବିବାହ ବନ୍ଧନରେ ଆବନ୍ଧ ହୋଇଥିଲେ। ୧୯୯୭ ମସିହା ନଭେମ୍ବର ମାସ ୧୯ ତାରିଖରେ ମହାକାଶକୁ ଯାତ୍ରାକରି ସେ ଭାରତରେ ଜନ୍ମିତ ପ୍ରଥମ ମହିଳା ମହାକାଶଚାରୀ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ। ପୁନଶ୍ଚ ୨୦୦୩ରେ କଲମ୍ବିଆ ମହାକାଶଯାନ ଯୋଗେ ସେ ଅନ୍ତରୀକ୍ଷକୁ ଯାତ୍ରା କରିଥିଲେ। କିନ୍ତୁ ପୃଥିବୀକୁ ଫେରିବା ବାଟରେ ଅର୍ଥାତ ୨୦୦୩ ମସିହା ଫେବୃୟାରୀ ମାସ ୧ ତାରିଖରେ ସେହି ମହାକାଶଯାନ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ଏବଂ କଳ୍ପନା ସେହି ମହାକାଶରେ ହିଁ ଲୀନ ହୋଇଯାଇଥିଲେ ı ତେବେ ତାଙ୍କ ସ୍ମୃତିରେ ଆମ ଦେଶର ପ୍ରଥମ ପାଣିପାଗ ସମ୍ପର୍କିତ ସୂଚନା ଦେଉଥିବା କୃତ୍ରିମ ଉପଗ୍ରହକୁ "କଳ୍ପନା-୧" ନାମରେ ନାମିତ କରାଯାଇଛି ı
କଳ୍ପନା ଚାୱଲା ଚାୱଲା କଲମ୍ବିଆ ମହାକାଶଯାନ ଦୁର୍ଘଟଣା (Space Shuttle Columbia disaster)ରେ ମୃତ୍ୟୁବରଣ କରିଥିଲେ । ୨୦୦୩ ମସିହା ଫେବୃୟାରୀ ମାସ ୧ ତାରିଖ ଦିନ ଟେକ୍ସାଜ୍ ବିଶ୍ୱବିଦ୍ୟାଳୟର ଉପରିଭାଗରେ ପୃଥିବୀର ବାୟୁମଣ୍ଡଳକୁ ପ୍ରତ୍ୟାବର୍ତ୍ତନ କରୁଥିବା ସମୟରେ କଲମ୍ବିଆ ଯାନ ଖଣ୍ଡ ଖଣ୍ଡ ହୋଇ ଭାଙ୍ଗିଯିବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ ସମସ୍ତ ସାତ ଜଣ ମହାକାଶଚାରୀଙ୍କ ମୃତ୍ୟୁ ଘଟିଥିଲା । ଏହି ଦିନ ମହାକାଶଯାନଟି କେପ୍ କାନାଭେରାଲ୍ (Cape Canaveral)ଠାରେ ଅବତରିତ ହେବାର ଥିଲା । ଦୁର୍ଘଟଣା ସମୟରେ ଯାନଟି ପୃଥିବୀ ପୃଷ୍ଠରୁ "୨,୦୭,୧୩୫" ଫୁଟ ଉଚ୍ଚତାରେ ଥିଲା । କମ୍ପ୍ୟୁଟର୍ ତଥା ଟେଲିଭିଜନ ପର୍ଦ୍ଦାରେ ମହାକାଶଯାନଟି ଅତି କ୍ଷୁଦ୍ର ଦେଖାଯାଉଥିଲା । ଏହି ସମୟରେ ହଠାତ୍ ଜୋର୍‌ରେ ଶବ୍ଦ କରି ମହାକାଶଯାନଟି ଆକାଶରେ ଖଣ୍ଡ ଖଣ୍ଡ ହୋଇଯାଇଥିଲା । ମହାକାଶଯାନଟି ପୃଥିବୀ ପୃଷ୍ଠରେ ଅବତରଣ କରିବାର ମାତ୍ର ଅଳ୍ପ କିଛି ସମୟ ପୂର୍ବରୁ ଏହି ଦୁର୍ଘଟଣାଟି ଘଟିବାରୁ ନାସାର ୨୮ତମ ମିଶନ୍ ଏସ୍‌.ଟି.ଏସ୍-୧୦୭ (STS-107) ଅସମ୍ପୂର୍ଣ୍ଣ ରହିଯାଇଥିଲା । ପୃଥିବୀ ପୃଷ୍ଠରେ ଅବତରଣ କରିବାର ମାତ୍ର ୧୬ ମିନିଟ୍ ପୂର୍ବରୁ ମହାକାଶଯାନଟିରେ ଏହି ଦୁର୍ଘଟଣା ଘଟିବାରୁ ସେହି ଯାନରେ ଥିବା କଳ୍ପନାଙ୍କ ସମେତ ଅନ୍ୟ ସବୁ ମହାକାଶଚାରୀ ଅସମୟରେ ମୃତ୍ୟୁବରଣ କରିଥିଲେ ।