Top 10 similar words or synonyms for dermatitis

cellulitis    0.906346

cystic    0.889909

ringworm    0.887131

toxic    0.886974

tricyclic    0.886629

sarcoma    0.883784

crohn    0.877908

throat    0.877114

diuretic    0.876989

arterial    0.876251

Top 30 analogous words or synonyms for dermatitis

Article Example
ହାଇଡ୍ରୋକର୍ଟିଜୋନ ହାଇଡ୍ରୋକର୍ଟିଜୋନ (ଇଂରାଜୀ ଭାଷାରେ Hydrocortisone, ଏକ ବିକ୍ରୟ ନାମ କର୍ଟେଫ/Cortef) ନାମ ଦିଆଯାଏ ଯେତେବେଳେ ହରମୋନ କର୍ଟିଜୋଲକୁ () ଔଷଧ ଆକାରରେ ଯୋଗାଇ ଦିଆଯାଏ । ଏହି ଔଷଧ ବ୍ୟବ‌ହାର କରାଯାଉଥିବା ରୋଗମାନଙ୍କର ନାମ: ଆଡ୍ରେନାଲ ଇନସଫିସିଏନ୍ସି (, ଆଡ୍ରେନୋଜେନିଟାଲ ସିଣ୍ଡ୍ରୋମ (), ହାଇପୋକ୍ୟାଲସେମିଆ (, ଥାଇରଏଡାଇଟିସ (), ରିଉମାଟଏଡ ଆର୍ଥ୍ରାଇଟିସ, ଡର୍ମାଟାଇଟିସ (dermatitis), ଆଜ୍‌ମା, ଓ ସିଓପିଡି । ଆଡ୍ରେନୋକର୍ଟିକାଲ ଇନସଫିସିଏନସି ରୋଗରେ ଏହା ପସନ୍ଦ ଯୋଗ୍ୟ ଔଷଧ । ଏହା ଉଭୟ ପାଟିରେ ଓ ଇଞ୍ଜେକସନ ଆକାରରେ ଦିଆଯାଏ । ଦୀର୍ଘକାଳର ବ୍ୟବ‌ହାର ପରେ ବନ୍ଦ କରିବାକୁ ହେଲେ ଧୀରେ ଧୀରେ ମାତ୍ରା ଅଳ୍ପ କରି କମେଇ ଶେଷରେ ବନ୍ଦ କରାଯାଏ ।