Top 10 similar words or synonyms for depression

mood    0.853609

counts    0.792743

clots    0.787981

vomiting    0.783517

breakdown    0.781456

nausea    0.774856

abdominal    0.771869

levels    0.771855

clotting    0.768053

feeling    0.767602

Top 30 analogous words or synonyms for depression

Article Example
ହାଲୋଥେନ ହାଲୋଥେନର ପାର୍ଶ୍ୱ ପ୍ରତିକ୍ରିୟାରେ ଅନିୟମିତ ହୃତ୍‌ସ୍ପନ୍ଦନ (), ଶ୍ୱାସକ୍ରିୟା ଅଧୋଗତି ( ବା respiratory depression) ଓ ଯକୃତ ସମସ୍ୟା () ହୋଇପାରେ । ପରଫିରିଆ ରୋଗ ଥିଲେ ବା ପରିବାରରେ ମାଲିଗନାଣ୍ଟ ହାଇପରଥର୍ମିଆ () ରୋଗର ଇତିହାସ ଥିଲେ ଏହି ଔଷଧ ଦିଆଯାଏ ନାହିଁ । ଗର୍ଭାବସ୍ଥାରେ ଶିଶୁ ଉପରେ ଏହାର ପ୍ରଭାବ ସ୍ପଷ୍ଟ ହୋଇନାହିଁ ଓ ସିଜରିଆନ ସେକସନ () ଅପରେଶନରେ ଏହା ଦେବାକୁ ସୁପାରିସ କରାଯାଏ ନାହିଁ ।
ମୋନିକା ସେଲ୍ସ On April 21, 2009, Seles released her memoir "Getting A Grip: On My Body, My Mind, My Self" which chronicles her bout with depression and binge eating disorder (BED) after her stabbing, her father's cancer diagnosis and eventual death, her journey back to the game and a life beyond tennis.
ଆଇସୋଫ୍ଲୁରେନ ଆଇସୋଫ୍ଲୁରେନର ପାର୍ଶ୍ୱ ପ୍ରତିକ୍ରିୟାରେ ଶ୍ୱାସକ୍ରିୟା ମାନ୍ଦା ( ବା (respiratory depression) ହୁଏ, ନିମ୍ନ ରକ୍ତଚାପ () ଓ ଅନିୟମିତ ହୃତ୍ ସ୍ପନ୍ଦନ ଆଦି ଲକ୍ଷଣ ଦେଖାଯାଏ । ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ହେଲେ ମାଲିଗନାଣ୍ଟ ହାଇପରଥର୍ମିଆ () ଓ ହାଇପରକାଲେମିଆ ବା ମାତ୍ରାଧିକ ରକ୍ତ ପଟାସିଅମ ସ୍ତର ହୋଇଯାଏ । ମାଲିଗନାଣ୍ଟ ହାଇପରଥର୍ମିଆ ରୋଗୀକୁ ବା ତାହାର ପରିବାରରେ ଏହି ରୋଗ ଇତିହାସ ଥିଲେ ଏହି ଔଷଧ ଦିଆଯାଏନାହିଁ । ଗର୍ଭସ୍ଥ ଶିଶୁ ପ୍ରତି ଏହାର ନିରାପତ୍ତା ଜଣାନଥିଲେ ମଧ୍ୟ ସିଜରିଆନ ସେକସନ () ଅପରେଶନ ବେଳେ ଦେଇହୁଏ । ହାଲୋଜେନେଟେଡ ଇଥର () ଶ୍ରେଣୀର ଏହା ଏକ ଔଷଧ ।
ଅଧକପାଳି କେଉଁ କାରଣରୁ ଅଧକପାଳି ହୁଏ ତାହା ଜଣାଯାଇ ନାହିଁ । ଯାହା ବିଶ୍ଵାସ କରାଯାଉଛି, ପରିବେଶ ଓ ଜେନେଟିକର ପ୍ରଭାବ ଯୋଗୁ ଏହି ରୋଗ ହୁଏ । ସମୁଦାୟ ରୋଗୀଙ୍କ ସଂଖ୍ୟାର ୨/୩ ଅଂଶ ପରିବାରରେ ଚାଲିଥାଏ, କ୍ଵଚିତ୍ ଏହା ଏକକ ଜିନ୍ ତୃଟି ଯୋଗୁ ହୁଏ । ଏକଦା ଏହି ରୋଗ ଅତି ବୁଦ୍ଧିମାନ ଲୋକଙ୍କର ହୁଏ ବୋଲି ବିଶ୍ଵାସ କରାଯାଉଥିଲା, କିନ୍ତୁ ଏହା ସତ୍ୟ ବୋଲି ଜଣାଯାଉ ନାହିଁ । କେତେକ ମାନସିକ ଅବସ୍ଥା ଟ୍ରିଗର ଭଳି କାମ କରେ, ଯେପରିକି ଅବସାଦ (depression), ଉତ୍କଣ୍ଠା (anxiety) ଓ ବାଇପୋଲାର ଡିଜ୍ଅର୍ଡର (bipolar disorder), ଯାହା ଯୋଗୁ ଏହି ରୋଗ ଆରମ୍ଭ ହୁଏ ।
ଲିଥିୟମ Lithium salts such as lithium carbonate (Li2CO3), lithium citrate, and lithium orotate are mood stabilizers (the effect is due to the lithium ion, so the type of salt is unimportant). They are used in the treatment of bipolar disorder, since unlike most other mood altering drugs, they counteract both mania and depression. Lithium can also be used to augment other antidepressant drugs. Useful amounts of lithium for this use are only slightly lower than toxic amounts, so the blood levels of lithium must be carefully monitored during such treatment.
ଜର୍ମାନୀ ୧୯୧୮-୧୯ର ଜର୍ମାନ ଆନ୍ଦୋଳନ ଓ ପ୍ରଥମ ବିଶ୍ୱଯୁଦ୍ଧରେ ଜର୍ମାନୀର ଆତ୍ମସମର୍ପଣ ପରେ ଜର୍ମାନ ସାମ୍ରାଜ୍ୟ ବଦଳରେ ସଂସଦୀୟ ୱାଇମାର ଗଣତନ୍ତ୍ର ପ୍ରତିଷ୍ଠା ହେଲା । ଯଦିଚ ଜର୍ମାନୀ ଅନେକ ବୈଜ୍ଞାନିକ ଓ ସାଂସ୍କୃତିକ କ୍ଷେତ୍ରରେ ଅଗ୍ରଣୀ ଥିଲା, ଦେଶରେ ଲାଗିରହିଥିବା ଆର୍ଥିକ ଓ ରାଜନୈତିକ ଅସ୍ଥିରତା ଯାହା Great Depression ସମୟରେ ଆହୁରି ବିକୃତ ରୂପ ନେଇଥିଲା ଏବଂ ଭାର୍ସାଇଲ୍ ସନ୍ଧିରେ ଜର୍ମାନୀର ଅପମାନ ଦେଶରେ ଅତିଦକ୍ଷିଣପନ୍ଥୀ ଆନ୍ଦୋଳନକୁ ଜନ୍ମ ଦେଲା । ୧୯୩୩ରେ ଜର୍ମାନୀରେ ତୃତୀୟ ରାଇଖ ବା ନାଜି ଶାସନ ଆରମ୍ଭ ହେଲା ଯାହା ସମୟକ୍ରମେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଓ Holocaustର କାରଣ ହୋ‍ଇଥିଲା । ୧୯୪୫ରେ ଜର୍ମାନୀର ପତନ ପରେ ମିତ୍ର ରାଷ୍ଟ୍ରମାନଙ୍କଦ୍ୱାରା ଜର୍ମାନୀ ପୂର୍ବ ଓ ପଶ୍ଚିମ ଜର୍ମାନୀରେ ବିଭାଜିତ ହେଲା । ୧୯୯୦ରେ ବର୍ଲିନ କାନ୍ଥ ଭଗ୍ନ ହେବା ପରେ ଜର୍ମାନୀର ପୁନଃଐକୀକରଣ ସମ୍ପନ୍ନ ହେଲା ।
ବାଇପୋଲାର ଡିଜଅଡର ବାଇପୋଲାର ଡିଜଅଡର ବା ବାଇପୋଲାର ଆଫେକ୍ଟିଭ ଡିଜଅଡର (ଇଂରାଜୀରେ ଯଥାକ୍ରମେ Bipolar disorder, bipolar affective disorder ଓ ଅତୀତରେ ଏହାର ନାମ ମାନିକ ଡିପ୍ରେସିଭ ଅସୁସ୍ଥତା ଇଂରାଜୀରେ manic-depressive illness), ଏକ ମାନସିକ ରୋଗ ଯେଉଁଥିରେ ସାମୟିକ ଉଚ୍ଚ ପ୍ରସନ୍ନତା (elevated mood) ଓ ତୀବ୍ର ଅବସାଦ (periods of depression) ଦେଖାଯାଏ । ଉଚ୍ଚ ପ୍ରସନ୍ନତାକୁ ଗମ୍ଭୀରତା ଅନୁଯାୟୀ ବା ସାଇକୋସିସ ଥିଲେ ମାନିଆ ବା ହାଇପୋମାନିଆ ନାମ ଦିଆଯାଏ । ମାନିଆ ଥିଲେ ରୋଗୀ ଅହେତୁକ ସୁଖୀ, ଶକ୍ତିଶାଳୀ ବା ଚିଡ଼ଚିଡ଼ା ଅନୁଭବ କରେ । ସମସ୍ୟାର ଫଳାଫଳକୁ ବିଚାରକୁ ନ ନେଇ ସେମାନେ ସିଦ୍ଧାନ୍ତ ନିଅନ୍ତି । ଶ‌ୟନ ଆବଶ୍ୟକତା କମିଯାଏ । ଅବସାଦ ସମୟରେ ଅଯଥା କ୍ରନ୍ଦନ, ଆଖିରେ ଆଖି ମିଶେଇବା ଅକ୍ଷମତା ଓ ଜୀବନ ପ୍ରତି ବିଯୁକ୍ତାତ୍ମକ ଦୃଷ୍ଟିକୋଣ ଅନୁଭବ ହୁଏ । ନିଜର କ୍ଷତି (self harm) ୩୦ରୁ ୪୦% ଲୋକ କରନ୍ତି ଓ ଆତ୍ମହତ୍ୟା ପ୍ରବଣ ୨0 ବର୍ଷ ମଧ୍ୟରେ ୬ % ରୋଗୀ କରନ୍ତି । ଅନ୍ୟ ମାନସିକ ଅବସ୍ଥା ଓ ନିଶା ଅପବ୍ୟବ‌ହାର ଏହା ସ‌ହ ସଂଯୁକ୍ତ ଥାଏ ।