Top 10 similar words or synonyms for da

hill    0.974987

typewriter    0.974299

building    0.972990

amrita    0.972332

weeks    0.972315

quarter    0.971511

geometric    0.971334

main    0.971278

rock    0.970542

buddha    0.970324

Top 30 analogous words or synonyms for da

Article Example
ସିମେଇ ୧୪ଶ ଶତକରେ ଇଟାଲିରେ ସରୁ ସରୁ ସ୍ପାଗେଟି ସବୁ ବ୍ୟବହାର କରାଯାଉଥିଲା ଯାହାକୁ ସେଠାକାର ଭାଷାରେ ମାଷ୍ଟର ରେଗିଓ ଏମିଲିଆ (Reggio Emilia)ର ବାର୍ଣ୍ଣବା ଦା ଋଇଟିନିସ (Master Barnaba da Reatinis)ଙ୍କ ମତରେ ଟସ୍କାନ "ସିମେଇ (vermicelli)"କୁ ବୋଲୋନେ (Bologne)ରେ "ଓରାଟି (orati)", ଭେନିସରେ "ମିନୁଟେଲି (minutelli)", ରେଜିଓରେ "ଫର୍ମିଣ୍ଟିନି (fermentini)" ଓ "ମାନ୍ତୁଆ (Mantua)"ରେ "ପାଙ୍କାଡେଲି (pancardelle)" କୁହାଯାଏ
ଦଅଣା ଦଅଣା (ଦଏଣା ବା ଦୟଣା ନାମରେ ମଧ୍ୟ ଜଣା; ଇଂରାଜୀ ଅକ୍ଷରାନ୍ତରୀକରଣ: Da-ana, "Daona" କିମ୍ବା "Dayana"; ଇଂରାଜୀ: Thyme; ବୈଜ୍ଞାନିକ ନାମ: "Artemisia indica", "Artemisia chinensis", "Artemisia latifolia") ଏକ ସୁବାସିତ ପତ୍ର ଥିବା ଏକ ଗୁଳ୍ମ । ଏହା ବଡ଼ସିଂହାର ବେଶରେ ଜଗନ୍ନାଥଙ୍କ ମଥା ସଜାଇବାରେ ବାକି ପତ୍ର-ଫୁଲମାନଙ୍କ ସହିତ ଲାଗିଥାଏ । ଏହାର ପତ୍ରର ପକ୍ଷ ଚିନ୍ନ ଓ ନିମ୍ନଭାଗ ଲୋମଶ । ଏହାର ଆଉ ଏକ ଜାତିର ପତ୍ରକୁ "ଚୋରିଦଅଣା" କୁହାଯାଏ ।
ଲିଓନାର୍ଡୋ ଦା ଭିନ୍‌ସି ଲିଓନାର୍ଡୋ ୧୫ ଏପ୍ରିଲ ୧୪୫୨ ମସିହାରେ ଭିନ୍‌ସି ସ୍ଥାନର ଟୁସ୍କାନ ଟାଉନରେ ରାତିର ତୃତୀୟ ଘଣ୍ଟାରେ ଜନ୍ମଗ୍ରହଣ କରିଥିଲେ (ସେତେବେଳର ଗଣନା ଅନୁସାରେ)|group="nb"}} in the Tuscan hill town of Vinci, in the lower valley of the Arno River in the territory of the Medici-ruled Republic of Florence. । ତାଙ୍କର ପିତା ମାତା ବିବାହ କରି ନ ଥିଲେ । ପିତାଙ୍କ ନାମ ମେସର ପିଏରୋ ଫ୍ରୁଓସିନୋ ଦି ଅଣ୍ଟୋନିଓ ଦା ଭିନ୍‌ସି ( Messer Piero Fruosino di Antonio da Vinci) ଥିଲା ଓ ମାତାଙ୍କ ନାମ କାଟେରିନା ଥିଲା । ତାଙ୍କର ନାମ ସହ ସାଙ୍ଗିଆ ନ ଥିଲା । ତାଙ୍କର ଜନ୍ମ ସମୟର ନାମ ଥିଲା ଲିଓନାର୍ଡୋ ଡି ସର ପିଏରୋ ଦା ଭିନସି ଯାହାର ଅର୍ଥ "ଲିଓନାର୍ଡୋ, ଭିନସିର ମେସର ପିଏରୋଙ୍କର ପୁତ୍ର ( "Lionardo di ser Piero da Vinci", meaning "Leonardo, (son) of (Mes)ser Piero from Vinci"), ସର ଶବ୍ଦର ଅର୍ଥ ଭଦ୍ରଲୋକ ।
ଲିଓନାର୍ଡୋ ଦା ଭିନ୍‌ସି ଲିଓନାର୍ଡୋ ଦା ଭିନ୍‌ସି (Leonardo di ser Piero da Vinci: Italian pronunciation: [leoˈnardo da vˈvintʃi] pronunciation (help•info); 15 April 1452 – 2 May 1519, Old Style) ଜଣେ ଇତାଲିୟ ବ୍ୟକ୍ତି ଥିଲେ ଓ ଏକା ଧାରରେ ଜଣେ ଚିତ୍ରକର, ସ୍ଥପତି, ଆର୍କିଟେକ୍ଟ, ସଙ୍ଗୀତଜ୍ଞ, ଗଣିତଜ୍ଞ, ଯନ୍ତ୍ରୀ (ଇଞ୍ଜିନିଅର), ଉଦ୍ଭାବକ, ଶରୀର ଗଠନ ବିଶେଷଜ୍ଞ (ଆନାଟମିଷ୍ଟ), ଭୂତତ୍ତ୍ଵବିଦ (ଜେଓଲୋଜିଷ୍ଟ), କାର୍ଟୋଗ୍ରାଫର, ଉଭିଦବିଜ୍ଞାନୀ ଓ ଲେଖକ ଥିଲେ । ସେ ଅତ୍ୟଧିକ କୌତୁହଳି ଓ ଅନୁସନ୍ଧିତ୍ସୁ ଥିଲେ । ତାଙ୍କୁ ରେନାସାଁ ମଣିଷ ବା ଅତୃପ୍ତ କୌତୁହଳି ଓ ଅତ୍ୟଧିକ ଉଦ୍ଭାବନୀ ଚିନ୍ତାଧାରା ସମ୍ପର୍ଣ୍ଣ କୁହାଯାଉଥିଲା । ତାଙ୍କୁ ସର୍ବକାଳୀନ ଶ୍ରେଷ୍ଠ ଚିତ୍ରକର ଓ ବିବିଧ କଳାସମ୍ପର୍ଣ୍ଣ ମଣିଷ କୁହାଯାଏ । ଐତିହାସିକ ହେଲେନ ଗାର୍ଡନରଙ୍କ ମତରେ ତାଙ୍କ ଭଳି ଅନୁସନ୍ଧାନ ଆଗ୍ରହୀ ସଂସାରରେ ଅଦ୍ଵିତୀୟ ଓ ଅବିଦିତ । ତାଙ୍କର ମନ personality ସେ ଅତିମାନବୀୟ ଥିଲେ ତଥା ସେ ନିଜେ mysterious ଓ remote ଥିଲେ । ମାର୍କୋ ରୋଷୀ ମତରେ ଲିୟନାର୍ଡୋଙ୍କ ବିଷୟରେ ବହୁତ ଜିଜ୍ଞାସା ଥିଲେ ମଧ୍ୟ ସେ ତତ୍ତ୍ଵାନୁମୋଦିତ ଥିଲେ । ତାଙ୍କର ଦୃଷ୍ଟିରେ ସଂସାର ରହସ୍ୟମୟ ନ ହୋଇ ତାତ୍ଵିକ ଥିଲା । ତାଙ୍କର କର୍ମ ପଦ୍ଧତି ସେ ଯୁଗ ନିମନ୍ତେ ଅସାଧାରଣ ଥିଲା।