Top 10 similar words or synonyms for cystic

fibrosis    0.927457

antidepressants    0.923555

tricyclic    0.921045

arterial    0.913300

emtricitabine    0.912331

enter    0.912292

sarcoma    0.910700

monitor    0.910508

coronary    0.909245

isoniazid    0.907443

Top 30 analogous words or synonyms for cystic

Your secret weapon. Online courses as low as $11.99

Article Example
ବାତରକ୍ତ ବାତରକ୍ତର ସମ୍ଭାବନା ଆଂଶିକ ଭାବରେ ଆନୁବାଂଶିକ ଯାହା ୬୦% ରକ୍ତ ୟୁରିକାମ୍ଳ ସ୍ତରର ତାରତମ୍ୟ ଯୋଗୁଁ ହୋଇଥାଏ । ଦୁଇଟି ଗୁଣସୁତ୍ର ଯଥା SLC2A9 ଏବଂ ABCG2 ବତାରକ୍ତ ପାଈଁ ଦାୟୀ । କିଛି ବିରଳ ଆନୁବାଂଶିକ ବ୍ୟାଧି ଯଥା familial juvenile hyperuricemic nephropathy(ଫେମିଲିଆଲ ଜୁଭେନାଇଲ ହାଇପର ୟୂରେମିକ ନେଫ୍ରୋପାଥି ), medullary cystic kidney disease ମେଡୁଲାରୀ ସିଷ୍ଟିକ୍ କିଡ୍ନି ଡିଜିଜ୍ , phosphoribosylpyrophosphate synthetase(ଫସ୍ଫୋରାଇବୋଜାଇଲପାଇରୋ ଫୋସ୍ଫେଟ ସିନ୍ଥେଟେଜ ) superactivity, ଏବଂ hypoxanthine-guanine phosphoribosyltransferase(ହାଇପୋ ଜାନ୍ଥାଇନ୍-ଗୁଆନାଇନ୍ ଫୋସ୍ଫୋରାଇବୋଯାଇଲ୍ ଟ୍ରାନ୍ସ୍ଫେରେଜ୍ ) ଅଭାବ ଯେପରିକି (Lesch-Nyhan syndrome) ଲେସ୍କ ନାଇହାନ ସିନ୍ଡ୍ରୋମରେ ଦେଖାଯାଇଥାଏ ।
ସିସ୍ଟିକ୍ ଫାଇବ୍ରୋସିସ୍ ସିସ୍ଟିକ୍ ଫାଇବ୍ରୋସିସ୍ (ରେ Cystic fibrosis ସଂକ୍ଷେପରେ ସି ଏଫ CF), ଅନ୍ୟ ନାମ ମ୍ୟୁକୋଭିସିଡୋସିସ୍ mucoviscidosis), ଏକ ପ୍ରକାର ଜିନ ସମ୍ବନ୍ଧୀୟ ବିକାର ଯାହା ଫୁସଫୁସକୁ ଅଧିକ ଆକ୍ରମଣ କରେ, କିନ୍ତୁ ଅଗ୍ନାଶୟ, ଯକୃତ, ବୃକ୍‌କ ଓ ଅନ୍ତନଳୀକୁ ମଧ୍ୟ ଆକ୍ରମଣ କରେ । ଦୀର୍ଘ କାଳୀନ ଅସୁବିଧା ମଧ୍ୟରେ ନିମୋନିଆ ହୋଇ ଶ୍ୱାସକ୍ରିୟାରେ ଅସୁବିଧା ହୁଏ ଓ କାଶରେ ଖଙ୍କାର ପଡ଼େ । ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ସାଇନୁସାଇଟିସ୍, ଶାରୀରିକ ବୃଦ୍ଧି ହ୍ରାସ, ଚର୍ବିଳ ମଳ, ଗୋଡ଼ ହାତରେ କ୍ଲବିଙ୍ଗ ଓ ପୁରୁଷଙ୍କର ପ୍ରଜନନ ଅକ୍ଷମତା ହୁଏ । ବିଭିନ୍ନ ଲୋକଙ୍କର ଅଲଗା ଅଲଗା ଲକ୍ଷଣ ଦେଖାଯାଏ ।