Top 10 similar words or synonyms for converge

produces    0.951745

too    0.951067

attractive    0.948576

unlike    0.947543

dilophosaurus    0.947124

tables    0.947060

panel    0.946951

equipment    0.946848

intensity    0.946655

computed    0.945672

Top 30 analogous words or synonyms for converge

Article Example
ଲ୍ୟାପୁନୋଭ୍ ସ୍ଥାୟୀତ୍ତ୍ଵ dynamical system ଗୁଡ଼ିକୁ ବୁଝାଉଥିବା ବିଭେଦକ ସମୀକରଣ (differential equation) ଗୁଡ଼ିକର ସମାଧାନ ପାଇଁ ବିଭିନ୍ନ ପ୍ରକାରର ସ୍ଥାୟୀତ୍ତ୍ଵ/ସ୍ଥିରତା (stability) କଥା ବିଚାରକୁ ନିଆଯାଇପାରେ । ତା'ଭିତରୁ equilibrium ବିନ୍ଦୁର ନିକଟସ୍ଥ ସମାଧାନ ଗୁଡ଼ିକର ସ୍ଥାୟୀତ୍ତ୍ଵକୁ ଗ୍ରହଣ କରିବା ଅଧିକ ଗୁରୁତ୍ତ୍ୱପୂର୍ଣ୍ଣ । ଲ୍ୟାପୁନୋଭ୍‌ଙ୍କ ତତ୍ତ୍ୱଦ୍ୱାରା ଏହା ଆଲୋଚନା ହୋଇପାରିବ । ସରଳ ଭାଷାରେ, ଏକ equilibrium ବିନ୍ଦୁ formula_1 ନିକଟରୁ ଉତ୍ପନ୍ନ ହେଉଥିବା ସମାଧାନଗୁଡ଼ିକ ଯଦି ସର୍ବଦା formula_1 ନିକଟବର୍ତ୍ତୀ ହୋଇ ରହନ୍ତି, ତା'ହେଲେ formula_1 ଲ୍ୟାପୁନୋଭ୍ ସ୍ଥାୟୀ (Lyapunov stable) ଅଟେ । ଭଲକରି କହିଲେ, ଯଦି formula_1 ଲ୍ୟାପୁନୋଭ୍ ସ୍ଥାୟୀ ଅଟେ ଏବଂ formula_1 ନିକଟରୁ ଉତ୍ପନ୍ନ ହୋଇଥିବା ସମସ୍ତ ସମାଧାନଗୁଡ଼ିକ formula_1 ସହ converge ହୁଅନ୍ତି, ତା'ହେଲେ formula_1 asymptotically ସ୍ଥାୟୀ ଅଟେ । exponential ସ୍ଥାୟୀତ୍ତ୍ଵର ଧାରଣା କ୍ଷୟର ଏକ ସର୍ବନିମ୍ନ ହାରକୁ ସୁଚାଏ, ମାନେ, କେତେ ଶୀଘ୍ର ସମାଧାନ ଗୁଡ଼ିକ converge ହେବ ଏହା ତା'ହାର ଏକ ଆକଳନ । Lyapunov ସ୍ଥିରତାର ଏହି ଧାରଣାକୁ infinite-dimensional manifoldsକୁ ସଂପ୍ରସାରଣ କରାଯାଇପାରିବ, ଯେଉଁଠାରେ ଏହା structural stability ଭାବେ ଜଣା, which concerns the behavior of different but "nearby" solutions to differential equations. Input-to-state stability (ISS) applies Lyapunov notions to systems with inputs.