Top 10 similar words or synonyms for cml

toxic    0.930981

sarcoma    0.930750

lymphocytic    0.923330

crohn    0.920687

hodgkin    0.919790

cellulitis    0.919457

lymphoma    0.919337

perforation    0.915899

insufficiency    0.914158

treat    0.913693

Top 30 analogous words or synonyms for cml

Article Example
ସାଇଟାରାବିନ ସାଇଟାରାବିନ (ଇଂରାଜୀ ଭାଷାରେ Cytarabine, also known as cytosine arabinoside ବା ara-C), ଏକ କେମୋଥେରାପି ଔଷଧ () ଯାହା ଆକ୍ୟୁଟ ମାୟେଲଏଡ ଲିଉକେମିଆ ( ବା AML), ଆକ୍ୟୁଟ ଲିମ୍ଫାଟିକ ଲିଉକେମିଆ ( ବା ALL), କ୍ରନିକ ମାୟେଲୋଜେନସ ଲିଉକେମିଆ ( ବା CML), ଓ ନନ୍‌-ହଜକିନସ ଲିମ୍ଫୋମା () ଆଦି ରୋଗମାନଙ୍କରେ ଚିକିତ୍ସାରେ ଦିଆଯାଏ । ଏହା ଶିରାଭ୍ୟନ୍ତର ଇଞ୍ଜେକସନ (), ଚର୍ମ ତଳ ଇଞ୍ଜେକସନ () ବା ସେରେବ୍ରୋସ୍ପାଇନାଲ ଫ୍ଲୁଇଡ () ଆଦି ସ୍ଥାନମାନଙ୍କରେ ଦିଆଯାଏ । ଏଥିରେ ଏକ ଲାଇପୋସୋମାଲ ଫର୍ମୁଲା () ଥିବାରୁ ଲିମ୍ଫୋମାଟସ ମେନିଞ୍ଜାଇଟିସ () ରୋଗରେ ଉନ୍ନତ ଫଳାଫଳ ମିଳେ ।
ଟାଇଓଗୁଆନିନ ଟାଇଓଗୁଆନିନ (ଇଂରାଜୀ ଭାଷାରେ Tioguanine, ଅନ୍ୟ ନାମ ଥାଇଓଗୁଆନିନ ବା ୬-ଥାଇଓଗୁଆନିନ ବା ୬-ଟିଜି) ଏକ ଔଷଧ ଯାହା ଆକ୍ୟୁଟ ମାୟେଲଏଡ ଲିଉକେମିଆ ( ବା AML), ଆକ୍ୟୁଟ ଲିମ୍ଫୋସାଇଟିକ ଲିଉକେମିଆ ( ବା ALL) ଓ କ୍ରନିକ ମାୟେଲଏଡ ଲିଉକେମିଆ ( ବା CML) ରୋଗମାନଙ୍କ ଚିକିତ୍ସାରେ ବ୍ୟବ‌ହାର କରାଯାଏ । ଦୀର୍ଘକାଳୀନ ବ୍ୟବ‌ହାର ସୁପାରିସ କରାଯାଏନାହିଁ । ଏହା ପାଟିରେ ଦିଆଯାଏ ।
ଇମାଟିନିବ ଇମାଟିନିବ (ଇଂରାଜୀ ଭାଷାରେ Imatinib, ବିକ୍ରୟ ନାମ ହ୍ଲିଭେକ/Gleevec) ଏକ କେମୋଥେରାପି ଔଷଧ () ଯାହା କର୍କଟ ରୋଗ ଚିକିତ୍ସା ନିମନ୍ତେ ଦିଆଯାଏ । ବିଶେଷତଃ କ୍ରନିକ ମାୟେଲୋଜେନସ ଲିଉକେମିଆ ( ବା CML), ଫିଲାଡେଲଫିଆ କ୍ରମୋଜୋମ-ପଜିଟିଭ (ପିଏଚ) -positive (Ph) ଥିବା ଆକ୍ୟୁଟ ଲିମ୍ଫୋସାଇଟିକ ଲିଉକେମିଆ ବା ଏଏଲଏଲ) ( ବା ALL), ଗାସ୍ଟ୍ରୋଇଣ୍ଟେସ୍ଟାଇନାଲ ସ୍ଟ୍ରୋମାଲ ଟ୍ୟୁମର ବା ଜିଆଇଏସଟି) ( ବା GIST), ସିସ୍ଟମିକ ମାସ୍ଟୋସାଇଟୋସିସ () ଓ ମାୟେଲୋଡିସପ୍ଲାସ୍ଟିକ ସିଣ୍ଡ୍ରୋମ () ଇତ୍ୟାଦି ରୋଗମାନଙ୍କରେ ଏହା ଦିଆଯାଏ । ଏହା ପାଟିରେ ଦିଆଯାଏ ।
ଡନୋରୁବିସିନ ଡନୋରୁବିସିନ (ଇଂରାଜୀ ଭାଷାରେ Daunorubicin, ଅନ୍ୟ ନାମ ଡନୋମାଇସିନ) ଏକ କେମୋଥେରାପି ଔଷଧ () ଯାହା କର୍କଟ ରୋଗର ଚିକିତ୍ସାରେ ବ୍ୟବ‌ହାର କରାଯାଏ । ଏହି ରୋଗମାନଙ୍କର ନାମ ଯଥାକ୍ରମେ ଆକ୍ୟୁଟ ମାୟେଲଏଡ ଲିଉକେମିଆ, ( ବା AML) ଆକ୍ୟୁଟ ଲିମ୍ଫୋସାଇଟିକ ଲିଉକେମିଆ ( ବା ALL), କ୍ରନିକ ମାୟେଲୋଜେନସ ଲିଉକେମିଆ ( ବା CML) ଓ କାପୋସି ସାର୍କୋମା () । ଏହା ଶିରାଭ୍ୟନ୍ତର ଇଞ୍ଜେକସନ ଆକାରରେ ଦିଆଯାଏ । ଏହାର ଅନ୍ୟ ଏକ ଲାଇପୋସୋମାଲ ମିଶ୍ରଣ ଉପଲବ୍‌ଧ ଅଛି ଯାହାର ନାମ ଲାଇପୋସୋମାଲ ଡନୋରୁବିସିନ () ।
ମରକାପ୍ଟୋପ୍ୟୁରିନ ମରକାପ୍ଟୋପ୍ୟୁରିନ (ଇଂରାଜୀ ଭାଷାରେ Mercaptopurine ବା 6-MP, ବିକ୍ରୟ ନାମ ପ୍ୟୁରିନେଥଲ/Purinethol) ଏକ ଔଷଧ ଯାହା କର୍କଟ ଓ ଅଟୋଇମ୍ମ୍ୟୁନ ରୋଗ () ଚିକିତ୍ସାରେ ଦିଆଯାଏ । ଆକ୍ୟୁଟ ଲିମ୍ଫୋସାଇଟିକ ଲିଉକେମିଆ ବା ଏଏଲଏଲ ( ବା ALL), କ୍ରନିକ ମାୟେଲଏଡ ଲିଉକେମିଆ ବା ସିଏମଏଲ ( ବା CML), କ୍ରନ୍ ରୋଗ ଓ ଅଲସରେଟିଭ କୋଲାଇଟିସ ରୋଗମାନଙ୍କରେ ନିର୍ଦ୍ଦିଷ୍ଟ ଭାବରେ ଏହି ଔଷଧ ଦିଆଯାଏ । ଏଏଲଏଲ ରୋଗରେ ପ୍ରାୟ ମେଥୋଟ୍ରେକ୍ସେଟ ଦିଆଯାଏ । ଏହା ପାଟିରେ ଦିଆଯାଏ ।