Top 10 similar words or synonyms for clade

ସବସ    0.769492

fortune    0.752322

forecasts    0.751608

iso    0.749339

shift    0.747573

ipa    0.741347

enter    0.736816

als    0.736565

loop    0.735036

modifier    0.733265

Top 30 analogous words or synonyms for clade

Article Example
ସୁଡ଼ୋସୁଚିଆ ସୁଡ଼ୋସୁଚିଆକୁ ଏକ stem-based clade ଭାବେ ୧୯୮୫ରେ ଗ୍ରହଣ କରାଗଲା । ନିମ୍ନୋକ୍ତ cladogramଟି Nesbitt (୨୦୧୧) ପ୍ରଦତ୍ତ କ୍ଲାଡୋଗ୍ରାମ ସଂଶୋଧିତ ରୂପ ଅଟେ (bold terminal taxa are collapsed).
ସୁଡ଼ୋସୁଚିଆ ସୁଡ଼ୋସୁଚିଆ, ଆର୍କୋସୁରିଆ ଦୁଇଟି ମୁଖ୍ୟ "daughter" clade ଭିତରୁ ଅନ୍ଯତମ । ଏହାର ଖପୁରି (skull) ପ୍ରାୟତଃ ବହୁତ ବଡ ହେଇଥାଏ, ଖାସ୍ କରି ଅର୍ନିଥୋଡାଏର୍ ଅପେକ୍ଷା ବଡ ହେଇଥାଏ; ଏହାର snout ସରୁ ଏବଂ ଲମ୍ବା, ବେକ ଛୋଟ ଏବଂ ଶକ୍ତ ହୋଇଥାଏ ।
ଟେରୋସର ଟେରୋସର (; , ଗ୍ରୀକ πτερόσαυρος, "pterosauros,"ରୁ ଆସିଛି; ମାନେ "winged lizard") ଗୁଡ଼ିକ ଟେରୋସୁରିଆ Clade/Orderର ଉଡନ୍ତା ସରୀସୃପ ଥିଲେ । ସେମାନେ ଟ୍ରାଇଆସିକ ଯୁଗର ଶେଷ ଭାଗରୁ ଆରମ୍ଭ କରି କ୍ରେଟାସିଅସ ଶେଷ ପର୍ଯ୍ୟନ୍ତ ଦେଖାଯାଉଥିଲେ (୨୨୮ରୁ ୬୬ ମିଲିଅନ୍ ବର୍ଷ ପୂର୍ବେ ) ।
ସୁଡ଼ୋସୁଚିଆ ସୁଡ଼ୋସୁଚିଆ (Pseudosuchia; "ଛଦ୍ମ କୁମ୍ଭୀର/false crocodiles"), ଆର୍କୋସୁରିଆର ଦୁଇଟି ମୁଖ୍ୟ division ଭିତରୁ ଅନ୍ୟତମ ଏବଂ ଜୀବିତ କ୍ରୋକୋଡ଼ିଲିଆନ୍ ଗୁଡ଼ିକ ଏଥିରେ ଅନ୍ତର୍ଭୁକ୍ତ । ଆର୍କୋସର ଗୁଡ଼ିକର ପକ୍ଷୀମାନଙ୍କ ଅପେକ୍ଷା କ୍ରୋକୋଡ଼ିଲିଆନ୍‌ମାନଙ୍କ ସହ ଅଧିକ ସାମଞ୍ଜସ୍ୟ ଦେଖିବାକୁ ମିଳେ ( ଏହାକୁ ପ୍ରାୟତଃ "crocodilian-line archosaurs" ମଧ୍ୟ କୁହାଯାଏ) । ଏହି ନାମଟି ଆଗରୁ କୁମ୍ଭୀର-ଭଳି (crocodile-like) ଟ୍ରାଇଆସିକ ଯୁଗର ପ୍ରାଗ୍-ଐତିହାସିକ ସରୀସୃପଙ୍କ ପାଇଁ ବ୍ୟବହାର କରାଯାଉଥିଲା, କିନ୍ତୁ ବିଂଶ ଶତାବ୍ଦୀର ଶେଷ ଆଡ଼କୁ ଏହି ବ୍ୟବହାର ବନ୍ଦ ହୋଇଯାଇଥିଲା । ୧୯୯୦ରେ ପୂର୍ବରୁ ସୁଡ଼ୋସୁଚିଆନ୍ ଭାବେ କୁହାଯାଉଥିବା ଆର୍କୋସରର clade ଗୁଡ଼ିକୁ Crurotarsi ବୋଲି ନାମକରଣ କରଯାଇଥିଲା । ଏହି ସମୟରେ, 'ସୁଡ଼ୋସୁଚିଆ'କୁ ବି ଏକ clade ଭାବେ ଗ୍ରହଣ କରାଯାଉଥିଲା, କିନ୍ତୁ ୨୦୧୧ ଯାଏଁ ତା'ର ସେପରି କିଛି ବିଶେଷ ବ୍ୟବହାର ନଥିଲା । ୨୦୧୧ରେ ଜୀବାଶ୍ମ ବିଜ୍ଞାନୀ ଷ୍ଟାର୍ଲିଙ୍ଗ ନେଶ୍‌ବିଟ୍ ପ୍ରସ୍ତାବଦେଲେ ଯେ Crurotarsiରେ crocodilian-line archosaurs ସହ ଅନ୍ୟ ସମସ୍ତ ଆର୍କୋସର - ପକ୍ଷୀ, ଉଡି ପାରୁନଥିବା ଡାଇନୋସର, ଓ ଟେରୋସର ଗୁଡ଼ିକ ଅନ୍ତର୍ଭୁକ୍ତ ହେବେ । ସୁଡ଼ୋସୁଚିଆ clade ଆଗଭଳି crocodilian-line archosaur ଗୁଡ଼ିକୁ ଦର୍ଶାଇବା ପାଇଁ ବ୍ୟବହାର ହେବ, ଏବଂ ତା'ପରଠାରୁ ଅନେକ ଆଧ୍ୟୟନ Nesbittଙ୍କ ପ୍ରସ୍ତାବକୁ ସମର୍ଥନ କରିଛନ୍ତି । ସୁଡ଼ୋସୁଚିଆ ବର୍ତ୍ତମାନ ପୂର୍ବପରି ଏକ ସାଧାରଣ ଶବ୍ଦ ହେଇଯାଇଛି ।
ଆର୍କୋସର ଆର୍କୋସର (Archosaur) ହେଉଛି ଏକ ଡାଇଆପ୍‌ସିଡ୍ ଅଣ୍ଡଜ ପ୍ରାଣିମାନଙ୍କର ଏକ ସମୂହ ଅଟେ, ଯାହାର ଜୀବିତ ବଂଶଜ ସବୁ ପକ୍ଷୀ ଓ କ୍ରୋକୋଡ଼ିଲିଆନ୍ ଅଟନ୍ତି । ଏହି ସମୂହ (group)ରେ ସମସ୍ତ ବିଲୁପ୍ତ ଡାଇନୋସର ପ୍ରଜାତି, ବିଲୁପ୍ତ crocodilian ବଂଶଧର, ଏବଂ ଟେରୋସର ଗୁଡ଼ିକ ମଧ୍ୟ ଅନ୍ତର୍ଭୁକ୍ତ ଅଟନ୍ତି । ଆର୍କୋସର cladeର ଆର୍କୋସୁରିଆ (Archosauria) ହେଉଛି ଏକ "କ୍ରାଉନ୍ ଗ୍ରୁପ୍", ଏବଂ ଏଥିରେ ଜୀବିତ ପକ୍ଷୀ ଓ crocodilian ମାନଙ୍କର ସବୁଠାରୁ ନିକଟତର ପୂର୍ବଜମାନେ ଅନ୍ତର୍ଭୁକ୍ତ ଅଟନ୍ତି । ଏଥିରେ ଅନ୍ତର୍ଭୁକ୍ତ ଦୁଇଟି ମୁଖ୍ୟ clade ହେଲେ: ସୁଡ଼ୋସୁଚିଆ, ଯେଉଁଥିରେ crocodilians ଓ ଏହାର ବିଲୁପ୍ତ ବଂଶଧରମାନେ ଅନ୍ତର୍ଭୁକ୍ତ , ଏବଂ ଅର୍ନିଥୋସୁଚିଆ, ଯେଉଁଥିରେ ପକ୍ଷୀ ଓ ଏହାର ବିଲୁପ୍ତ ବଂଶଧର ( ଯାଥା ଉଡି ପାରୁନଥିବା ଡାଇନୋସର ଓ ଟେରୋସର) ମାନେ ଅନ୍ତର୍ଭୁକ୍ତ ।