Top 10 similar words or synonyms for civil

aizawl    0.992839

madc    0.992372

flying    0.992036

bhai    0.991654

kalyanji    0.991375

toofan    0.990828

enclave    0.990649

prem    0.990548

maine    0.990331

rai    0.990217

Top 30 analogous words or synonyms for civil

Article Example
କଳ୍ପନା ଚାୱଲା ଯଦିଓ କଳ୍ପନାଙ୍କ ଶିକ୍ଷକ ମାନେ ତାଙ୍କୁ ସିଭିଲ୍ ଇଞ୍ଜିନିୟରିଂ (Civil Engineering), ମେକାନିକାଲ୍ ଇଞ୍ଜିନିୟରିଂ (Mechanical Engineering) କିମ୍ବା ଏଲେକ୍‌ଟ୍ରିକାଲ୍ ଇଞ୍ଜିନିୟରିଂ (Electrical Engineering)ରେ ନାମ ଲେଖାଇବା ପାଇଁ ପରାମର୍ଶ ଦେଇଥିଲେ; କିନ୍ତୁ ସେ "PEC"ଠାରେ ଏରୋନଟିକାଲ୍ ଇଞ୍ଜିନିୟରିଂ (Aeronautical Engineering) ବିଭାଗରେ ହିଁ ନାମ ଲେଖାଇଥିଲେ। ସେତେବେଳେ ଏରୋନଟିକାଲ୍ ଇଞ୍ଜିନିୟରିଂ (Aeronautical Engineering) ପଢ଼ୁଥିବା ଆଠ ଜଣ ବିଦ୍ୟାର୍ଥୀଙ୍କ ମଧ୍ୟରେ ସେ ଏକମାତ୍ର ଝିଅ ଥିଲେ। "PEC"ରେ ପଢ଼ୁଥିବା ସମୟରେ କଳ୍ପନା ତାଙ୍କ ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବା ଆରମ୍ଭ କରିଦେଇ ଥିଲେ। ତାଙ୍କ ଜୀବନରେ ଯେବେ ବି ତାଙ୍କୁ ଏକାଧିକ ବିକଳ୍ପ ମାନ‌ଙ୍କ ମଧ୍ୟରୁ କୌଣସି ଗୋଟିଏକୁ ବାଛିବାକୁ ପଡ଼ୁଥିଲା, ସେ ସର୍ବଦା ନିର୍ଭୀକ ଭାବରେ ସବୁଠାରୁ କଠିନ ବିକଳ୍ପଟିକୁ ହିଁ ବାଛୁଥିଲେ। ତାଙ୍କର ଏହି ସ୍ୱଭାବ ଏବଂ ଦୃଢ଼ ନିଶ୍ଚୟ ବଳରେ ସେ ନିଜ ଶ୍ରେଣୀରେ ସବୁଠାରୁ ଉପରକୁ ଉଠି ପାରିଥିଲେ।
ଋଷିଆ ଫେବ୍ରୁୟାରି ବିଦ୍ରୋହ(February Revolution )ରେ ଦ୍ଵିତିୟ ନିକୋଲାସ୍ ଗାଦିଚ୍ୟୁତ ହୋଇଥିଲେ, ତାଙ୍କ ପରିବାର ସହ ତାଙ୍କୁ ବନ୍ଦୀ କରାଯାଇଥିଲା, ପରେ ରୁଷିୟ ଗୃହଯୁଦ୍ଧ(Russian Civil War ) ସମୟରେ ତାଙ୍କୁ ମୃତ୍ୟୁ ଦଣ୍ଡ ଦିଆଯାଇଥିଲା l ରାଜତନ୍ତ୍ରର ସ୍ଥାନ ନେଇଥିଲା ଏକ ଅସ୍ଥିର ମିଳିତ ରାଜନୈତିକ ଦଳ l ଏହା ଏକ ଅସ୍ଥାୟୀ ସରକାର ଘୋଷଣା କରିଥିଲା l ଅନ୍ୟ ଏକ ବିକଳ୍ପ ଭାବରେ ସାମ୍ୟବାଦ ସଂଗଠନ ପେତ୍ରୋଗ୍ରାଦ୍ ସୋଭିଏତ୍(Petrograd Soviet ) ତା ସଂଗରେ ରହିଥିଲା । ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚିତ ପ୍ରସାଶନିକ ପରିଷଦ ଓ ଚାଷୀମାନଂକଦ୍ଵାରା ଏହି ସାମ୍ୟବାଦି ସଙ୍ଗଠନ ନିଜର କ୍ଷମତାର ଅଧିକାରକୁ ବିସ୍ତାର କରିପାରିଥିଲା l ଏହି ନୁତନ ଶାସନ ବ୍ୟବସ୍ଥା ,ସମସ୍ୟାର ସମାଧାନ କରିବା ପରିବର୍ତ୍ତେ, ଦେଶର ସଂକଟକୁ ଅଧିକ ବଢାଇ ଦେଇଥିଲା l ପରିଶେଷରେ ଅକ୍ଟୋବର୍ ବିପ୍ଲବ (October Revolution ) ମୁଣ୍ଡ ଟେକିଥିଲା | ବୋଲଷେଭିକ୍ (Bolshevik ) ନେତା ଭ୍ଲାଦିମିର୍ ଲେନିନ୍ଙ୍କ ନେତ୍ରୁତ୍ଵରେ ରୁଷିଆର ଅସ୍ଥାୟି ସରକାରକୁ ହଟାଇ ପୃଥିବୀର ସର୍ବ ପ୍ରଥମ ସାମ୍ୟବାଦୀ ରାଷ୍ଟ୍ର ପ୍ରତିଷ୍ଠା ହୋଇଥିଲା |