Top 10 similar words or synonyms for circuit

performed    0.915111

however    0.914772

latter    0.911525

generated    0.910069

ulta    0.905091

duet    0.905040

produces    0.904225

clear    0.903917

looks    0.903760

tables    0.901381

Top 30 analogous words or synonyms for circuit

Article Example
ବୈଦୁତିକ ଭାର ଭାର, ବୈଦୁତିକ ପରିପଥର କାର୍ଯ୍ୟଦକ୍ଷତାକୁ ପ୍ରଭାବିତ କରେ ଯାହାର ଉତ୍ପାଦ ଗୁଡ଼ିକ ବିଦୂତ ବିଭବ କିମ୍ବା ବିଦ୍ୟୁତ ସ୍ରୋତଗୁଡ଼ିକ ଅଟେ, ଯେପରିକି ସେନ୍ସରଗୁଡ଼ିକ, ବିଦ୍ୟୁତ ବିଭବ ଉତ୍ସଗୁଡ଼ିକ, ଏବଂ ଅମ୍ପ୍ଲିଫାୟରଗୁଡ଼ିକ. ମୁଖ୍ୟ ଶକ୍ତି ନିର୍ଗମଦ୍ଵାରଗୁଡ଼ିକ ଏକ ସହଜ ଉଦାହରଣ ଯୋଗେଇଦେଇଥାଏ: ସେମାନେ ଏକ ନିର୍ଦ୍ଧିଷ୍ଟ ବିଦ୍ୟୁତ ବିଭାବାନ୍ତରରେ ଶକ୍ତି ଯୋଗେଇଥାନ୍ତି, with electrical appliances connected to the power circuit collectively making up the load. ଯେତେବେଳେ ଏକ ଉଚ୍ଚ-କ୍ଷମତା ସମ୍ପନ୍ନ ଉପକରଣଟିଏ ସୁଇଚ ଅନ ହୁଏ, ଏହା ନାଟକୀୟ ଭାବେ ଭାର ପ୍ରତିରୋଧକୁ ହ୍ରାସ କରିଦିଏ ।
ତରାଜୁ କୌଣସି ସ୍ଥାୟୀ ଚୁମ୍ବକର ଦୁଇ ମେରୁ ମଧ୍ୟରେ ବିଦ୍ୟୁତ ସ୍ରୋତ ପ୍ରବାହିତ ହେଲେ ଏକ ବିଦ୍ୟୁତ ଚୁମ୍ବକୀୟ ବଳର ସୃଷ୍ଟି ହୁଏ, ଯାହା ସ୍ରୋତବାହକ କୁଣ୍ଡଳୀକୁ ଚୁମ୍ବକୀୟ କ୍ଷେତ୍ର ବାହାରକୁ ଠେଲିଥାଏ । ଏହି ନିୟମ ଉପରେ ଆଧାରିତ ସର୍ଭୋମୋଟର (servo motor) ବ୍ୟବହାରରେ ଇଲେକଟ୍ରନିକ ତରାଜୁ କାର୍ଯ୍ୟ କରିଥାଏ । ଏପରି ତରାଜୁରେ ପଲାଟି ମୋଡ଼କ ବଳକୁ ( torsional force) ପ୍ରତିହତ କରିବା ପାଇଁ ସିଧାସଳଖ ଏକ କଠିନ ସମାନ୍ତର ଚତୁର୍ଭୁଜ ଭାର ଅବରୋଧକ ( load constraint ) ସହିତ ସଂଯୁକ୍ତ ଥାଏ । ନମୁନା ପଦାର୍ଥର ପଲା ଉପରେ ସୃଷ୍ଟ ଚାପ ସର୍ଭୋମୋଟରର କୁଣ୍ଡଳୀକୁ ବିସ୍ଥାପିତ କରିଥାଏ । ବିସ୍ଥାପନ ଯୋଗୁଁ ଏକ ପ୍ରତିକାରକ ପରିପଥରେ (compensating circuit ) ସଂସାଧନ (correction) ବିଦ୍ୟୁତ ସ୍ରୋତ ପ୍ରବାହିତ ହୁଏ, ଯାହାର ଚୁମ୍ବକୀୟ ବଳ ଶୂନ୍ୟପରିଚୟକର (null detector ) ସୂଚକଟିକୁ ଶୂନ୍ୟସ୍ଥାନରେ ପୁନଃସ୍ଥାପିତ କରିଥାଏ । ଏହି ସଂସାଧିତ ସ୍ରୋତର ମାତ୍ରା ହିଁ ପଦାର୍ଥର ଓଜନକୁ ସୂଚାଇଥାଏ । (ସଂସାଧନ ସ୍ରୋତର ପରିମାଣ ନିର୍ଦ୍ଦିଷ୍ଟ ଓଜନମାନଙ୍କ ସାହାଯ୍ୟରେ ଅଂଶାଙ୍କିତ ହୋଇଥାଏ ।