Top 10 similar words or synonyms for chronic

lymphocytic    0.940783

leukemia    0.931161

crohn    0.915307

enzymes    0.914261

ulcer    0.906705

cml    0.906226

ଇପରଥ    0.897946

viral    0.896544

disorders    0.896441

lymphoma    0.894807

Top 30 analogous words or synonyms for chronic

Article Example
ଯକ୍ଷ୍ମା ଯକ୍ଷ୍ମା ଏକ ପ୍ରକାର ସ୍ଥାୟୀ ପ୍ରଦାହ (Chronic Inflammatory Disease)ରୋଗ । ରୋଗାକ୍ରାନ୍ତ ଅଙ୍ଗରେ ପ୍ରଥମେ ଗୋଟିଏ କ୍ଷୁଦ୍ରାକାର କଣିକାଗୁଳ୍ମ(Granuloma) ସୃଷ୍ଟି ହୁଏ । ଏହାର ମଧ୍ୟାଂଶରେ କିଛି ଜୀବକୋଷ ନଷ୍ଟ୍ ହୋଇଥାଏ ଯାହା ଛେନା ଭଳି ଦେଖାଯାଏ । ଏଣୁ ଇଂରାଜୀରେ ଏହାକୁ କେଜିଅସ ନେକ୍ରୋସିସ(Caseous necrosis) କହନ୍ତି । ଏହାକୁ ପରିବେଷ୍ଟନ କରି ମାକ୍ରୋଫେଜ,ଟି ଲିମ୍ଫୋସାଇଟ, ବି ଲିମ୍ଫୋସାଇଟ ଓ ଫାଇବ୍ରୋବ୍ଲାଷ୍ଟ ଜୀବକୋଷ ଥାଏ । ଲିମ୍ଫୋସାଇଟ ଗୁଡିକ ମାକ୍ରୋଫେଜ ଚାରି ପଟେ ଦେଖା ଯାଆନ୍ତି । ଏହି ଗ୍ରାନୁଲୋମା ଜୀବାଣୁକୁ ଖେଳି ଯିବାରୁ ରକ୍ଷା କରେ । ଜୀବାଣୁ ଏହି ଗ୍ରାନୁଲୋମା ଭିତରେ ଅକର୍ମଣ୍ୟ ଅବସ୍ଥାରେ ରହନ୍ତି ।
ହାସିମୋଟୋସ ଥାଇରଏଡାଇଟିସ ହାସିମୋଟୋସ ଥାଇରଏଡାଇଟିସ (ଇଂରାଜୀ ଭାଷାରେHashimoto's thyroiditis ବା chronic lymphocytic thyroiditis) ଏକ ଅଟୋଇମ୍ମ୍ୟୁନ ରୋଗ ଯେଉଁଥିରେ ଥାଇରଏଡ ଗ୍ରନ୍ଥି କ୍ରମାନୁସାରେ ନଷ୍ଟ ହୋଇଯାଏ । ଆରମ୍ଭରୁ କୌଣସି ଲକ୍ଷଣ ନ ଥାଇପାରେ । ସମୟ କ୍ରମେ ଥାଇରଏଡର ଆକାର ବଢ଼ିଯାଇ ଏକ କଷ୍ଟବିହୀନ ଗଳଗଣ୍ଡ/ଗଏଟର () ତିଆରି ହୁଏ । ଅବଶେଷରେ କେତେକ ଲୋକଙ୍କର ହାଇପୋଥାଇରଏଡିଜ୍ମ () ହୋଇ ଓଜନ ବୃଦ୍ଧି, ଥକ୍କା ଲାଗିବା (), କୋଷ୍ଠକାଠିନ୍ୟ, ଅବସାଦ () ଓ ଶାରୀରିକ ଯନ୍ତ୍ରଣା ଆଦି ଲକ୍ଷଣ ପ୍ରକାଶ ପାଏ । ଅନେକ ବର୍ଷ ପରେ ଥାଇରଏଡର ଆକାର କମିଯାଇ ଶୁଖିଯାଏ । ଏହି ରୋଗ ଜଟିଳ ହୋଇ ଥାଇରଏଡ ଲିମ୍ଫୋମା () ସୃଷ୍ଟି ହୋଇପାରେ ।
ଶ୍ୱାସନଳୀ ପ୍ରଦାହ ବାର୍ଷିକ ୩ ମାସ ବା ଅଧିକ ସମୟ ଧରି ଅତି କମରେ ଦୁଇ ବର୍ଷ ପର୍ଯ୍ୟନ୍ତ କାଶ ସ‌ହିତ କଫ (Chronic bronchitis) ପଡ଼ିଲେ କ୍ରନିକ ବ୍ରୋଙ୍କାଇଟିସ ବା କ୍ରନିକ ଶ୍ୱାସନଳୀ ପ୍ରଦାହ ରୋଗ କୁହାଯାଏ । କ୍ରନିକ ଶ୍ୱାସନଳୀ ପ୍ରଦାହ ରୋଗୀମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କର ସିଓପିଡି ଥାଏ । ଧୂମ୍ରପାନ ଏହାର ଅତି ସାଧାରଣ କାରଣ ତ‌ଥା ବାୟୁ ପ୍ରଦୁଷଣ ଓ ଜେନେଟିକ ଭୂମିକା ମଧ୍ୟ ଥାଏ । ଧୂମ୍ରପାନ ବନ୍ଦ, ଟିକା, ଫୁସଫୁସ ପୁନର୍ବସତି, ପ୍ରଶ୍ୱାସରେ ଶ୍ୱାସନଳୀ ସ୍ଫିତକାରୀ ଔଷଧ ବା ସ୍ଟିରଏଡ ନେଇ ଏହାର ଚିକିତ୍ସା କରାଯାଏ । ଦୀର୍ଘକାଳୀନ ଅମ୍ଳଜାନ ଥେରାପି କମ୍ବା ଫୁସଫୁସ ଟ୍ରାନ୍ସପ୍ଲାଣ୍ଟ କଲେ ଅନେକ ଉପକାର ଆଆନ୍ତି ।
ମଧ୍ୟକର୍ଣ୍ଣ ପ୍ରଦାହ ମଧ୍ୟକର୍ଣ୍ଣ ପ୍ରଦାହ, ଇଂରାଜୀରେ ଓଟାଇଟିସ ମିଡିଆ (Otitis media) ରୋଗ ମଝି କାନରେ ହେଉଥିବା କେତେକ ପ୍ରଦାହ ରୋଗର ଦଳକୁ ବୁଝାଏ । ଏହାକୁ ଦୁଇ ପ୍ରକାର ଶ୍ରେଣୀରେ ବିଭକ୍ତ କରାଯାଏ ଯଥା ତୀବ୍ର ମଧ୍ୟକର୍ଣ୍ଣ ପ୍ରଦାହ (ଏ.ଓ.ଏମ/AOM) ବା ଆକ୍ୟୁଟ ଓଟାଇଟିସ ମିଡିଆ ଓ ନିର୍ଗମନ ସ‌ହ ମଧ୍ୟକର୍ଣ୍ଣ ପ୍ରଦାହ ବା ଓଟାଇଟିସ ମିଡିଆ ଉଇଥ ଇଫ୍ୟୁଜନ (ଓ.ଏମ.ଇ./OME) । ଏ.ଓ.ଏମ. ଏକ ତୀବ୍ର ସଂକ୍ରମଣ ଯେଉଁଥିରେ କାନ ଯନ୍ତ୍ରଣା ଅତିଶୀଘ୍ର ହୁଏ । ଅଳ୍ପ ବୟସର ପିଲା ରୋଗୀ କାଙ୍କୁ ବାରମ୍ବାର ଟାଣନ୍ତି, ଅଧିକ କାନ୍ଦନ୍ତି ଓ ଅନିଦ୍ରା ରହ‌ନ୍ତି । ଆହାର କମିଯାଏ ଓ ଜ୍ୱର ହୋଇପାରେ । ଓ.ଏମ.ଇ. ହେଲେ ସେହିପରି ଲକ୍ଷଣ ପ୍ରକାଶିତ ହୁଏନାହିଁ । କାନ ଭର୍ତ୍ତି ହେଲା ଭଳି ବେଳେ ବେଳେ ଲାଗେ । ଏହାର ସଂଜ୍ଞା ଅନୁସାରେ ତିନି ମାସରୁ ଅଧିକ ସମୟ ଧରି ଅଣସଂକ୍ରାମକ ତରଳ ପଦାର୍ଥ ମଝି କାନରେ ଥାଏ । କ୍ରନିକ ସପ୍ୟୁରେଟିଭ ଓଟାଇଟିସ ମିଡିଆ/ Chronic suppurative otitis media (ସି.ଏସ.ଓ.ଏମ./CSOM) ରୋଗ ମଝି କାନରେ ଦୁଇ ସପ୍ତାହରୁ ଅଧିକ ପ୍ରଦାହ ଥାଇ ପଦାର୍ଥ ନିଃସୃତ ହେଉଥିଲେ କୁହାଯାଏ । ଏହା ତୀବ୍ର ମଧ୍ୟକର୍ଣ୍ଣ ପ୍ରଦାହର ଜଟୀଳତା ହୋଇପାରେ । ଏଥିରେ କଷ୍ଟ କ୍ୱଚିତ ହୁଏ । ସମସ୍ତ ତିନି ପ୍ରକାର କାନ ରୋଗରେ ଶୃତି ଦୋଷ ଥାଇପାରେ । ଓ.ଏମ.ଇ. ଥିଲେ ପିଲାର ଶିଖିବା ଦକ୍ଷତା ପ୍ରଭାବିତ ହୋଇପାରେ ।