Top 10 similar words or synonyms for chittaranjan

bhubaneswar    0.896806

kurnool    0.894878

tourism    0.889989

district    0.888030

iskcon    0.884239

site    0.883705

rajya    0.880738

park    0.878935

board    0.878755

sambalpur    0.877970

Top 30 analogous words or synonyms for chittaranjan

Article Example
ଚିତ୍ତରଞ୍ଜନ ପାର୍କ କାଳୀ ମନ୍ଦିର ଚିତ୍ତରଞ୍ଜନ ପାର୍କ କାଳୀ ମନ୍ଦିର(Chittaranjan Park Kali Bari) ଭାରତୀୟ ରାଜଧାନୀ ଦିଲ୍ଲୀ ମହାନଗରର ଚିତ୍ତରଞ୍ଜନ ପାର୍କଠାରେ ଥିବା ଏକ ମନ୍ଦିର ପରିସର ଓ ଏଠାରେ ଦିଲ୍ଲୀଠାରେ ବସବାସ କରୁଥିବା ବଙ୍ଗାଳୀ ସଂପ୍ରଦାୟର ସଂସ୍କୃତିକ କେନ୍ଦ୍ର ଅବସ୍ଥିତ । ଏକ କ୍ଷୁଦ୍ର ପାହାଡ ଉପରେ ୧୯୭୩ ମସିହାରେ ଏକ ଶିବ ମନ୍ଦିର ପ୍ରଥମେ ନିର୍ମିତ ହେଇଥିଲା । ଏହା ସହ ଏହି ପରିସରରେ ୧୯୮୪ ମସିହାରେ ଏଠାରେ ବୃହତ ଆକାରରେ ଦେବୀ କାଳୀ , ଶିବ ଓ ରାଧାକୃଷ୍ଣଙ୍କ ମନ୍ଦିର ନିର୍ମିତ ହେଇଥିଲା । ସ୍ଥାନୀୟ ବଙ୍ଗାଳୀ ସଂପ୍ରଦାୟ ପାଇଁ ଏହା ଏକ ମୁଖ୍ୟ ଯୋଗାଯୋଗ କେନ୍ଦ୍ର ରହିବା ସହ ଏଠାରେ ଦୁର୍ଗାପୂଜା ଅବସରରେ ସଂପ୍ରଦାୟର ସମସ୍ତ ବ୍ୟକ୍ତିଙ୍କ ସମାଗମ ହେଇଥାଏ ।