Top 10 similar words or synonyms for cashew

indica    0.927666

stumpings    0.924655

indicum    0.922276

youth    0.921693

apple    0.919633

highest    0.917782

compounds    0.916868

van    0.916142

capacity    0.915951

java    0.915848

Top 30 analogous words or synonyms for cashew

Article Example
କାଜୁ ଲଙ୍କାଆମ୍ବ ହେଉଛି ଏକ ଦ୍ରୁମ ଜାତୀୟ ବହୁ ବୀଜପତ୍ରୀ ସପୁଷ୍ପକ ଉଦ୍ଭିଦ। ଏହାକୁ ଇଂରାଜୀରେ cashew କହିଥାନ୍ତି, ଯାହା ପର୍ତ୍ତୁଗୀଜ ନାମ cajuରୁ ଆସିଅଛି। ଏହାର ମଞ୍ଜି ଓ ଫଳ ଉଭୟ ଖିଆଯାଏ। ଏହାର କାଣ୍ଡ ବଙ୍କା ତେଢା ହୋଇଥାଏ। ହଳଦିଆ, ଲାଲ ଓ ହଳଦିଆ-ଲାଲ ମିଶା ମିଶି ଫଳର ରଙ୍ଗ ଭେଦରେ ଲଙ୍କାଆମ୍ବ ତିନି ପ୍ରକାରର। ଲଙ୍କା ଆମ୍ବ ଦେଖିବାକୁ କେତେକାଂଶରେ ନାସପାତି ପରି।
କାଜୁ ଏହାର ମଞ୍ଜି ଯାହା ଫଳର ତଳେ ରହିଥାଏ, ତାହା ଏହାର ଫଳଠାରୁ ଅଧିକ ଲୋକପ୍ରିୟ। ଏହି ମଞ୍ଜିର ଶକ୍ତ ଆବରଣ ଭିତରେଥିବା ଶସକୁହିଁ କାଜୁ କୁହାଯାଏ, ଯାହା ବଜାରରେ କିଣିବାକୁ ମିଳେ। ଏହି ଆବରଣକୁ ଗରମକଲେ ଏକ ପ୍ରକାର ତେଲ ବାହାରେ, ଯାହା ଚର୍ମରେ ଲାଗିଲେ ଘାଆ କରିଦିଏ। କିନ୍ତୁ ଏହି ତେଲର ଅନେକ ଔଷଧୀୟ ଗୁଣ ରହିଛି। କାଜୁର ଫଳ ଯାହା ମଞ୍ଜିର ଉପରେ ଥାଏ, ତାକୁ ଇଂରାଜୀରେ cashew apple କୁହାଯାଏ। ଏହାକୁ ଗାଁ ଗହଳିରେ ଲୋକମାନେ ଖାଇଥାନ୍ତି। ଲଙ୍କାଆମ୍ବର କେତଟି କିସମ ଖାଇବାକୁ ବହୁତ ମିଠା, ଆଉ କେତୋଟି ଖାଇଲେ ତଣ୍ଡି ଖର ଖର ହୁଏ। ଏହାର ରସ ଅନେକ ପ୍ରକାରର ଔଷଧୀୟ ଗୁଣଯୁକ୍ତ। ଚିନାବାଦାମ ଓ କାଠବାଦାମ ପରି ଏହାର ମଞ୍ଜି ପୌଷ୍ଟିକ କିନ୍ତୁ ସମସ୍ତଙ୍କ ଦେହରେ ଯାଏନାହିଁ। ତେବେ କାଜୁ ଚିନାବାଦାମ ଆଦିଠାରୁ ଅଧିକ ଲୋକଙ୍କ ଦେହରେ ଯାଏ।