Top 10 similar words or synonyms for big

where    0.983612

present    0.983145

atop    0.982622

named    0.981638

now    0.981533

giving    0.980632

local    0.980539

goddess    0.978906

four    0.978395

after    0.978087

Top 30 analogous words or synonyms for big

Article Example
ଶ୍ୟାମ୍ ପିତ୍ରୋଦା ନିକଟରେ ପିତ୍ରୋଦାଙ୍କ ଲିଖିତ " Dreaming Big- My journey to connect India" ପ୍ରକାଶିତ ହୋଇଛି । ଏତଦ୍ ବ୍ୟତୀତ ପିତ୍ରୋଦାଙ୍କ ଜୀବନୀ ଉପରେ ଲିଖିତ ଅନ୍ୟାନ୍ୟ ବହି ହେଉଛି:
ବାତରକ୍ତ ଗାଉଟ୍ (ଅନ୍ୟ ନାମ ପୋଡାଗ୍ରା, କବିରାଜୀ ନାମ ବାତରକ୍ତ) ରୋଗ ଯେତେବେଳେ ପାଦ-ବୃଦ୍ଧାଙ୍ଗୁଳୀର ମୂଳକୁ ଧରେ ପୁନଃ ପୁନଃ ପ୍ରଦାହ ହୋଇ ଗଣ୍ଠି ଲାଲ, ଉଷ୍ମ, ଦରଜ ହୁଏ ଓ ଫୁଲିଯାଏ ।ଗଣ୍ଟି ଯନ୍ତ୍ରଣା ୨୪ ଘଣ୍ଟା ମଧ୍ୟରେ ଶୀଘ୍ର ତୀବ୍ର ହୁଏ । ପାଦକ ଅଙ୍ଗୁଳୀୟ ଗଣ୍ଠି (joint at the base of the big toe) ଅର୍ଦ୍ଧେକ କେଶ୍‌ରେ ପ୍ରଭାବିତ ହୁଏ । ଏହା ସ‌ହିତ ଟୋଫସ୍, ବୃକ୍‌କ ପ୍ରସ୍ତର (ବୃକ୍କାଶ୍ମରୀ) ଓ ୟୁରେଟ ନେଫ୍ରୋପାଥି ହୋଇପାରେ ।
ଆକାଶଗଙ୍ଗା ଆକାଶ ଗଙ୍ଗା ବିଶ୍ୱର ସୀମା ଅନୁସାରେ ସେକେଣ୍ଡକୁ ପ୍ରାୟ ୬୦୦ କିଲୋମିଟର ବେଗରେ ଗତି କରେ। ଆକାଶ ଗଙ୍ଗାର ସବୁଠୁ ପୁରୁଣା ନକ୍ଷେତ୍ର ବିଶ୍ଵ ସୃଷ୍ଟି ରା ସମୟ ସହ ସମାନ।କାରଣ ଏହି ନକ୍ଷେତ୍ର ବିଗ୍ ବ୍ୟାଂଗ୍(big bang)ର କମ ସମୟ ପରେ ସୃଷ୍ଟି ହୋଇଥିଲା।ଆକାଶ ଗଙ୍ଗାର ଅନେକ ଉପ ନିହାରୀକା ମଧ୍ୟ ରହିଅଛି ଯାହାକି ଭିର୍ଗୋ ସୁପରକ୍ଲସ୍ଟର୍(virgo supercluster) ଯିଏକି ନିଜେ ମଧ୍ୟ ଲାନିଆକିଆ ସୁପରକ୍ଲସ୍ଟର୍(Laniakia supercluster) ଅଂଶ ଅଟେ।
ବେଦୀକା ଏହାପରେ ବେଦୀକା ନିର୍ଦ୍ଦଶକ ‌ବସନ୍ତ ବଲାନ‌ଙ୍କ ଐତିହାସିକ ଚଳଚ୍ଚିତ୍ର ‌କାଭ୍ୟା ତଲ୍ଲାଇବାନ‌ରେ ନାୟକ ‌ସିଦ୍ଧାର୍ଥ‌ଙ୍କ ଅଭିନୟ କରିଥିଲେ । ୨୮ ନଭେମ୍ବର ୨୦୧୪ରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ର ପାଇଁ ବେଦୀକା ୨ୟ ଥର ପାଇଁ ଏଡ଼ିସନ୍ ପୁରସ୍କାର ଉତ୍ସବରେ ଆକର୍ଷଣୀୟ ନାୟିକା ପୁରସ୍କାର ପାଇଥିଲେ । ଏହି ଚଳଚ୍ଚିତ୍ରର କାହାଣୀ ଶୁଣିବା ବେଳେ ବେଦୀକା ମାତ୍ର କିଛି ଅଂଶ ଶୁଣି ଏତେ ପସନ୍ଦ କଲେ ଯେ ଏକାଥର କେ ସେ ଚଳଚ୍ଚିତ୍ରରେ କାର୍ଯ୍ୟ କରିବାକୁ ଚୁକ୍ତି କରିଦେଲେ । ସେ ତାଙ୍କର ସେହି ଚରିତ୍ରଟିକୁ ନିଖୁନ କରିବା ପାଇଁ ପୂର୍ବ ତାମିଲ ଚଳଚ୍ଚିତ୍ର, ନାଟକ ଏବଂ ମଞ୍ଚ ଅଭିନୟଗୁଡ଼ିକୁ ଦେଖି ନିଜକୁ ପ୍ରସ୍ତୁତ କରାଇଥିଲେ । ଏଥି ସ‌ହିତ ସବୁ କଳାକାରମାନଙ୍କୁ ସେମାନଙ୍କର ନିଜସ୍ୱ କିଛି ପ୍ରତିକୃତି ଦେଖାଇବାକୁ ଉପଦେଶ ଦିଆଯାଇଥିଲା, ଯାହା ଫଳରେ ସେ ଚରିତ୍ରଗୁଡ଼ିକ ସେହିପରି ମନେହେବ । ସେ ତାଙ୍କର ଶାସ୍ତ୍ରୀୟ ନୃତ୍ୟକୁ ନିଖୁଣ କରିବା ପାଇଁ ନୃତ୍ୟଗୁରୁ ରଘୁରାମଙ୍କ ପାଖରେ ପ୍ରଶିକ୍ଷଣ ନେଇଥିଲେ, ଯାହା ଫଳରେ ତାଙ୍କର ନୃତ୍ୟ ଆକର୍ଷଣୀୟ ହୋଇପାରିଥିଲା । ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବା ପରେ ସମୀକ୍ଷକଗଣ ବେଦୀକାଙ୍କ ପାଇଁ ଭଲ ଭଲ ମନ୍ତବ୍ୟ ରଖିଥିଲେ । Sify.comର ଜଣେ ସମୀକ୍ଷକ ମତ ରଖିଥିଲେ: "it is so good to see Vedhicka in a role where she not only looks beautiful but delivers a brilliant performance as Vadivambal", Behindwoods.comର ସମୀକ୍ଷକ ମତ ରଖିଥିଲେ "role of substance and the big eyed actress has utilized her opportunity completely". ଏହା ପରେ ୧୯ ଡିସେମ୍ବର ୨୦୧୪ରେ ବେଦୀକାଙ୍କର ଅନ୍ୟ ଏକ ମାଲାୟଲମ୍ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା, ‌କଜନ୍‌ ।