Top 10 similar words or synonyms for baby

fossil    0.970439

different    0.966783

typewriter    0.966368

tea    0.965944

quarter    0.965829

amrita    0.965254

bay    0.965205

top    0.964852

elizabeth    0.964339

buddha    0.963711

Top 30 analogous words or synonyms for baby

Article Example
ୟୁରୁ ୟୁରୁ ଦେ-ଓ Hey baby, see see..
ବେବି କଲିକ ବେବି କଲିକ ବା ଶିଶୁ ଉଦର ପୀଡ଼ା (ଇଂରାଜୀ ଭାଷାରେ Baby colic ବା infantile colic) ନାମ ଦିଆଯାଏ ଯେତେବେଳେ ଏକ ସୁସ୍ଥ ଶିଶୁ ଦିନ‌କୁ ଲଗାତାର ୩ ଘଣ୍ଟାରୁ ଅଧିକ, ସପ୍ତାହରେ ୩ ଦିନରୁ ଅଧିକ ଓ ୩ ସପ୍ତାହ ଧରି କ୍ରନ୍ଦନ କରେ । ଅନେକ ସମୟରେ କାନ୍ଦଣା ସନ୍ଧ୍ୟା ସମୟରେ ହୁଏ । ଏହା ଯୋଗୁ କୌଣସି ଦୀର୍ଘକାଳୀନ ସମସ୍ୟା ଉପୁଜେନାହିଁ । ଏହି କାନ୍ଦଣା ଯୋଗୁ ପିତାମାତା ହତାଶ ହୁଅନ୍ତି, ପ୍ରସବପର ଅବସାଦ () ହୁଏ, ଡାକ୍ତରଙ୍କ ପାଖକୁ ଅଧିକ ଥର ଯିବାକୁ ପଡ଼େ ଓ ଶିଶୁ ଶୋଷଣ () ହୁଏ ।
ବାବା ଉମର ଦରଗାହ ବାବା ଉମର ଦରଗାହ () ଭାରତୀୟ ରାଜ୍ୟ ମହାରାଷ୍ଟ୍ରର ସୋଲାପୁରଠାରେ ଥିବା ଏକ ପ୍ରସିଦ୍ଧ ଇସଲାମ ଉପାସନାପିଠ । ଏହା "ଶିଶୁ ଫିଙ୍ଗିବା ରୀତି" ପାଇଁ ବିଖ୍ୟାତ ।ଏହି ରୀତିରେ ଏକ 15 ମିଟର ଉଛ ଚଟାଣ ଉପରୁ ଶିଶୁ ମାନଙ୍କୁ ତଳେ ହିନ୍ଦୁ ଓ ମୁସଲମାନ ବ୍ୟକ୍ତି It is known for a baby throwing ritual, in which infants are dropped from a 15-meter platform onto a cloth held by both Muslim and Hindu men. ମାନଙ୍କଦ୍ଵାରା ଏକ ବଡ କନା ସାହାଯ୍ୟ  ରେ ଧାରା ଯାଇଥାଏ । ଏହା କଳା ବେଳେ ଶିଶୁ ମାନେ 5ରୁ 7 ବର୍ଷ ବଯଶର ହେଇଥାନ୍ତି । ଏହି ପ୍ରଥା ଶହ ଶହ ବର୍ଷ ଧରି ସେଠାରେ ଚାଲି ଆସିଥାଏ । ଜଣେ ସୁଫି ଧର୍ମଗୁରୁ ଯେଉଁ ମାନଙ୍କ ପିଲା ମାନେ ରୁଗ୍ଣ ହେଇ ମୃତ୍ୟୁ ମୁଖରେ ଥାନ୍ତି ସେମାନଙ୍କୁ ଏକ ଉପାସନାପିଠା ନିର୍ମାଣ କରି ତାହାର ଛାତରୁ ରୁଗ୍ଣ ଛୁଆ ମାନଙ୍କୁ ଫିଙ୍ଗିଲେ ସେମାନଙ୍କୁ ବାହାଗବାନ ଭଲ କରିଦେବେ କହିଥିଲେ । କିମ୍ବଦନ୍ତୀ ଅଛି , ବହୁ ଆଗରୁ ସେପରି କରି ଜଣେ ଶିଶୁକୁ ଉପରୁ ଫିଙ୍ଗିବାରୁ ଏକ ଝୋଲି ସଦୃଶ କଣା ଆସି ଶିଶୁକୁ ଆପେ ଆପେ ଗ୍ରହଣ କରିଥିଲା ଓ ଶିଶୁଟି ଠିକ ହେଇ ଯାଇଥିଲା । ଏହି ଅନୁସାରେ ଏହି ପ୍ରଥାର ଆରମ୍ଭ ହେଇଥିଲା ଓ ଇସଲାମ ଧର୍ମାବଲବୀଙ୍କ ବିଶ୍ଵାସ ଯେ ରୁଗଣ ଶିଶୁକୁ ସେପରି ପ୍ରଥାରେ ଫିଙ୍ଗିଲେ ସେ ନିଶ୍ଚୟ ଭଲ ହେଇଯାଏ । ."