Top 10 similar words or synonyms for ar

submitted    0.938701

compatible    0.930905

gayatri    0.927222

gandaki    0.926639

sml    0.926600

hex    0.925799

stream    0.924645

thousand    0.924199

asymptotic    0.924136

starting    0.923219

Top 30 analogous words or synonyms for ar

Article Example
ଆର୍ଗନ ଆର୍ଗନ () ହେଉଛି ଏକ ରାସାୟନିକ ମୌଳିକ ଯାହାର ପ୍ରତୀକ Ar ଓ ପରମାଣୁ କ୍ରମାଙ୍କ ୧୮ ଅଟେ । ଏହା ଏକ ନିଷ୍କ୍ରିୟ ଗ୍ୟାସ ଓ ପର୍ଯ୍ୟାୟ ସାରଣୀର ୧୮ତମ ସ୍ତମ୍ବରେ ଅବସ୍ଥିତ ।
ଆଲକୋହୋଲ ଉଇଥଡ୍ରୟାଲ ସିଣ୍ଡ୍ରୋମ ମଦ୍ୟ ନିର୍ଭରଶୀଳ () ଲୋକଙ୍କର ଆଲକୋହୋଲ ଉଇଥଡ୍ରୟାଲ ସିଣ୍ଡ୍ରୋମ ହୁଏ । ଯୋଜନା ବା ଅଣ‌ଯୋଜନା ଅନୁସାରେ ମଦ୍ୟପାନ କମିଗଲେ ଏହି ଅବସ୍ଥା ଉପୁଜେ । ମସ୍ତିଷ୍କରେ ଥିବା ଗାବା ରିସେପ୍ଟରମାନଙ୍କର (GABA receptors) ପ୍ରତିକ୍ରିୟ କମିଯିବା ଯୋଗୁ ଏହା ହୁଏ । ସିଆଇଡବ୍ଲ୍ୟୁଏ-ଏଆର (/CIWA-Ar) ସାହାଯ୍ୟରେ ପ୍ରତ୍ୟାହାର ପ୍ରକ୍ରିୟାକୁ ଅନୁଗମନ କରାଯାଏ ।
ନିଷ୍କ୍ରିୟ ଗ୍ୟାସ ନିଷ୍କ୍ରିୟ ଗ୍ୟାସ ଗୁଡ଼ିକ () ମୌଳିକ ମାନଙ୍କର ପର୍ଯ୍ୟାୟ ସାରଣୀରେ ଏକ ଶ୍ରେଣୀ ଅଟେ । ଏହି ଶ୍ରେଣୀରେ ଥିବା ମୌଳିକ ମାନଙ୍କର ରାସାୟନିକ ପ୍ରତିକ୍ରିୟା କରିବାର କ୍ଷମତା ବହୁତ କମ ଥାଏ । ପ୍ରକୃତିକ ଭାବେ ମିଳୁଥିବା ଛଅଟି ନିଷ୍କ୍ରିୟ ଗ୍ୟାସ ଗୁଡ଼ିକ ହେଲେ: ହିଲିଅମ୍ (He), ନିଅନ୍ (Ne), ଆର୍ଗନ୍ (Ar), କ୍ରିପ୍‌ଟନ୍ (Kr), ଜେନନ୍ (Xe), ଓ ର‍୍ୟାଡ଼ନ୍ (Rn) ।