Top 10 similar words or synonyms for antibiotics

antidepressants    0.938109

tricyclic    0.912421

antidepressant    0.904313

antiseptic    0.899385

nsaids    0.893985

alkylating    0.893366

antagonist    0.893087

isoniazid    0.892581

nonsteroidal    0.890842

inhibitors    0.887443

Top 30 analogous words or synonyms for antibiotics

Article Example
ମେନିଞ୍ଜାଇଟିସ୍ ଏହି ରୋଗ ସନ୍ଦେହ ହେବା ମାତ୍ରେ ନିଧାର୍ଯ୍ୟ କାରକ ପରୀକ୍ଷା ଫଳକୁ ଅପେକ୍ଷା ନ କରି ରୋଗୀକୁ ଅନିର୍ଦ୍ଦିଷ୍ଟ ଆଣ୍ଟିବାୟୋଟିକ୍ (Empirical antibiotics) ଦିଆଯାଏ । ସ୍ଥାନ ଅନୁଯାୟୀ ଆଣ୍ଟିବାୟୋଟିକ ଅଲଗା ଅଲଗା ଦିଆଯାଉଛି । ଆରମ୍ଭରେ ଇଂଲଣ୍ଡରେ ସେଫୋଟାକ୍ସିମ୍ କିମ୍ଵା ସେଫ୍‌ଟ୍ରାଇଆକ୍‌ସନ୍ ଦିଆଯାଏ । ଆମେରିକାରେ ସ୍ଟ୍ରେପ୍ଟୋକୋକାଇ ପ୍ରତିରୋଧ ଯୋଗୁ ଭାନ୍‌କୋମାଇସିନ୍ ଯୋଗ କରି ଦିଆଯାଉଛି । ଆମ୍ପିସିଲିନ୍ ଓ କ୍ଲୋରାମ୍ଫେନିକଲ୍ ମିଶି ଭଲ କାମ କରୁଛି ।
ମେନିଞ୍ଜାଇଟିସ୍ କର୍କଟ ରୋଗ ମେନିଞ୍ଜେସ୍‌କୁ ମାଡିଗଲେ ମ୍ୟାଲିଗ୍‌ନାଣ୍ଟ ମେନିଞ୍ଜାଇଟିସ୍((malignant or neoplastic meningitis) ହୁଏ । କେତେକ ଔଷଧ ଯଥା ନନ୍-ସ୍ଟିରଏଡାଲ୍ ଆଣ୍ଟିଇନ୍‌ଫ୍ଲାମେଟରି ଔଷଧ(non-steroidal anti-inflammatory drugs), ଆଣ୍ଟିବାୟୋଟିକ୍(antibiotics) ଓ ଇଣ୍ଟ୍ରାଭେନସ୍ ଇମ୍ୟୁନୋଗ୍ଲୋବ୍ୟୁଲିନ୍(intravenous immunoglobulins) ମଧ୍ୟ ମେନିଞ୍ଜାଇଟିସ କରାନ୍ତି । କେତେକ ପ୍ରଦାହ ରୋଗ ଯଥା ନ୍ୟୁରୋସାର୍‌କଏଡୋସିସ୍(neurosarcoidosis), କେତେକ କନେକ୍‌ଟିଭ୍ ଟିସୁ ରୋଗ ଯଥା ସିସ୍ଟେମିକ୍ ଲୁପସ୍(systemic lupus erythematosus), କେତେକ ରକ୍ତ ନଳୀ ପ୍ରଦାହ ରୋଗ ଯଥା ବେସେଟ୍ ରୋଗ(Behçet's disease) ମାନଙ୍କଦ୍ଵାରା ମଧ୍ୟ ମେନିଞ୍ଜାଇଟିସ୍ ହୁଏ । ଏପିଡର୍‌ମଏଡ୍ ସିସ୍‌ଟ୍ ଓ ଡର୍‌ମଏଡ୍ ସିସ୍‌ଟ୍ ମଧ୍ୟ ମେନିଞ୍ଜାଇଟିସ୍ କରନ୍ତି । ହର୍ପେସ୍ ସିମ୍ପ୍ଲେକ୍ସ୍ ଟାଇପ୍ ୨ଦ୍ଵାରା ବାରମ୍ଵାର ଅଣସଂକ୍ରମିତ ମେନିଞ୍ଜାଇଟିସ୍ ହୁଏ ।