Top 10 similar words or synonyms for andrew

vs    0.989403

del    0.989293

edinburgh    0.988631

prohibition    0.988140

roosevelt    0.987308

sterling    0.986876

dependency    0.986811

megatons    0.986559

raman    0.986324

budapest    0.986201

Top 30 analogous words or synonyms for andrew

Article Example
ଆନି ବେସାନ୍ତ ବେସାନ୍ତଙ୍କ ବଂଶଧର କ‌ହିଲେ ମୁଖ୍ୟତଃ ତାଙ୍କ ପୁଅ ଆର୍ଥର୍ ଡିଗ୍‌ବେ (Arthur Digby)ଙ୍କ ବଂଶଧରଙ୍କୁ ବୁଝାଏ। ସିଲ୍‌ଭିଆ ବେସାନ୍ତ (Sylvia Besant) ଆର୍ଥର୍‌ଙ୍କ ଝିଅମାନ‌ଙ୍କ ମଧ୍ୟରେ ଅନ୍ୟତମ ଥିଲେ । ସେ ୧୯୨୦ ମସିହାରେ କମାଣ୍ଡର୍କ୍ଲେମ୍ ଲୁଇସ୍ (Clem Lewis)ଙ୍କୁ ବିବାହ କରିଥିଲେ । ୧୯୩୪ମସିହାରେ ତାଙ୍କର କ୍ୟାଥେଲିନ୍‌ ମ୍ୟାରୀ (Kathleen Mary) ନାମକ ଏକ ଝିଅ ହୋଇଥିଲା, ଯାହାକୁ ସେ ଆଉଜଣଙ୍କୁ ପାଳିତକନ୍ୟା ଭାବରେ ଦେଇ ଦେଇଥିଲେ । ଏହାପରେ କ୍ୟାଥେଲିନ୍ ଲାଭିନିଆ ପୋଲୋକ୍ (Lavinia Pollock) ନାମରେ ପରିଚିତ ହୋଇଥିଲେ । ୧୯୫୩ମସିହାରେ ସେ ଫ୍ରାଙ୍କ୍‌ କ୍ୟାଷ୍ଟେଲ୍ (Frank Castle)ଙ୍କୁ ବିବାହ କରିଥିଲେ। ତାଙ୍କର ପାଞ୍ଚ ଜେମ୍‌ସ୍ କ୍ୟାଷ୍ଟେଲ୍ (James Castle), ରିଚାର୍ଡ଼୍ କ୍ୟାଷ୍ଟେଲ୍ (Richard Castle), ଡାଭିଡ୍ କ୍ୟାଷ୍ଟେଲ୍ (David Castle), ଫିଓନା କ୍ୟାଷ୍ଟେଲ୍ (Fiona Castle) ଏବଂ ଆଣ୍ଡ୍ର୍ୟୁ କ୍ୟାଷ୍ଟେଲ୍ (Andrew Castle) ନାମକ ପାଞ୍ଚ ଜଣ ସନ୍ତାନ ସନ୍ତ‌ତି ଥିଲେ। ଏମାନ‌ଙ୍କ ମଧ୍ୟରେ ସର୍ବକନିଷ୍ଠ ଆଣ୍ଡ୍ର୍ୟୁ କ୍ୟାଷ୍ଟେଲ୍ (Andrew Castle) ଜଣେ ପୁର୍ବତନ ଟେନିସ୍ ଖେଳାଳୀ ତ‌ଥା ଏବେକା ଦିନରେ ଟେଲିଭିଜନର ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ଅଟନ୍ତି।