Top 10 similar words or synonyms for als

directly    0.940366

want    0.938775

go    0.934501

lyapunov    0.931376

find    0.930079

look    0.929340

person    0.927339

she    0.927064

exceptions    0.926787

whether    0.926235

Top 30 analogous words or synonyms for als

Article Example
ଆମାୟୋଟ୍ରୋଫିକ୍ ଲାଟେରାଲ ସ୍କ୍ଲେରୋସିସ୍ ଆମାୟୋଟ୍ରୋଫିକ୍ ଲାଟେରାଲ ସ୍କ୍ଲେରୋସିସ୍ (ରେ Amyotrophic lateral sclerosis ସଂକ୍ଷେପରେ ALS, ଅନ୍ୟ ନାମ ଲାଓ ଗେହ୍‌ରିଗ ରୋଗ Lou Gehrig's disease ଓ ସାର୍କୋ ରୋଗ Charcot disease), ଏକ ନିର୍ଦ୍ଦିଷ୍ଟ ସ୍ନାୟ୍ୟ କ୍ଷୟକାରୀ ରୋଗ ଯେଉଁଥିରେ ସ୍ନାୟୁକ୍ଷୟ ହୋଇ ସ୍ନାୟୁମାନଙ୍କର ମୃତ୍ୟୁ ହୁଏ । ଇଂଲଣ୍ଡରେ ଏହି ରୋଗକୁ ମୋଟୋନିଉରନ୍ ରୋଗ (motor neurone disease ବା MND) କୁହାଯାଏ, କିନ୍ତୁ ଅନ୍ୟମାନେ ସେହି ନାମକୁ ଗୋଟିଏ ଦଳର ନାମ ହିସାବରେ ବ୍ୟବ‌ହାର କରନ୍ତି ଯେଉଁଥିରେ ଆମାୟୋଟ୍ରୋଫିକ୍ ଲାଟେରାଲ ସ୍କ୍ଲେରୋସିସ୍ ଏକ ରୋଗ ଥାଏ । ଆମାୟୋଟ୍ରୋଫିକ୍ ଲାଟେରାଲ ସ୍କ୍ଲେରୋସିସ୍ ରୋଗରେ ମାଂସପେଶୀ ଦୃଢ଼ ହୋଇଯାଏ, କ୍ଷଣିକ ପେଶୀ ସଂକୋଚନ ହୁଏ ଓ କ୍ରମଶଃ ପେଶୀ ପତଳା ହୋଇ ଦୁର୍ବଳ ହୋଇଯାଏ । ଏହା ଫଳରେ ଭଲରେ କଥା କ‌ହି ହୁଏନି ଓ କ‌ହିବା କଥା ସ୍ପଷ୍ଟ ହୁଏନି, ଗିଳିବାରେ ଅସୁବିଧା ହୁଏ ଓ କଷ୍ଟକର ଶ୍ୱାସକ୍ରିୟା ହୁଏ ।