Top 10 similar words or synonyms for ହଜମ

ଔଷଧଦ    0.763757

ଉପଶମ    0.759610

ୟନଳ    0.747770

ଅସମର    0.730177

ପତଳ    0.726761

ମଳର    0.722809

ଘକ    0.722794

ରଜନନ    0.721734

ଈଟ    0.720309

ହଜର    0.718726

Top 30 analogous words or synonyms for ହଜମ

Article Example
ଗୋଲ କୃମି ଅର୍ଦ୍ଧ ହଜମ ହୋଇଥିବା ଖାଦ୍ୟ ସବୁ ଏହି କୃମି ନିଜେ ଖାଇଯାଏ । ଏହା ଆଣ୍ଟିଏଞ୍ଜାଇମ ପ୍ରସ୍ତୁତ କରି ନିଜକୁ ହୋଷ୍ଟର ଆକ୍ରମଣରୁ ରକ୍ଷା କରେ ।
ପଖାଳ ଆସାମ କୃଷି ବିଶ୍ଵବିଦ୍ୟାଳୟର ମଧୁମିତା ବରୁଆ ଓ ଗୁଣଜିତ ଗୋସ୍ଵାମୀଙ୍କଦ୍ଵାରା କରାଯାଇଥିବା ଏକ ଗବେଷଣା ଅନୁସାରେ ୧୦୦ଗ୍ରାମ ଭାତରେ ମାତ୍ର ୩.୪ମିଲି ଗ୍ରାମ ଲୌହ ରହିଥାଏ । କିନ୍ତୁ ୧୨ଘଣ୍ଟା ପଖାଳ ହେଲା ପରେ ଲୌହ ପରିମାଣ ୭୩.୯୧ମିଲି ଗ୍ରାମକୁ ବଢି ଯାଇଥାଏ । ସେହିପରି ସୋଡ଼ିଅମ ୪୭୫ ମିଲି ଗ୍ରାମରୁ କମି ୩୦୩ମିଲି ଗ୍ରାମ, ପୋଟାସିଅମ ୮୩୯ମିଲି ଗ୍ରାମ ଓ କ୍ୟାଲ୍‌ସିଅମ ୨୧ମିଲି ଗ୍ରାମରୁ ବଢି ୮୫୦ମିଲି ଗ୍ରାମ ହୋଇ ଯାଇଥାଏ । ସାଧା ଭାତରେ ଥିବା ଫାଇଟିକ ଏସିଡ଼ ଓ ଓଲିଗୋସାକାରାଇଡ଼ସ୍ ଯୋଗୁ ଏହାକୁ ହଜମ କରିବାରେ ଅସୁବିଧା ହୋଇଥାଏ କିନ୍ତୁ ପଖଳାଯିବା ପରେ ଏ ଅସୁବିଧା ଦୂର ହୋଇ, ହଜମ କ୍ରିୟା ସହଜ ହୋଇଥାଏ ।
ତେନ୍ତୁଳି ଏହି ଫଳ ହଜମ କରିବାରେ ସାହାଯ୍ୟ କରେ । ତେନ୍ତୁଳି ମଧ୍ୟ କୋଷ୍ଠକାଷ୍ଠିନ୍ୟ ଦୂର କରେ । ପିତ ରୋଗରେ ମଧ୍ୟ ତେନ୍ତୁଳି ବ୍ୟବହାର କରାଯାଏ । ଦକ୍ଷିଣ ଭାରତରେ କଇଁଆ ଗଛର ବେଶି ଚାହିଦା ରହିଛି। ଦକ୍ଷିଣ ଭାରତୀୟ ଚାରୁ, ଚଟଣି ତଥା ବିଭିନ୍ନ ବ୍ୟଞ୍ଜନରେ କଇଁଆକୁ ବ୍ୟବହୃତ କରିଥାନ୍ତି ।
ଅଗ୍ନ୍ୟାଶୟ ଅକ୍ଷମତା ଟ୍ରିପ୍ସିନ୍ ଉପସ୍ଥିତି – ଏହା ପୃଷ୍ଟିସାର (protein) ଜାତୀୟ ଉପାଦାନକୁ ହଜମ କରିବା ପାଇଁ ଏକ ସଂତ୍ଵରକ । ପାଚକ ନଳି ବ କ୍ଷ୍ଯୁଦ୍ରାନ୍ତରେ ଏହାର ଉପସ୍ଥିତି ଯଥେଷ୍ଟ ଅଗ୍ନ୍ୟାଶୟ ପାଚକ ରସର କ୍ଷରଣର ପରିଚାୟକ । ଏଣୁ ମଳରେ ଏହାର ଲେସ ମାତ୍ର ଉପସ୍ଥିତି ବ ଅନୁପସ୍ଥିତି ଅଗ୍ନ୍ୟାଶୟ ଅକ୍ଷମତାର ନିର୍ଣ୍ଣୟାତ୍ମକ ପରୀକ୍ଷା ହୋଇଥାଇ ପାରେ ।
ଚୁଡ଼ା ଏହା ଅତି ହଜମ ହେଉଥିବା ଖାଦ୍ୟ, ଭାରତ ,ନେପାଳ ଓ ବାଙ୍ଗଲାଦେଶ ଆଦି ଦେଶମାନଙ୍କରେ ଲୋକଙ୍କର ଅତି ପ୍ରିୟ । ଏହା ଜଳଖିଆ ଭାବରେ ଖିଆଯାଏ ଓ ହାଲୁକା ସ‌ହଜ ଫାଷ୍ଟ ଫୁଡ୍ ହିସାବରେ ଭାରତୀୟ ଖାଦ୍ୟ ଭାବେ ସପ୍ତାହେ ବା ଅଧିକ ରଖି ମଧ୍ୟ ଖିଆଯାଏ ।
ଭାଙ୍ଗ ଭାରତର ଗ୍ରାମୀଣ ଇଲାକାରେ କାନାବିସର ଔଷଧୀୟ ଗୁଣ ଥିବା ବିଚାର କରାଯାଏ । ଉପ‌ଯୁକ୍ତ ମାତ୍ରାରେ ଖାଇଲେ ଜ୍ୱର, ନାଳଝାଡ଼ା, ସନସ୍ଟ୍ରୋକ ଓ କଫ ଉପଶମ କରେ । ଖାଦ୍ୟରୁଚି ବଢ଼ାଏ ଓ ହଜମ କରାଏ । କ‌ହିବା ତୃଟିରେ ସାହାଯ୍ୟ କରେ ଓ ଦେହକୁ ସତେଜ କରେ ।
ପୁଷ୍ଟିସାର ପୁଷ୍ଟିସାର ବା ପ୍ରୋଟିନ ଅନେକ ଗୁଡ଼ିଏ ପଲିମର ଚେନ‌ଦ୍ୱାରା ଗଠିତ ଯାହା ପେପ୍ଟାଇଡ ବଣ୍ଡଦ୍ୱାରା ସଂଯୁକ୍ତ ହୋଇଥାଏ । ମାନବ ହଜମ କ୍ରିୟା ସମୟରେ ଏହି ପୁଷ୍ଟିସାର, ହାଇଡ୍ରୋକ୍ଲୋରିକ ଏସିଡ ଓ ପ୍ରୋଟିଏଜ୍ ଏନ୍‌ଜାଇମ୍ଦ୍ଵାରା ବିଭାଜିତ ହୋଇ ଛୋଟ ଛୋଟ ପଲିପେପ୍ଟାଇଡ ଚେନରେ ପରିଣତ ହୁଏ । ଏହା ଶରୀରରେ ଅତ୍ୟାବଶ୍ୟକ ଆମିନୋଏସିଡରେ ପରିଣତ ହୁଏ ଯାହା ଶରୀର ତିଆରି କରି ପାରେ ନାହିଁ ।
ଅଗ୍ନାଶୟ ଏଞ୍ଜାଇମ (ଡାକ୍ତରୀ ବ୍ୟବ‌ହାର) ଅଗ୍ନାଶୟ ଏଞ୍ଜାଇମର ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁ ସାଧାରଣତଃ ବାନ୍ତି (), ପେଟ ଯନ୍ତ୍ରଣା, କୋଷ୍ଠକାଠିନ୍ୟ ଓ ତରଳ ଝାଡ଼ା ହୋଇପାରେ । ଅନ୍ୟାନ୍ୟ ପ୍ରତିକ୍ରିୟା ମଧ୍ୟରେ ମଳଦ୍ୱାର ପାଖରେ () ଜଳାପୋଡ଼ା ଓ ଅଧିକ ରକ୍ତ ୟୁରିକ ଏସିଡ () ହୋଇପାରେ । ଏହି ଏଞ୍ଜାଇମଗୁଡ଼ିକ ଘୁଷୁରୀରୁ () ପ୍ରସ୍ତୁତ ହୋଇଥାଏ । ଗର୍ଭାବସ୍ଥାରେ ଏହା ନିରାପଦ ରହେ । ଏହାର ଉପାଦାନମାନ ହଜମକାରୀ ଏଞ୍ଜାଇମ () ଯାହା ମାନବ ଅଗ୍ନାଶୟରୁ () ତିଆରି ହେଉଥିବା ଇଞ୍ଜାଇମ ସଦୃଶ ହୋଇଥାଏ । ଚର୍ବି, ସ୍ଟାର୍ଚ୍ଚ ଓ ପୁଷ୍ଟିସାର ହଜମ () କରିବାରେ ସାହାଯ୍ୟ କରେ ।
ଅଗ୍ନ୍ୟାଶୟ ଅକ୍ଷମତା ଏହା ଅତ୍ୟଧିକ ସ୍ନେହ ଓ ଚର୍ବି ଜାତୀୟ ଖାଦ୍ୟର ଅପଚ ଜନିତ ଏକ ତରଳ ଝାଡା ବା ଅତିସାର ଅବସ୍ଥା । ତୈଳ ଓ ଚର୍ବି ଜାତୀୟ ଖାଦ୍ୟକୁ ହଜମ କରୁଥିବା ସଂତ୍ଵରକ ଲାଇପେଜ୍ (Lipase)ର କ୍ଷରଣ ଅଗ୍ନ୍ୟାଶୟରୁ ଅଯଥେଷ୍ଟ କିମ୍ବା ଆଦୌ ନ ହେବାଦ୍ଵାରା ଏହା ହୋଇଥାଏ ।ଏହା ବ୍ୟତୀତ ଶ୍ଵେତସାର ଜାତୀୟ ଖାଦ୍ୟକୁ ପାଚନ କରିବା ପାଇଁ "ଆମାଇଲେଜ୍" (Amylase) ସଂତ୍ଵରକର ଅଭାବ ଯୋଗୁଁ ମଧ୍ୟ ଅତିସାର ହୋଇଥାଏ ।
ଲସି ଛାଶ ଏକ ଲସି ଭଳି ପାନୀୟ, କିନ୍ତୁ ଏହା ଲସି ଭଳି ବହଳିଆ ନୁହେଁ ଓ ଏଥିରେ ଲହୁଣୀ ଅଂଶ କମ ଥାଏ । ଏଥିରେ ଜୀରା, ଲୁଣ ଓ ଧନିଆ ପତ୍ର ପକାଯାଏ । ସଦ୍ୟ ତିଆରି ଅଦା ଗୁଣ୍ଡ ଓ କଞ୍ଚା ଲଙ୍କା ମଧ୍ୟ ପକାଯାଏ । ରାଜସ୍ଥାନ ଓ ଗୁଜରାଟରେ ଏହା ଅତି ପ୍ରିୟା ପାନୀୟ ଓ ହଜମ ହେବା ବିଶ୍ଵାସରେ ଖାଦ୍ୟ ସହ ଖିଆଯାଏ । ଏହି ପାନୀୟକୁ କନ୍ନଡରେ ମାଜିଗେ, ମରାଠୀରେ ଟାକ, ତେଲୁଗୁରେ ମାଜିଗା, ମଲୟାଲମ ତଥା ତାମିଲିରେ ମୋରୁ ଓ ବଙ୍ଗଳାରେ ଘୋଲ କୁହାଯାଏ