Top 10 similar words or synonyms for ସହଚର

ନରହର    0.789899

ଦଶରଥ    0.761262

ରଳମ    0.759124

ranthambhore    0.756440

ଦଶବ    0.751520

ଅବନ    0.750055

ନରନ    0.749623

ଵଷ    0.747239

ଠମ    0.744123

ସଶ    0.742570

Top 30 analogous words or synonyms for ସହଚର

Article Example
ଗୁରୁଦ୍ୱାରା ଗୋବିନ୍ଦ ଘାଟ ଏହି ଘାଟ ନିକଟରେ ତରୁଣା ଗୁରୁ ଗୋବିନ୍ଦ ସିଂହ ତାଙ୍କର ସହଚର ମାନଙ୍କ ସହ କ୍ରୀଡାରତ ରହୁଥିଲେ । ବର୍ତମାନ ଏହି ଘାଟ ନିକଟରୁ ଜଳ ଦୂରକୁ ଅପସାରଣ ହେଇଯାଇଥିବାରୁ ସେହି ସ୍ଥାନ ଶୁଖିଲା ରହିଛି । 
କାମଦେବ କାମଦେବ ହିନ୍ଦୁ ଧର୍ମରେ ପ୍ରେମ ଏବଂ ପ୍ରଜନନର ଦେବତା ଭାବେ ପରିଚିତ । କାମଦେବ ଆଖୁର ଧନୁ ଓ ପୁଷ୍ପଶର ଧରି ଶୁକ ବାହନରେ ଭ୍ରମଣ କରନ୍ତି । ପତ୍ନୀ ରତି ଓ ଋତୁରାଜ ବସନ୍ତ ତାଙ୍କର ସଦା ସହଚର ଥାଆନ୍ତି । କର୍ଣ୍ଣାଟକର ବେଲୁର୍‌ ଚେନ୍ନାକେଶବ ମନ୍ଦିର କବାଟରେ କାମଦେବ ଓ ରତିଙ୍କର ଯୁଗଳମୂର୍ତ୍ତୀ ଦଣ୍ଡାୟମାନ ।
କୁବେର ଜୈନ ବିଶ୍ଵାସରେ ଜାମ୍ବେଳ ମହାବୀରଙ୍କ ମୂଖ୍ୟ ସହଚର । ସେ ଯକ୍ଷମାନଙ୍କ ରାଜା ହେଇଥିବାରୁ ପ୍ରତ୍ୟେକ ତୀର୍ଥଙ୍କରମାନଙ୍କ ସହିତ ଜଣେ ଜଣେ ଯକ୍ଷ ଓ ଯକ୍ଷଣୀ ଅନୁଚର ଭାବରେ ଥାଆନ୍ତି । ଜୈନ କୁବେର ବା ଜାମ୍ବେଳ ଅଧିକାଂଶ କ୍ଷେତ୍ରରେ ପୃଥୁଳ ଓ ଏବଂ ତାଙ୍କର ହସ୍ତରେ ମୁଦ୍ଗର ଓ ରତ୍ନ ପରିଲକ୍ଷିତ । ଏହାଙ୍କ ବାହାନ ମନୁଷ୍ୟ । କେତେକ ସ୍ଥାନରେ ମୁର୍ତ୍ତିର ପୃଷ୍ଠଭାଗରେ କଳ୍ପବୃକ୍ଷ ଦେଖାଯାଏ । ଜୈନ ଜାମ୍ବେଳଙ୍କ ମୁକୁଟରେ ତୀର୍ଥଙ୍କରଙ୍କର ଗୋଟିଏ ଗୋଟିଏ ପ୍ରତିମା ରହିଥାଏ ।
ମାଧବୀ ଦାସୀ ମାଧବୀ ଦାସୀ ଷୋଡ଼ଶ ଶତାବ୍ଦୀର ପ୍ରଥମ ଭାଗରେ ପୁରୀର ବେଣ୍ଟପୁର ଗ୍ରାମରେ 'ମାଧବୀ ପଟ୍ଟନାୟକ' ଭାବେ ଏକ କରଣ ଘରେ ଜନ୍ମଗ୍ରହଣ କରିଥିଲେ । ସେ ଚୈତନ୍ୟଙ୍କ ପ୍ରସିଦ୍ଧ ସହଚର ରାୟ ରାମାନନ୍ଦ ପଟ୍ଟନାୟକଙ୍କ ଭଉଣୀ ଥିଲେ । ରାୟ ରାମାନନ୍ଦ ପଟ୍ଟନାୟକ ତତ୍କାଳୀନ ଗଜପତି ପ୍ରତାପରୁଦ୍ର ଦେବଙ୍କ ସଭାରେ ମନ୍ତ୍ରୀ ଥିଲେ । ବାଲ୍ୟ କାଳରେ ସେ ବିଧବା ହୋଇଥିବାରୁ ନିଜ ଭାଇଙ୍କ ସହ ରାୟ ରାମାନନ୍ଦଙ୍କଦ୍ୱାରା ପ୍ରତିପାଳିତ ହୋଇଥିଲେ । ତାଙ୍କ ନିଜ ଭାଇଙ୍କ ନାମ ଶିଖି ମହାନ୍ତି ଥିଲା ।
ପ୍ରେମ ହିନ୍ଦୁ ଧର୍ମରେ କାମଦେବଙ୍କ ସୂଚୀତ ସୁଖଦ, ଯୌନ ସମ୍ବଳିତ ପ୍ରେମ ହେଉଛି କାମ ।ବେଦରେ କାମକୁ ତୃତୀୟ ପୁରୁଷାର୍ଥ ଭାବେ ବର୍ଣ୍ଣନା କରାଯାଇଛି ।କାମଦେବ ଆଖୁର ଧନୁ ଓ ପୁଷ୍ପଶର ଧରି ଶୁକ ବାହନରେ ଭ୍ରମଣ କରନ୍ତି ।ପତ୍ନୀ ରତି ଓ ଋତୁରାଜ ବସନ୍ତ ତାଙ୍କର ସଦା ସହଚର ଥାଆନ୍ତି ।କର୍ଣାଟକର ବେଲୁର୍‌ ଚେନ୍ନାକେଶବ ମନ୍ଦିର କବାଟରେ କାମଦେବ ଓ ରତିଙ୍କର ଯୁଗଳମୂର୍ତ୍ତୀ ଦଣ୍ଡାୟମାନ ।କାମ ହେଉଛି ପ୍ରେମର ଅନ୍ୟ ଏକ ନାମ ।
କୁବେର ବୌଦ୍ଧ ଗ୍ରନ୍ଥମାନଙ୍କର ବିଭିନ୍ନ ସ୍ଥାନରେ ବୈଶ୍ରବଣ ବା ଜାମ୍ବେଳଙ୍କ ବିଷୟରେ ବର୍ଣ୍ଣନାମାନ ଦେଖାଯାଏ । ବଜ୍ରଜାନ ମତାବଲମ୍ବୀ ଅଭୟକ ଗୁପ୍ତଙ୍କ ରଚିତ ନିଷ୍ପନ୍ନ ଯୋଗାବଳି ଗ୍ରନ୍ଥରେ ଅଷ୍ଟଯକ୍ଷଙ୍କ ନାମ ମଧ୍ୟରେ ଧନଦ ଓ ବୈଶ୍ରବଣଙ୍କ ନାମ ଭିନ୍ନ ଭିନ୍ନ ଭାବରେ ରହିଛି । ଲଳିତବିସ୍ତାର ଗ୍ରନ୍ଥରେ ତାହାଙ୍କୁ ନିଧ୍ରଶ କୁହାଯିବା ସହିତ ତାଙ୍କୁ ଅଳକାପୁରୀ ନିବାସୀ ଦେବତା ଭାବରେ ଅବିହିତ କରାଯାଇଛି । ପାଲିଗ୍ରନ୍ଥ ଅତ୍ୟନିତ୍ୟାୟ ସୁତାନ୍ତରେ ସେ ଉତ୍ତରରୁ ଅଧୀଶ୍ଵର , ଅଳକାପୁରୀ ନିବାସୀ ବୁଦ୍ଧଙ୍କ ମୂଖ୍ୟ ସହଚର ବୋଲି ବର୍ଣ୍ଣନା ଦେଖାଯାଏ । କେତେକ ବୌଦ୍ଧଗ୍ରନ୍ଥରେ ଜାମ୍ବେଳଙ୍କ ପତ୍ନୀଙ୍କ ନାମ ହରତୀ ବୋଲି ଉଲ୍ଲେଖ ଅଛି । ହରତୀ ଲୋକଦେବତୀ ଅଟନ୍ତି । ସେ କୋପକଲେ ଶିଶୁମାନଙ୍କର ପ୍ରାଣନାଶ ହୋଇଥାଏ । କେତେକ ବୌଦ୍ଧ ମୂର୍ତ୍ତିକଳାରେ ଜାମ୍ବେଳ ଓ ହରତୀଙ୍କ ଯୁଗଳ ମୂର୍ତ୍ତି ଦେଖିବାକୁ ମିଳେ ।
ଶିବ ତିନି ଗୋଟି ଆଖି, ପାଞ୍ଚ ଗୋଟି ମୁଖ, ବୃଷଭ ଏହାଙ୍କର ବାହାନ। ଅତ୍ରିମୁନି ଏହାଙ୍କର ଗୁରୁ । ସବୁପ୍ରକାର ଅସ୍ତ୍ରଶସ୍ତ୍ର ଚାଳନାରେ ଏ ଦକ୍ଷ । ତ୍ରିଶୁଳ ଏହାଙ୍କର ପ୍ରଧାନ ଆୟୁଧ। ଏହାଙ୍କ ଧନୁର ନାମ ପିନାକ । ଡମରୁ ଏହାଙ୍କ ବାଦ୍ୟ ।ଏହାଙ୍କର ତାଣ୍ଡବ ନୃତ୍ୟ ଅତି ଭୟଙ୍କର । ଏହାଙ୍କ ବାସ କୈଳାଶଶିଖର । ଏହାଙ୍କ ପରିଧାନ ବ୍ୟାଘ୍ରଚର୍ମ।ସର୍ପ ଏହାଙ୍କର କଟିବନ୍ଧ ଓ ଉତ୍ତରୀୟ । ଦେହ ଭସ୍ମ ବୋଳା, ମୁଣ୍ଡରେ ଜଟା ଓ ଜଟାରେ ଗଙ୍ଗା ପ୍ରବହମାନା । ନନ୍ଦୀ ଏହାଙ୍କ ପ୍ରଧାନ ପାର୍ଶ୍ୱଚର । ପ୍ରମଥଗଣ ବା ଭୁତପ୍ରେତ ଏହାଙ୍କର ସହଚର ।ପାର୍ବତୀ ହେଉଛନ୍ତି ଶିବଙ୍କ ଶକ୍ତି଼।ଶିବ ପରାଶକ୍ତିଦ୍ଵାରା ପ୍ରକାଶିତ ହୁଅନ୍ତି । ଅର୍ଥାତ ଶିବଙ୍କ ଜ୍ୟୋତି ହେଉଛି ପରାଶକ୍ତି
ଆନା ସାଗର ହ୍ରଦ ଲୋକ କଥାରେ ପ୍ରଚଳିତ ଅଛି , ଯେତେବେଳେ ମୁସଲିମ ସନ୍ଥ ମୋଇନୁଦ୍ଦିନ ଚୃଷ୍ଟି ତାଙ୍କର ସହଚର ମାନଙ୍କ ସହ ଏହି ହ୍ରଦ ଭ୍ରମଣରେ ଆସିଲେ ତାଙ୍କୁ ଏହି ହ୍ରଦର ପାଣି ବ୍ୟବହାର କରିବାକୁ ବାରଣ କରାଗଲା । ସେ ଗୋଟିଏ କପରେ ପଣି ମାଗିଲେ । ତାହା ତାଙ୍କୁ ଦିଅ ଯିବା ପରେ ସେ ସେଇ ପାଣି ପିଇବା ପରେ ଦେଖାଗଲା ପୁରା ହ୍ରଦର ପାଣି ଶୁଖିଗଲା । ଏହା ପରେ ଲୋକ  ମାନେ ମାଫି ମାଗି ତାଙ୍କୁ ଅନୁରୋଧ କରିବାରୁ  ସେ ପୁଣି ହ୍ରଦରେ ଜଳ ଭର୍ତି ହେଇଯିବାକୁ ଆଦେଶ ଦେଲେ । ସେହି ଦିନରୁ ତାଙ୍କର ବହୁ ସଂଖ୍ୟାରେ ଅନୁଗତ ସେ ଅଞ୍ଚଳରେ ରହିଲେ । 
ଗୁରୁଦ୍ୱାରା ବାଲ ଲୀଳା ମଇନି ଗୁରୁଦ୍ୱାରା ବାଲ ଲୀଳା ମଇନି  , ଭାରତୀୟ ରାଜ୍ୟ ବିହାରର ପାଟଣା ସହରରେ ଏହା ତଖତ ଶ୍ରୀ ହରମନ୍ଦିର ସାହିବ ଗୁରୁଦ୍ୱାରା ସନ୍ନିକଟ ଏକ ଗାଳି । ଏଠାରେ ରାଜା ଫତେହ ଚାନ୍ଦ ମଇନି ରହୁଥିଲେ । ତାଙ୍କର ଅପୁତ୍ରିକ ପତ୍ନୀ ତରୁଣା ଗୁରୁ ଗୋବିନ୍ଦ ସିଂହଙ୍କୁ ବହୁତ ଆଦର କରୁଥିଲେ । ଗୁରୁ ଗୋବିନ୍ଦ ମଧ୍ୟ ଅନେକ ସମୟରେ ରାଣୀଙ୍କ ନିକଟକୁ ଆସୁଥିଲେ ।ସେ ଗୁରୁ ଗୋବିନ୍ଦ ଓ ତାଙ୍କର ସହଚର ମାନଙ୍କୁ ଖାଦ୍ଯ ପରିବେଷଣ କରୁଥିଲେ । ଗୁରୁଦ୍ୱାରାର ମୁଖ୍ୟଦ୍ଵାରା 1668 ମସିହାର ହେଇଥିଲେ ମଧ୍ୟ ଅନନ୍ୟ ଅଂଶ , ଉପାସନା କକ୍ଷ୍ୟ ଓ ଭିତରସ୍ଥ ବୃହ ଗୁଡିକ ପରେ ନିର୍ମିତ ହେଇଥିଲା ।