Top 10 similar words or synonyms for ସଳଖ

ରଣର    0.719128

ଘସ    0.716012

ଦରକ    0.697801

ବଦଳ    0.684757

ଫଳର    0.676022

ବଦଳର    0.674769

ନହ    0.655893

ଅଟକ    0.654376

ଠକ    0.649332

ଣସ    0.643103

Top 30 analogous words or synonyms for ସଳଖ

Article Example
କଲେରା କଲେରା ଜୀବାଣୁ ଦେଖିବା ନିମନ୍ତେ ସିଧା ସଳଖ ଅଣୁବିକ୍ଷଣ ଯନ୍ତ୍ରରେ କେଖିଲେ ଜଣାପଡ଼େ ନାହିଁ । ଏନରିଚମେଣ୍ଟ ମିଡିଆରେ ରଖିବା ପରେ ଦେଖିଲେ ଜଣା ପଡ଼େ ।
ବିଶନ ସିଂ ବେଦୀ ତାଙ୍କର ସିଧା ସଳଖ କହି ଦେବାର ଗୁଣ ଯୋଗୁ ବେଦି ଅନେକ ସମୟରେ ବିବାଦୀୟ ହେଇ ପଡୁଥିଲେ । ସେ ଏପରିକି ବିଦେଶରେ ତାଙ୍କର ଅସନ୍ତୋଷ ଜାହିର କରିବାକୁ ଛାଡୁ ନ ଥିଲେ । 
୨୦୦୭ ICC ବିଶ୍ଵ T୨୦ କପ ବିଶ୍ଵ ଟେଷ୍ଟ ରେଙ୍କିଙ୍ଗରେରେ ଥିବା ୧୦ଟି ଦଳ ସିଧା ସଳଖ ଯୋଗ୍ୟତା ଅର୍ଜନ କରିବା ବେଳେ ଅନ୍ୟ ଦୁଇଟି ଦଳ ଯୋଗ୍ୟତା ଅର୍ଜନ ପ୍ରତିଯୋଗୀତାର ପ୍ରଥମ ସ୍ଥାନରେ ଥିବା ଦୁଇ ଦଳ କେନିୟା ଓ ସ୍କଟଲାଣ୍ଡ ହେଇଥିଲେ ।  
ଲିଚୁ ଲିଚୁ (ଇଂରେଜୀରେ LYCHEE, ) ଏକ ବେରୀ ଜାତୀୟ ଫଳ । ଏହା ସୁସ୍ଵାଦୁ ହେବା ସହ ଅତ୍ୟନ୍ତ ଭିଟାମିନ ଯୁକ୍ତ ଫଳ ଯାହା ସିଧା ସଳଖ ଖାଇ ହେବା ସହ ବିଭିନ୍ନ ସୁସ୍ଵାଦୁ ବ୍ୟଞ୍ଜନରେ ମଧ୍ୟ ବ୍ୟବହାର ହୁଏ । 
ଥାୱେ ମନ୍ଦିର ଏଠାରେ ଥାୱେ ଜଙ୍କସନ ରହିଛି । ମାତ୍ର ବଡ ସହରରୁ ଏଠାକୁ ସିଧା ସଳଖ ସଂଯୋଗ ନାହି । କିନ୍ତୁ ଅଳ୍ପ ଦୂରସ୍ଥ ସୀୱାନ ଷ୍ଟେସନରୁ ସବୁ ବଡ ସହରକୁ ସଂଯୋଗ ରହିଛି । ରାସ୍ତା ଯୋଗେ ଏହା ସୁ ସଂଯୁକ୍ତ । ଏଠାରୁ ନିକଟତମ ବିମାନ ବନ୍ଦର ପାଟଣାଠାରେ ଅବସ୍ଥିତ । 
ମୁଜାଗଡ଼, ଗଞ୍ଜାମ ଏହି ଗ୍ରାମକୁ ଯାତାୟତ ନିମିତ୍ତ ବସ୍ ହିଁ ଏକ ମାତ୍ର ମାଧ୍ୟମ ଅଟେ । ଏହି ଗ୍ରାମ ସହ ସିଧା ସଳଖ ରେଳ ସଂଯୋଗ ନାହିଁ । ଏହାର ନିକଟତମ ରେଳଷ୍ଟେସନ ବ୍ରହ୍ମପୁର ଅଟେ । ରାଜ୍ୟ ରାଜଧାନୀ ଭୁବନେଶ୍ଵର ଠାରୁ ଏହା ୧୭୯ କି.ମି ଦୁରରେ ଅବସ୍ଥିତ ।
ନିକୋଲା ଟେସ୍‌ଲା ଟେସ୍‌ଲା ରେଡ଼ିଓର ଏକ ପ୍ରାରମ୍ଭିକ ରୂପ ତିଆରି କରିଥିଲେ । ସେ ମୁଖ୍ୟତଃ ଚୁମ୍ବକତ୍ୱ ଓ ବିଦ୍ୟୁତ କ୍ଷେତ୍ରରେ ଆବିଷ୍କାର କରିଥିଲେ । ସଳଖ ବିଦ୍ୟୁତ ବଦଳରେ ଆବର୍ତ୍ତୀ ବିଦ୍ୟୁତର ପ୍ରୟୋଗ ପାଇଁ ଟେସ୍‌ଲା ବେଶ ଜଣାଶୁଣା । ଦୂର ସ୍ଥାନ ପ୍ରେରଣ କଲା ବେଳେ କମ ନଷ୍ଟ ହେଉଥିବାରୁ ଆବର୍ତ୍ତୀ ବିଦ୍ୟୁତର ଚାହିଦା ବଢ଼ିଲା ।
2012 ICC T20 ବିଶ୍ଵ କପ ପୂର୍ବ ବିଶ୍ଵ କପ ପରି ଏହି ବିଶ୍ଵ କପରେ ମଧ୍ୟ ୧୦ଟି ଟେଷ୍ଟ ମାନ୍ୟତା ଦଳ ସିଧା ସଳଖ ପ୍ରବେଶ ପାଇଥିବା ବେଳେ ICC ଯୋଗ୍ୟତା ଅର୍ଜନ ପ୍ରତିଯୋଗୀତାରେ  ଭାଗ ନେଇଥିବା ୧୬ଟି ଦଳ ମଧ୍ୟରୁ ଶ୍ରେଷ୍ଠ ଦୁଇ ଦଳ ହିସାବରେ ଏଥର ଆଇୟାର୍ଲାଣ୍ଡ ଓ ଆଫଗାନିଷ୍ଠାନ ମୁଖ୍ୟ ବିଶ୍ଵ କପରେ ଭାଗ ନେଇଥିଲେ । 
ସମ୍ବଲପୁର ରେଳ ଷ୍ଟେସନ ୧୯୮୩ରେ ଆରମ୍ଭ ହେଇଥିବା ସମ୍ବଲପୁର -ତାଳଚେର ଲାଇନ ୧୯୯୮ରେ ସମ୍ପୂର୍ଣ ହେଲା ପରେ ଏହି ଲିନେଦ୍ଵାରା ସମ୍ବଲପୁରରୁ ଭୁବନେଶ୍ବରକୁ ସିଧା ସଳଖ ଯୋଗାଯୋଗ ସମ୍ଭବ ହେଇ ପାରିଛି । ଏବେ ଏହି ମାର୍ଗ ଦେଇ ଭୁବନେଶ୍ବରକୁ ଉତ୍ତର ଭରତର ବିଭିନ୍ନ ଅଞ୍ଚଳକୁ ଟ୍ରେନ ଶୀଘ୍ର ଯାତାୟାତ କରିପାରୁଛି । 
ବ୍ୟାୟାମ ଶହ ଶହ ଅନୁଶୀଳନଦ୍ଵାରା ଜଣାଯାଇଛି, ବ୍ୟାୟାମ ଓ ଇମ୍ମ୍ୟୁନ ସିସ୍ଟମ ମଧ୍ୟରେ କୌଣସି ସିଧା ସଳଖ ସମ୍ପର୍କ ନାହିଁ । ଆଥଲେଟ ଓ ନନ୍ଆଥଲେଟଙ୍କର ଇମ୍ମ୍ୟୁନ ସିସ୍ଟମ ପ୍ରାୟ ସମାନ । ଆଥଲେଟମାନଙ୍କର ପ୍ରାକୃତିକ କିଲର କୋଷ ସଂଖ୍ୟା ଓ ସାଇଟୋଟକ୍ସିକ କାମ ସାମାନ୍ୟ ଅଧିକ ହେଲେ ମଧ୍ୟ ଏହା ବିଶେଷ ଦୃଷ୍ଟି ଆକର୍ଷଣକାରୀ ନୁହେଁ ।