Top 10 similar words or synonyms for ସରନ

ବଗଲ    0.851908

ରମଠ    0.839476

behar    0.838860

ନଗଡ    0.834645

guruvayur    0.831977

eurasian    0.820527

ଦଶଜଣ    0.819235

devata    0.817356

ଦବର    0.816749

falls    0.816467

Top 30 analogous words or synonyms for ସରନ

Article Example
ବରୀନ୍ଦର ସରନ ବରୀନ୍ଦର ବାଳବୀର ସିଂହ ସରନ (ଜନ୍ମ 10 ଡିସେମ୍ବର, 1992 ) ଜଣେ ଭାରତୀୟ ଅନ୍ତର୍ଜାତିକ କ୍ରିକେଟ ଖେଳାଳି। ସେ ଜଣେ ଦ୍ରୁତ ଗତି ବୋଲର । ସେ ପଞ୍ଜାବ ରାଜ୍ୟ ପାଇଁ ଘରେଇ କ୍ରିକେଟ ଖେଳିବା ସହ IPLରେ 2015 ପର୍ଯ୍ୟନ୍ତ ରାଜସ୍ଥାନ ରୟାଲ ଦଳ ପାଇଙ୍ଖେଲୁଥିଲେ । ସେ ଭାରତ ପାଇଁ ପ୍ରଥମ ଏକଦିବସୀୟ ଅନ୍ତର୍ଜାତିକ ମେଚ 2016 ମସିହା ଜାନୁୟାରୀ ମାସରେ ଅଷ୍ଟ୍ରେଲିଆ ବିରୁଦ୍ଧରେ ଖେଳିବା ସହ ଜିମ୍ବାବ୍ୱେ ବିରୁଦ୍ଧରେ ପ୍ରଥମ T20 ମେଚ ଖେଳିଥିଲେ ।  T20ରେ ସେ ଜିମ୍ବାବ୍ୱେ ବିରୁଦ୍ଧରେ ମାତ୍ର 10 ରନ ଦେଇ 4ଟି ୱିକେଟ ନେଇଥିଲେ ଯାହା ଟି20 ମେଚରେ ଭାରତର ଶ୍ରେଷ୍ଠ ବୋଲିଂ ରହିଛି । 
ବରୀନ୍ଦର ସରନ ମାତ୍ର 8ଟି ଲିଷ୍ଟ  A ମେଚ ଖେଳିଥିବା ବରୀନ୍ଦର ଭାରତୀୟ ଏକଦିବାସୀୟ ଜାତୀୟ ଦଳରେ ଅଷ୍ଟ୍ରେଲିଆ ଗସ୍ତରେ ଖେଳି ପର୍ଥଠାରେ ପ୍ରଥମ ମେଚରେ  ଫିଞ୍ଚ , ବର୍ନର ଓ ସ୍ମିଥଙ୍କୁ ଆଉଟ କରି ଥିଲେ । . ତାହା ପରେ ସେ ଭାରତୀୟ ଦଳ ସହ ଜିମ୍ବାବ୍ୱେ ଗସ୍ତରେ ଯାଇଥିଲେ । 
ବରୀନ୍ଦର ସରନ 17 ବର୍ଷ ହେବା ଯାଏ ବରୀନ୍ଦର କ୍ରିକେଟ ନ ଖେଳି ବକସିଙ୍ଗ ଓ ଦୌଡାଳି ଭାବରେ ଖେଳ ଜଗତରେ ଥିଲେ । ସେ ସେଥିରେ ପୁରସ୍କାର ମଧ୍ୟ ପାଇଥିଲେ । ତେବେ 2011-12 ସିଜନରେ ସେ ପଞ୍ଜାବ ଦଳ ପାଇଁ ରଣଜୀ ଟ୍ରଫି ଓ T20 ଦଳରେ ଖେଳିବା ପରେ ଆହତ ଜନିତ କାରଣରୁ 2014 ମସିହା ଯାଏ ଖେଳରୁ ଦୂରରେ ରହିଥିଲେ । 2015 IPLରେ ସେ ରାଜସ୍ଥାନ ରୟାଲ .ପାଇଁ ଚୁକ୍ତିବଦ୍ଧ ହେଇ ମାତ୍ର ଗୋଟିଏ ମେଚ ଖେଳି ଥିଲେ
ଦେବ ପ୍ରସାଦ ଦାସ ଦାସଙ୍କୁ ୧୪ ବର୍ଷ ବୟସ ହୋଇଥିଲା ବେଳେ ତାଙ୍କ ପିତା ତାଙ୍କୁ "ନିଉ ଥିଏଟର" ସଙ୍ଗୀତ ନିର୍ଦ୍ଦଶକ ରାଧା ରମଣ ରାଏଙ୍କ ସଙ୍ଗୀତ ବିଦ୍ୟାଳୟକୁ ଶିକ୍ଷା ନିମନ୍ତେ ପଠାଇଦେଲେ । ସେ ୩ ଟଙ୍କା ବେତନ ଓ ଖାଦ୍ୟ ପାଇ ଗ୍ରୀନ୍ ରୁମ୍‌ରେ କଳାକାରଙ୍କୁ ସାହାଯ୍ୟ କରୁଥିଲେ । ପରେ ପରେ ସେ ଜଗୁଆଳି, ଟିକେଟ୍ କଲେକ୍ଟର ଓ ପ୍ରମ୍ପଟର କାମ କଲେ । ଏହା ପରେ ସୁଯୋଗ ଆସିଲା ଯେତେବେଳେ ଗୁରୁ ପଙ୍କଜ ଚରଣ ଦାସ ଓ ପରେ ମୋହ ମହାପାତ୍ର ନିଉ ଥିଏଟର ସାଥୀରେ ମିଶିଲେ ଓ ସେ ନାଚ ଆରମ୍ଭରେ ଗୋଟିଏ ଛୋଟ ଭୂମିକା ପାଇଲେ । ସନ ୧୯୪୯ରେ ନିଉ ଥିଏଟର ବନ୍ଦ ହୋଇଗଲା ପରେ ସେ "ଅନ୍ନପୂର୍ଣ୍ଣା" ଥିଏଟରରେ ଯୋଗ ଦେଲେ ଓ ସେଠାରେ କିଛି ବର୍ଷ କାମ କଲାପରେ ବିଖ୍ୟାତ ପଙ୍କଜ ଚରଣ ଦାସ, କେଳୁଚରଣ ଦାସ, କୁମାର ଦୟାଲ ସରନ ଓ ମାୟାଧର ରାଉତଙ୍କ ସ‌ହ କାମ କରିବା ସୁଯୋଗ ପାଇଲେ । ସନ ୧୯୫୩ରେ ଅନ୍ନପୂର୍ଣ୍ଣା ବନ୍ଦ ହେବାବେଳକୁ ଦେବ ଦାସ ଓଡ଼ିଶୀ ନୃତ୍ୟରେ ପ୍ରବୀଣ ହୋଇସାରିଥିଲେ ।