Top 10 similar words or synonyms for ସର

ଇନ    0.660636

ଆର    0.558477

ଏକମ    0.546639

ବଟଦ    0.532271

ବବ    0.527763

ଗସ    0.518325

ଇଆସ    0.517624

ଇଉର    0.517462

ଏକଦ    0.512916

ରଲ    0.500790

Top 30 analogous words or synonyms for ସର

Article Example
ତୁମ ପରି ଛୋଟ ପିଲାଟିଏ ପାଣି କାଦୁଅରେ ସର ସର
କଳାକଳେବର ଚଉତିଶା ଦହି ଦୁଧ ସର ଖିଆ ଗୋ ତେଣୁ ବଡ ଲାବଣ୍ୟ |
ସରସ୍ଵତୀ ନଦୀ ୨. ଯେ ଅନେକ ସର (ପୋଖରୀ ବା ହ୍ରଦ) ବିଶିଷ୍ଟା
ସରପୁଳି କ୍ଷୀର ଗରମ କରି ସେଥିରେ ଚିନି ପକେଇ ଚୁଲିରେ ଫୁଟାନ୍ତୁ । କ୍ଷୀର ସର ପଡ଼ିଲେ ସେହି ସରକୁ କ୍ଷୀରରୁ ବାହାର କରି ଅନ୍ୟ ଏକ ପାତ୍ରରେ ରଖି ପୁଣି କ୍ଷୀରକୁ ଚୁଲିରେ ଫୁଟାନ୍ତୁ ।ଏହିପରି ଭାବେ କ୍ଷୀରରୁ ସର ବାହାର କରି ସରକୁ ଉପରକୁ ଉପରକୁ ପରସ୍ତ ପରସ୍ତ କରି ରଖି ଥଣ୍ଡା କରନ୍ତୁ । କ୍ଷୀରରୁ ଏହିପରି ଭାବେ ସର ବାହାର କରୁଥାଆନ୍ତୁ । ଏହି ସରର ମଝିରେ ମଝିରେ ଅଳେଇଚ ଗୁଣ୍ଡ କରି ଛିଞ୍ଚି ଦେଉଥିବେ।କ୍ଷୀରରୁ ଏହିପରି ଭାବରେ ପୁରା ସରର ପରସ୍ତ ବାହାର କରି ଥଣ୍ଡା କରି କାଟି କାଟି ରଖନ୍ତୁ।ଏହାକୁ ସରପୁଳି କୁହାଯାଏ ।
ଅଧର ପଣା ପଣା ପ୍ରସ୍ତୁତିରେ ସର, କଦଳୀ, ଛେନା, ଗୋଲମରିଚ, ଗୁଣ୍ଡ କର୍ପୁର, ଜାଇଫଳ ଆଦି ସାମଗ୍ରୀ ବ୍ୟବହୃତ ହୋଇଥାଏ ।
ଅଙ୍ଗିରା ଆଶ୍ରମ, ପୁରୀ ଗହ୍ମା ପୂର୍ଣ୍ଣିମା ଏବଂ କୁମାର ପୂର୍ଣ୍ଣିମା ଦିନ ଶ୍ରୀ ମନ୍ଦିରରୁ ଚକ୍ରରାଜ ସୁଦର୍ଶନଙ୍କ ଚଳନ୍ତି ପ୍ରତିମା ଆଶ୍ରମକୁ ବିଜେ କରି ପଂକ୍ତି ଖାଇଥାନ୍ତି । ସକଳା ଭୋଗରେ "ଖଇକୋରା", ଫଳମୂଳ ଏବଂ ସନ୍ଧ୍ୟାରେ ସର, ଛେନା ଓ କ୍ଷୀର ଭୋଗ କରାଯାଇଥାଏ । ଦ୍ୱିପ୍ରହରରେ ଅନ୍ନ ଭୋଗ ଲାଗିକରାଯାଇଥାଏ ।
ଅଳେଇଚ ଭାରତୀୟ, ଉତ୍ତର ଆଫ୍ରିକା ଓ ଆରବୀୟ ଖାଦ୍ୟରେ ଅଳେଇଚର ବହୁଳ ଭାବରେ ଉପଯୋଗ କରାଯାଏ । ଭାରତରେ ଏହା ଗରମ ମସଲାର ସମୂହରେ ତରକାରୀରେ ବ୍ୟବହୃତ ହୁଏ ଓ ମଧୂର ବ୍ୟଞ୍ଜନମାନଙ୍କରେ ସ୍ଵାଦ ଓ ସୁଗନ୍ଧ ବଢେଇବା ପାଇଁ ସ୍ଵତନ୍ତ୍ର ଭାବରେ ବ୍ୟବହାର କରାଯାଏ । ଆରବ ଦେଶ ମାନଙ୍କରେ କଫିରେ ଅଳେଇଚ ଓ ଖିର ସର ଦେଇ ଅତିଥି ଚର୍ଚା କରିବା ଏକ ପରମ୍ପରା ଅଟେ । ସେହିପରି ଭାରତୀୟ ପରମ୍ପରାରେ ପାନ ମଧ୍ୟରେ ଅଳେଇଚ ଦେଇ ଖିଆଯାଏ । ପୂରାକାଳରୁ ଏହିପରି ଭାରତରେ ଅଳେଇଚକୁ ମୁଖବାସ ଭାବରେ ବ୍ୟବହାର କରାଯାଇ ଆସୁଛି ।
ନୀଳଚକ୍ର ନୀଳଚକ୍ରରେ ଧ୍ଵଜା ନଥିଲେ ଜଗନ୍ନାଥଙ୍କୁ କୌଣସି ଭୋଗ ଅର୍ପଣ କରାଯାଏ ନାହିଁ । କୌଣସି କାରଣରୁ ଜୀଉମାନଙ୍କୁ ଭୋଗ ସମର୍ପିତ ହୋଇ ନ ପାରିଲେ ପୂଜକ ନୀଳଚକ୍ରଙ୍କ ଉଦ୍ଦେଶ୍ୟରେ ଭୋଗ ଅର୍ପଣ କରନ୍ତି ଓ ତାହାକୁ ଚକ୍ର ମଣୋହି କୁହାଯାଏ । ସର ଘରେ ପ୍ରସ୍ତୁତ ହେଉଥିବା ବିଭିନ୍ନ ପ୍ରକାର ମିଠା ବାହାର ବେଢ଼ାରେ ନୀଳଚକ୍ର ଉଦ୍ଦେଶ୍ୟରେ ଅର୍ପିତ ହେଲାପରେ ତାହା ବିକ୍ରୀ ନିମନ୍ତେ ଆନନ୍ଦବଜାରକୁ ଆସେ । ପ୍ରତ୍ୟେକ ଏକାଦଶୀରେ ନୀଳଚକ୍ର ଉପରେ ମହାଦୀପ ଉଠେ ।
ସୂର୍ଯ୍ୟ ଦେବତା ଶାମ୍ବ ଦଶମୀ ତିଥିରେ ଓଡ଼ିଶାର ଘରେ ଘରେ ସୂର୍ଯ୍ୟ ପୂଜା ବା ବିରଞ୍ଚି ନାରାୟଣ ପୂଜା ଅନୁଷ୍ଠିତ ହୁଏ । ବ୍ରାହ୍ମଣମାନେ ସନ୍ଧ୍ୟା କରିବା ସମୟରେ ସୂର୍ଯ୍ୟ ମଣ୍ଡଳ ମଧ୍ୟବର୍ତ୍ତୀ ସର ସିଜାସନ ସନ୍ନିବିଷ୍ଟ ନାରାୟଣଙ୍କୁ ଧ୍ୟାନ କରନ୍ତି । ଗାୟତ୍ରୀ, ସାବିତ୍ରୀ, ସରସ୍ବତୀ ଦେବୀମାନେ ମାନେ ମଧ୍ୟ ସୂର୍ଯ୍ୟ ମଣ୍ଡଳ ମଧ୍ୟସ୍ଥା । ବ୍ରାହ୍ମଣମାନେ ଗାୟତ୍ରୀ ମନ୍ତ୍ରରେ ସୂର୍ଯ୍ୟଙ୍କୁ ନାରାୟଣ ରୂପେ ସ୍ତବ କରନ୍ତି ।
ଲସି ସାରା ପୃଥିବୀରେ ଆମ୍ବ ଲସି ଅତି ପ୍ରିୟ ପାନୀୟ । ଦହି, ପାଣି ଓ ଆମ୍ବ ପଳ୍ପ (Mango pulp) ମିଶେଇ ତିଆରି କରାଯାଏ । ଏଥିରେ ଚିନି ମିଶାଯାଇପାରେ ବା ନ ମିଶାଯାଇପାରେ । ଇଂଲଣ୍ଡ, ମାଲୟେସିଆ, ସିଙ୍ଗାପୁର ତଥା ପୃଥିବୀର ବିଭିନ୍ନ ସ୍ଥାନରେ ଏହା ମିଳେ । କାନାଡାରେ ଦହି, ଚିନି, କେସର, ସର, ଆଇସକ୍ରିମ ସହ ଆମ୍ବ ମିଶାଯାଏ । ଏହା ଗୋଟିଏ ବଡ ଗିଲାସରେ ଏହା ରଖି ଉପରେ ପେସ୍ତା ସହ ଦିଆଯାଏ ।