Top 10 similar words or synonyms for ଲଟ

ଡଙ    0.766375

ବରକ    0.732196

ଇକ    0.727438

ଉଟ    0.723980

ଦଉଡ    0.703991

ଟଲ    0.691729

ମଝ    0.691699

ଲମ    0.691642

କଡ    0.690972

କହନ    0.684829

Top 30 analogous words or synonyms for ଲଟ

Article Example
ଖ୍ରୀଷ୍ଟିୟାନ ହାସପାତାଳ, ବିଷମ କଟକ ଖ୍ରୀଷ୍ଟିୟାନ ହାସପାତାଳ, ବିଷମ କଟକ (CHB ଭାବେ ଜଣାଶୁଣା) ୧୯୫୪ ମସିହାରେ ଏଠାକାର ଏକ ଚର୍ଚ୍ଚର ବାରଣ୍ଡାରେ ଡେନିସ ମିଶନାରୀ ଡଃ ଲିଜ ମେଡସେନଙ୍କ୍( ୧୯୧୩-୧୯୯୧)ଦ୍ଵାରା ଆରମ୍ଭ ହୋଇଥିଲା । ଦୀର୍ଘ ୧୧ ବର୍ଷକାଳ ସେ ଏହାକୁ ଚଳାଇବାପରେ ଏକ ଉପଯୁକ୍ତ ଉତ୍ତରାଧିକାରୀଙ୍କ ସନ୍ଧାନ କରୁ କରୁ ସେ ଶ୍ରୀ ଓ ଶ୍ରୀମତୀ ହେନେରୀଙ୍କୁ ପାଇଲେ । ନାନସି ଲଟ ଭାରତରେ କାମ କରୁଥିବା ବେଳେ ତାଙ୍କର ଦେଖା ହୁଏ ବିରେନ୍ଦ୍ର କୁମାର ହେନେରୀଙ୍କ ସହ ଓ ଉଭୟେ ବିବାହ କରନ୍ତି । ଡଃ ମାଡସେନଙ୍କ ଅନୁରୋଧ କ୍ରମେ ଉଭୟେ ଏହି ହାସପାତାଳର ଦାଯୀତ୍ଵ ନେଲେ । ଅନେକ ଦିନ ଏଠାରେ କାର୍ଯ୍ୟ କରିବା ପରେ ହେନେରୀ ଦମ୍ପତି ମୁଙ୍ଗେଲିରେ ଥିବା ମିଶନାରୀ ହାସପାତାଳରେ ଏବେ କାର୍ଯ୍ୟରତ । ବର୍ତ୍ତମାନ ଏହି ହାସପତାଳର ନିଜସ୍ଵ ଗୃହ ସହିତ ବହିର୍ବିଭାଗର ମଧ୍ୟ ସଂପ୍ରସାରଣ ହୋଇଛି । ଏହି ହାସପାତାଳଟି ଏକ ବିନାଲାଭକାରୀ ସଂସ୍ଥା ଭାବେ ପରିଗଣିତ । ନିକଟରେ (୨୦୦୪ ମସିହାରେ) ଏହାର ହୀରକ ଜୟନ୍ତି ପାଳିତ ହୋଇଯାଇଛି ।