Top 10 similar words or synonyms for ରଜର

ଜଟଣ    0.658615

ଚରମ    0.656892

ଜକନ    0.647474

କରଞ    0.646131

ଦଶରଥପ    0.645306

ବଳଙ    0.636405

କଭ    0.622751

ଏରସମ    0.617917

ତମସ    0.610328

ନବରଙ    0.609827

Top 30 analogous words or synonyms for ରଜର

Article Example
ରଜର ବିନ୍ନୀ, ଭାରତୀୟ କ୍ରିକେଟର ବିନ୍ନୀ ତାଙ୍କର ବେଟିଙ୍ଗଦ୍ଵାରା ଭାରତକୁ ଅନେକ ମେଚରେ ପରାଜୟରୁ ବଞ୍ଚେଇ ଥିବା ଉଲ୍ଲେଖନୀୟ । ସେ ଭାରତୀୟ ଜାତୀୟ ଦଳ ପାଇଁ ଖେଳିଥିବା ପ୍ରଥମ ଆଙ୍ଗ୍ଲୋ-ଇଣ୍ଡିଆନ । ତାଙ୍କ ପୁତ୍ର ଷ୍ଟୁଆର୍ଟ ବିନ୍ନୀ ମଧ୍ୟ ଭାରତ ପାଇଁ ଖେଳିଛନ୍ତି । 
ରଜର ବିନ୍ନୀ, ଭାରତୀୟ କ୍ରିକେଟର ରଗର ମାଇକେଲ ହମ୍ଫ୍ରେ ବିନ୍ନୀ ( ଜନ୍ମ ୧୯ ଜୁଲାଇ, ୧୯୫୫ ) ଜଣେ ପ୍ରାକ୍ତନ ଭାରତୀୟ କ୍ରିକେଟର । ତାଙ୍କର ଜନ୍ମ କର୍ଣାଟକ ରାଜ୍ୟ ରାଜଧାନୀ ବାଙ୍ଗାଲୋରଠାରେ ହେଇଥିଲା । ସେ ଜଣେ ଅଳ-ରାଉଣ୍ଡର ଥିଲେ । ୧୯୮୩ରେ ଭାରତର ପ୍ରଥମ ବିଶ୍ଵକପ ବିଜୟରେ ତାଙ୍କର ଭୂମିକା ମହତ୍ବପୂର୍ଣ ଥିଲା । 
ରଜର ବିନ୍ନୀ, ଭାରତୀୟ କ୍ରିକେଟର ତାହା ପରେ ସେ ୧୯୮୫ରେ ବିଶ୍ଵ ସିରିଜ ଚମ୍ପିଅଂନ ଶୀପ ପ୍ରତିଯୋଗୀତାରେ ଅଷ୍ଟ୍ରେଲିଆଠାରେ ମଧ୍ୟ ତାଙ୍କର ଫର୍ମ ଜାରି ରାଖି ୧୭ଟି ୱିକେଟ ନେଇ ଭାରତକୁ ଜିତିବାରେ ମୁଖ୍ୟ ଅବଦାନ ଦେଇଥିଲେ । ସେ ଭାରତ ପାଇଁ ୨୭ଟି ଟେଷ୍ଟ ଓ ୭୨ଟି ଏକଦିବସୀୟ ଅନ୍ତର୍ଜାତିକ ମେଚ ଖେଳିଥିଲେ । 
ରଜର ବିନ୍ନୀ, ଭାରତୀୟ କ୍ରିକେଟର ସକ୍ରିୟ କ୍ରିକେଟରୁ ଅବସର ନେଲା ପରେ ବିନ୍ନୀ କର୍ନଟକ ରାଜ୍ୟ କ୍ରିକେଟ ପ୍ରଶାସନରେ ଭାଗ ନେବା ସହ ଜାତୀୟ ଚାନେଲରେ ଭାଷ୍ୟକାର ଭାବରେ କାର୍ଯ୍ୟ କରିଥିଲେ । ୨୦୧୨ରେ ଭାରତୀୟ କ୍ରିକେଟ ବୋର୍ଡଦ୍ଵାରା ଜାତୀୟ ଚୟନକର୍ତା ଭାବରେ ମନୋନୀତ ହେଇଥିଲେ । 
ରଜର ବିନ୍ନୀ, ଭାରତୀୟ କ୍ରିକେଟର ରଗର ବିନ୍ନୀ ତାଙ୍କର ଉନ୍ନତ ଘରେଇ ପ୍ରଦର୍ଶନ ପରେ ଭାରତୀୟ ବିଶ୍ଵ କପ ଦଳ ପାଇଁ ଏକ ଅଳ ରାଉଣ୍ଡର ଭାବେ ୧୯୮୩ରେ ଇଂଲଣ୍ଡଠାରେ ଖେଳିଥିଲେ । ସେ ଭାରତ ଜିତ୍ୟ ଥିବା ସେହି ଟୁର୍ନାମେଣ୍ଟରେ ୧୮ଟି ୱିକେଟ ନେବା ସହ ଦରକାର ସମୟରେ ଉପଯୋଗୀ ବେଟିଙ୍ଗ କରି ଭାରତର ବିଜଯରେ ଏକ ମହତ୍ବପୂର୍ଣ ଭୂମିକା ନେଇଥିଲେ ।