Top 10 similar words or synonyms for ରକମ

ଔଷଧମ    0.779718

ରଣମ    0.749759

ଶଧରମ    0.679924

ଈମ    0.679731

ରନମ    0.666358

ଉମ    0.648455

ଶଶ    0.641584

ଗମ    0.641062

ଏକଜ    0.637259

ଳକମ    0.634946

Top 30 analogous words or synonyms for ରକମ

Article Example
ବ୍ୟାୟାମ କେତେକ ଅନୁଶୀଳନଦ୍ଵାରା ଜଣାଯାଏ, ସୁସ୍ଥ ବ୍ୟକ୍ତି ଅତ୍ୟଧିକ ବ୍ୟାୟାମ କରିବାଦ୍ଵାରା ଓପିଅଏଡ ପେପ୍‌ଟାଇଡ ପରିମାଣ ବୃଦ୍ଧି ହୁଏ ଓ ଏହା ନିଉରୋଟ୍ରାନ୍ସମିଟରମାନଙ୍କ ସହ ମିଶି ବ୍ୟାୟାମ ଜନିତ ପ୍ରଫୁଲ୍ଲତା (euphoria) ବୃଦ୍ଧି କରାଏ ଯାହା ଏକ ରକମ ନିଶା ଅଟେ ଓ ଟେସ୍ଟୋସ୍ଟିରନ ସହ ଗ୍ରୋଥ ହରମୋନ କ୍ଷରଣ ଅଧିକ କରାଏ ।
ଅପସ୍ମାର ବାତ ଅପସ୍ମାର ବାତ ରୋଗ ନିର୍ଣ୍ଣୟ ନିମନ୍ତେ କୌଣସି ନିର୍ଣ୍ଣାୟାତ୍ମକ କାରଣ ନ ଥାଇ ବାତ ମାରିବା ଆବଶ୍ୟକ । ତଥାପି କେତେକ କ୍ଷେତ୍ରରେ କେତେକ ନିର୍ଦ୍ଦିଷ୍ଟ ଉତ୍ତେଜକ(Trigger) ଯୋଗୁ ବାତ(Fits/ Seizure) ମାରେ ଯେଉଁମାନଙ୍କୁ ସ୍ଵତଃସ୍ଫୁର୍ତ୍ତ ଏପିଲେପ୍ସି କୁହାଯାଏ (Reflex epilepsy) । ଉଦାହରଣ ସ୍ଵରୁପ ପଠନ ଏପିଲେପ୍ସିରେ ପଢିବା ଏକ ଟ୍ରିଗର କାମ କରେ । ଫ୍ଲାସିଙ୍ଗ ଆଲୋକ ଯୋଗୁ ଫଟୋସେନସିଟିଭ ଏପିଲେପ୍ସି ହୁଏ । ସ୍ଵତଃସ୍ଫୁର୍ତ୍ତ ଏପିଲେପ୍ସି ଥିଲେ ମଧ୍ୟ ଟ୍ରିଗର ଯୋଗୁ ଏପିଲେପ୍ସି ହୋଇପାରେ । ପିଲାମାନଙ୍କର ହାଇପରଭେଣ୍ଟିଲେସନ ଯୋଗୁ ଚାଇଲ୍ଡହୁଡ ଆବସେନ୍ସ୍ ଏପିଲେପ୍ସି ହୁଏ । ଫ୍ଲାସିଙ୍ଗ ଆଲୋକ ଓ ହାଇପରଭେଣ୍ଟିଲେସନ କରି ଇ.ଇ.ଜି.ଦ୍ଵାରା ରୋଗ ନିର୍ଣ୍ଣୟ କରାଯାଏ । ଅନ୍ୟ ଟ୍ରିଗରମାନଙ୍କର ନାମ: ଆବେଗ(Emotional stress), ନିଦ୍ରାହୀନତା, ନିଦ୍ରା, ଉତ୍ତାପ, ଆଲକହଲ ଓ ଜ୍ଵର ଇତ୍ୟାଦି । ଟ୍ରିଗରମାନଙ୍କର ପ୍ରତିକ୍ରିୟା ଭିନ୍ନ ଭିନ୍ନ ହୋଇଥାଏ । ଋତୁସ୍ରାବ ମଧ୍ୟ ଭିନ୍ନ ରକମ ଟ୍ରିଗର କାମ କରେ ଓ ଏହାକୁ କାଟାମେନିଆଲ ଏପିଲେପ୍ସି କୁହାଯାଏ ।