Top 10 similar words or synonyms for ମହମଦ

ଅଫଜଲ    0.847154

ଜୟଲକ    0.839989

caesalpinia    0.839625

ମତଲ    0.834493

ଶତକମ    0.833735

କରଚ    0.832880

digyna    0.831680

କରଇ    0.824450

ଦରମଣ    0.822036

ୟଚକ    0.816710

Top 30 analogous words or synonyms for ମହମଦ

Article Example
ମସ୍ତାନି ମସ୍ତାନି ଥିଲେ ବୁନ୍ଦେଲଖଣ୍ଡ ରାଜା ଛତ୍ରସାଲଙ୍କ ପୁତ୍ରୀ । ଯେତେବେଳେ ଆଲହବାଦ ରାଜା ପଠାଣ ମହମଦ ଖାନ ବଙ୍ଗାଶ ବୁନ୍ଦେଳଖଣ୍ଡ ଆକ୍ରମଣ କରିଥିଲେ (୧୭୨୭-୧୭୨୮) ଛତ୍ରସାଲ ବାଜିରାଓଙ୍କୁ ଗୁପ୍ତ ସନ୍ଦେଶ ପଠେଇ ସାହାଯ୍ୟ ମାଗିଥିଲେ ।
ତୁ ମୋର ସପନ ରାଣୀ ମାନସ ସାମଲ ଏବଂ ଗ‌ଗନ ରାଉତ ଏହି ଚଳଚ୍ଚିତ୍ରର ଗୀତଗୁଡ଼ିକର ରଚନା କରିଥିଲେ । ପି. କୁମାର ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ଉଦିତ ନାରାୟଣ, ମହମଦ ଅଜିଜ୍, କୁମାର ବାପି, ପଙ୍କଜ ଜାଲ, ମାସନୀ, ସଞ୍ଜୁ, ଅସୀମା ପଣ୍ଡା, ରଶ୍ମି ଆଦି କଣ୍ଠଶିଳ୍ପୀମାନେ ଏହି ଚଳଚ୍ଚିତ୍ରର ଗୀତଗୁଡ଼ିକ ଗାଇଥିଲେ ।
ଆଖି ପଲକରେ ତୁ ଆଖି ପଲକରେ ତୁ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଶାନ୍ତିରାଜ ଖୋସଲା ଥିବା ବେଳେ ଶ୍ରୀକାନ୍ତ ଗୌତମ ଗୀତ ଗୁଡ଼ିକର ରଚନା କରିଥିଲେ । ପ୍ରମୁଖ କଣ୍ଠଶିଳ୍ପୀ ଶାନ୍ତିରାଜ ଖୋସଲା, କୁମାର ବାପି, ତପୁ ମିଶ୍ର, ମହମଦ ଅଜିଜ, ଶୁଭାଶିଷ ମହାକୁଡ଼, ସଂଘମିତ୍ରା ଜେନା, ସଞ୍ଜୁ ମହାନ୍ତି, ଶୈଳଭାମା, ଅମ୍ରିତା, ଆଦ୍ୟାଶା ଆଦି କଣ୍ଠଦାନ କରିଥିଲେ ।
ଅଦିତି ରାଓ ହୈଦରୀ ଅଦିତି ରାଓ ହୈଦରୀ ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ ଯିଏକି ହିନ୍ଦୀ ଏବଂ ତାମିଲ କଥାଚିତ୍ରରେ ଅଭିନୟ କରୁଛନ୍ତି । ସେ ହାଇଦ୍ରାବାଦରେ ମହମଦ ସାଲେଃ ଆକବର ହୈଦରୀ ଏବଂ ଜେ. ରାମେଶ୍ୱର ରାଓଙ୍କ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ୨୦୦୬ରେ ତାମିଲ କଥାଚିତ୍ର ଶ୍ରିଙ୍ଗରାମ ଜରିଆରେ ଅଭିନୟ ଜଗତରେ ପ୍ରବେଶ କରିଥିଲେ । ସେ ଏହି ଚଳଚ୍ଚିତ୍ରରେ ଜଣେ ଦେବଦାସୀ ଭାବରେ ଅଭିନୟ କରିଥିଲେ ଏବଂ ପରେ ସମୀକ୍ଷକମାନେ ତାଙ୍କ ଅଭିନୟକୁ ପସନ୍ଦ କରିଥିଲେ ।
ଅଦିତି ରାଓ ହୈଦରୀ ଅଦିତି ହାଇଦ୍ରାବାଦର ଏକ ରାଜ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ମହମଦ ସାଲେହ ଆକବର ହୈଦରୀ ଏବଂ ଜେ. ରାମେଶ୍ୱର ରାଓଙ୍କ ପରିବାରରେ ଜନ୍ମଗ୍ରହଣ କରିଥିଲେ । ଚଳଚ୍ଚିତ୍ର ନିର୍ମାତା କିରଣ ରାଓ ତାଙ୍କ ସମ୍ପର୍କୀୟା ଭଉଣୀ । ଅଦିତି ୬ ବର୍ଷ ବୟସରେ ଭାରତନାଟ୍ୟମ୍ ନୃତ୍ୟ ଶିକ୍ଷା ଆରମ୍ଭ କରିଥିଲେ । ସେ ମଦନପାଲ୍ଲେର ରିଶି ବଲ୍ଲେ ସ୍କୁଲରେ ପଢ଼ିଥିଲା ଏବଂ ପରେ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧିନରେ ଲେଡି ଶ୍ରୀ ରାମଚନ୍ଦ୍ର କଲେଜରୁ ସ୍ନାତକ ହାସଲ କରିଥିଲେ ।
ପିଲାଟା ବିଗିଡ଼ିଗଲା ଏହି ଚଳଚ୍ଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସବ୍ୟସାଚୀ ମିଶ୍ର, ଅର୍ଚ୍ଚିତା ସାହୁ, ପପୁ ପମ ପମ ଏବଂ ଲିପ୍ସା ମିଶ୍ର । ବିଜୟ ମହାନ୍ତି, କୁନା ତ୍ରିପାଠୀ, ଜୀବନ ପଣ୍ଡା, ବିରେନ ମିଶ୍ର, ସୁରେଶ ବଳ, ବି.କେ. ଯୋଶୀ, ରୋଜୀ ତ୍ରୀପାଠୀ, ଆଶିଷ ମିଶ୍ର, ଶକ୍ତି ବରାଳ, ଉମେଶ ଦାସ, ସେଲି ମିଶ୍ର, କୁସୁମ ତ୍ରିପାଠୀ, ରାଧେଶ୍ୟାମ ପାତ୍ର, ମହମଦ ଅଫଜଲ୍, ଶିନାରାୟଣ ପୂଜା ପଣ୍ଡା, ସୁଜାତା, ତନୁ, ସଂଦୀପ୍, ଦେବ୍, କମଳ, ପ୍ରିୟଙ୍କା, ରଶ୍ମୀ ମିଲି, କଣ୍ଢେଇ, ଚିଣ୍ଟୁ, ଲିପୁ, ନୀଳ, ଜ୍ୟୋତି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ତୁ ମୋର ସପନ ରାଣୀ ତୁ ମୋର ସପନ ରାଣୀ, ୨୦୧୬ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ପ୍ରଶାନ୍ତ ପାଲ ଏବଂ ତାଙ୍କ ସ‌ହ ସ‌ହ-ପ୍ରଯୋଜନା କରିଥିଲେ ଜାନ‌କୀନାଥ ପରିଡ଼ା, ସୌଭାଗ୍ୟ କୁମାର ପରିଡ଼ା । ପ୍ରଶାନ୍ତ ପାଲ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ । ପ୍ରଶାନ୍ତ ପାଲ ଏହି ଚଳଚ୍ଚିତ୍ରର କାହାଣୀ ଲେଖିଥିଲେ । ସନ୍ତୋଷ ମହାନ୍ତି ଏହି ଚଳଚ୍ଚିତ୍ରର ସଂଳାପ ଲେଖିଥିଲେ । ପି. କୁମାର ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ମାନସ ସାମଲ ଏବଂ ଗ‌ଗନ ରାଉତ ଏହି ଚଳଚ୍ଚିତ୍ରର ଗୀତଗୁଡ଼ିକର ରଚନା କରିଥିଲେ । ଉଦିତ ନାରାୟଣ, ମହମଦ ଅଜିଜ୍, କୁମାର ବାପି, ପଙ୍କଜ ଜାଲ, ମାସନୀ, ସଞ୍ଜୁ, ଅସୀମା ପଣ୍ଡା, ରଶ୍ମି ଆଦି କଣ୍ଠଶିଳ୍ପୀମାନେ ଏହି ଚଳଚ୍ଚିତ୍ରର ଗୀତଗୁଡ଼ିକ ଗାଇଥିଲେ ।