Top 10 similar words or synonyms for ମହକ

ସଦର    0.970672

ସହରଠ    0.802939

ଅନତ    0.784416

ଜପଥର    0.778642

ଜପଥ    0.775491

ଜଯପ    0.772395

ବଗଡ    0.766213

ତହସ    0.756424

ଜଧ    0.751646

ଉପକଣ    0.746932

Top 30 analogous words or synonyms for ମହକ

Article Example
ଦ ଇନ୍ଟେଲେକ୍ଟସ୍‌ ଓଡ଼ିଶାର ବାହାରେ ରହୁଥିବା ଓଡ଼ିଆଙ୍କୁ ଓଡ଼ିଶାର ମହକ ଦେବା
ପାକିସ୍ତାନୀ ଭୋଜନ ପାକିସ୍ତାନୀ ଖାଦ୍ୟ ସାଧାରଣତଃ ମହକ ଏବଂ ଅଧିକ ମସଲା ଯୁକ୍ତ ପାଇଁ ବିଖ୍ୟାତ । କେବେକେବେ କିଛି ଖାଦ୍ୟରେ ତେଲର ବହୁ ମାତ୍ରାରେ ବ୍ୟବହାର କରାଯାଇଥାଏ । ସମଗ୍ର ପାକିସ୍ତାନରେ ବନାଉଥିବା ଭୋଜନରେ କଳା ମରିଚ, ଜାୟିତ୍ରୀ, ଅଳେଇଚ, ଡାଲଚିନି, ଲବଙ୍ଗ, ଜାଇଫଳକୁ ମସଲା ରୂପେ ବ୍ୟବହାର କରାଯାଏ । ଜିରା , ଲଙ୍କା ପାଉଡର ବ୍ୟବହାରରେ ଭୋଜନକୁ ଅଳ୍ପ ରାଗ କରାଯାଏ । ବହୁ ପ୍ରକାର ସୁଗନ୍ଧ ଯୁକ୍ତ ମିଶ୍ରଣ ମସଲା ପାଉଡ଼ରରେ ପ୍ରସ୍ତୁତ ଗରମ ମସଲା ମଧ୍ୟ ବହୁ ଭୋଜନରେ ବ୍ୟବହୃତ ହୋଇଥାଏ ।
ଦ ଇନ୍ଟେଲେକ୍ଟସ୍‌ ମହକ ମୋ ମାଟିର : ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତିବର୍ଷ ଦିଲ୍ଲୀ ଓ ଦିଲ୍ଲୀ ଆଖପାଖରେ ରହୁଥିବା ଓଡ଼ିଆଙ୍କୁ ଏକତ୍ରିତ କରି ରଜପର୍ବ ପାଳନ କରାଯାଉଛି । ଏଥିରେ ଓଡ଼ିଆ ଖାଦ୍ୟ, ପାନଭଙ୍ଗା, ଝୋଟି, ଇତ୍ୟାଦି ପ୍ରତିଯୋଗିତା କରାଯାଏ ଏବଂ ପୁରଷ୍କୃତ କରାଯାଏ । ଏହା ଛଡ଼ା ଆସ ଶିଖିବା ଆମରି ଭାଷାର ଛାତ୍ର ଛାତ୍ରି ମାନଙ୍କୁ ଓଡ଼ିଶାର ଭାଷା ସଂସ୍କୃତି ବିଷୟରେ ବିଭିନ୍ନ ପ୍ରତିଯୋଗିତା କରାଯାଇଥାଏ ।
ଦ ଇନ୍ଟେଲେକ୍ଟସ୍‌ ଦ ଇଣ୍ଟେଲେକ୍ଟସ୍ ଗୋଟିଏ ସଂଗଠନ ଯାହା ଓଡ଼ିଶା ବାହାରେ ରହୁଥିବା ଓଡ଼ିଆ ପିଲାଙ୍କୁ ମାତୃଭାଷା ଶିକ୍ଷାଦେବା ଉପଲକ୍ଷେ କରାଯାଇଛି । ଏହା ଓଡ଼ିଶା ବାହାରେ ରହୁଥିବା ଓଡ଼ିଆଙ୍କୁ ନିଜ ଭାଷା, ସଂସ୍କୃତି ଏବଂ ରାଜ୍ୟ ସହିତ ଜଡ଼ିତ ରଖିବାପାଇଁ ଓଡ଼ିଶାରେ ପାଳିତ ହେଉଥିବା ମୂଖ୍ୟ କିଛି ପର୍ବପର୍ବାଣୀ ଗୁଡ଼ିକ ଭାରତର ରାଜଧାନୀ ଦିଲ୍ଲୀରେ ପାଳନ କରେ ଏହାର ମୁଖ୍ୟ କାର୍ଯ୍ୟ ଗୁଡ଼ିକ ହେଲା ଆସ ଶିଖିବା ଆମରି ଭାଷା, ସ୍ୱପ୍ନର ଓଡ଼ିଶା, ଆମରି ଭାଷା ପଥେ, ମହକ ମୋ ମାଟିର ଇତ୍ୟାଦି ।
ଆମ୍ବ ପୃଥିବୀରେ ପ୍ରାୟ ଶହେରୁ ଊର୍ଦ୍ଧ୍ଵ ପ୍ରକାରର ଆମ୍ବ ଦେଖିବାକୁ ମିଳେ । ସେମାନଙ୍କର ଆକାର, ଆକୃତି, ରଙ୍ଗ , ମହକ ଓ ସ୍ଵାଦ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ । ଜନପ୍ରିୟ ଓ ବହୁଆଦୃତ କିସମ ଭିତରେ ପ୍ରମୁଖ ହେଉଛି ଆଲଫେ।ନସୋ ( Alphonso ), ବାଇଗଣପଲି, ତୋଟାପଲି, ଆମ୍ରପଲି, ଆଖୁରସ, ନୀଲମ, ଦଶାରୀ, ଲେଙ୍ଗଡ଼ା ଓ ସିନ୍ଦୁରମୁଣ୍ଡୀ ଆଦି । ତନ୍ମଧ୍ୟରୁ ଆଲଫେ।ନସୋ କିସମ ଆମ୍ବକୁ ଆମ୍ବ ଭିତରେ ଶେ୍ରଷ୍ଠ ବୋଲି କୁହାଯାଏ । ଆମ୍ବର ମଧୁର ବାସ୍ନା, ଉତ୍ତମ ସ୍ଵାଦ, ରସାଳ ପଣ ଭଳି ଦିବ୍ୟଗୁଣ ହେତୁ, ଏହାକୁ ଦେବତାମାନଙ୍କର ପ୍ରିୟ ଫ ଳ ବୋଲି ମଧ୍ୟ ଅଭିହିତ କରାଯାଇଅଛି ।