Top 10 similar words or synonyms for ମଯ

ସଉକ    0.712304

ଏକଛତ    0.693706

ଦଳନ    0.682032

ଜୟଙ    0.680586

ଜନମ    0.675040

ଧରଙ    0.674128

ଶୟନର    0.669123

ଇଧର    0.668052

ଧରମ    0.663507

ଶଭକ    0.661557

Top 30 analogous words or synonyms for ମଯ

Article Example
ପାରାଡାଇଜ ହୋଟେଲ , ହାଇଦ୍ରାବାଦ ମଯ , ୨୦୧୩ରେ ଏହାର କର୍ମଚାରୀ ମାନେ ଜେନ ଫୁଲ ବିକାଳି ଓ ମହିଳା ବିକ୍ରେତା ମାନଙ୍କୁ  ହୋଟେଲ ପାଖରେ ହଇରାଣ ହରକତ କରୁଥିବାର ଅଭିଯୋଗ ହେଇ ଏହି ହୋଟେଲ ଚର୍ଚାରେ ଆସିଥିଲା । 
ମାରିଆମ ଭଟ୍ଟାଳିଳ ଭଟ୍ଟାଳିଳ  ଙ୍କ ପିତା ପାଇଲି ଓ ମାତା ଏଲିସବା ଭିତ୍ତଳିଳ ଥିଲେ । ସେ କେରଲ ରାଜ୍ୟରେ 1954 ମସିହାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ବପ୍ତିଜମ ସେଣ୍ଟ ଥୋମାସ ଚର୍ଚରେ 5 , ଫେବ୍ରୁୟାରୀରେ ହେଇଥିଲା । ସେ ମାଧ୍ଯମିକ ଶିକ୍ଷୟା ସମାପ୍ତ କଳା ପରେ ଫ୍ରାନସିକାନ କ୍ଲାରେଟ ଗୋଷ୍ଠୀରେ ଯୋଗଦାମ କରି 'ରାଣୀ ମାରୀୟା' ନାମ ଗ୍ରହଣ କରିଥିଲେ , ସେ ତାଙ୍କର ଚୁଡାନ୍ତ ପ୍ରତିଙ୍ଗ୍ୟା 22 ମଯ 1980ରେ ଗହନ କରିଥିଲେ । 
ରାୟଗଡ ବିମାନବନ୍ଦର 2013 ମସିହାରେ ରାଜ୍ୟ ସରକାର ଭାରତୀୟ ବିମାନ ଚଲାକଲାଳ କରତୃପକ୍ଷୀଙ୍କ ସହ ରାଜିନାମା ଭିତ୍ତିରେ ଏହାର ଉନ୍ନତିକରଣ ପାଇଁ ବ୍ୟବସ୍ଥା କରୁଛନ୍ତି । ଏହା ମଯ 2017 ସୁଦ୍ଧା କାର୍ଯ୍ୟକାରୀ ହେବାର ସମ୍ଭାବନା ରହିଛି । ଆଗାମୀ 3 ବର୍ଷରେ ଦୁଇଟି ପର୍ଯ୍ୟାୟରେ ଏହାର ବିକାଶ ହେବ। ଏହାର ରାନୱେ 1870 ମିଟର ବିଶିଷ୍ଟ ଓ ପରେ ଏହାକୁ 2000 ମିଟର କରାଯିବ । ଏଥିପାଇଁ 280 କୋଟି ତାଙ୍କର ଅଟକଳ କରା ଯାଇଛି । 
ରବୀନ୍ଦ୍ର ସରୋବର ହ୍ରଦ  ୧୯୨୦ ମସିହାର ପ୍ରାରମ୍ଭରେ କଲିକତା ଉନ୍ନୟନ ଟ୍ରଷ୍ଟ ୧୯୨ ଏକର କର୍ଦମାକ୍ତ ଜଙ୍ଗଲ ଅଞ୍ଚଳ ଅଧିଗ୍ରହଣ କଲେ ।ଏହି ଅଞ୍ଚଳକୁ ଉନ୍ନୟନ କରି ଏଠାରେ ବାସ ଗୃହ ନିର୍ମାଣର ଯୋଜନା ରାଖି ଏଥିପାଇଁ ରାସ୍ତା ଓ ପାର୍ଶ୍ଵବର୍ତୀ ଅଞ୍ଚଳ ଉନ୍ନୟନ କଲେ । ଏଠାରେ ମଧ୍ୟ ଭାଗ ଖନନ କରି ଏକ ବିଶାଳ ହ୍ରଦର ନିର୍ମାଣ କାଲେ । ଏହା ସେ ସମୟରେ ଧକୁରିଆ ହ୍ରଦ ନାମରେ ପରିଚିତ ହେଲା । ୧୯୬୮ ମଯ ମାସରେ ତାହାକୁ ରବୀନ୍ଦ୍ର ସରୋବର ନାମ ଦିଆ ଗଲା ।ଏହା ନୋବେଲ ପୁରସ୍କାର ବିଜେତା ସାହିତ୍ୟିକ ରବୀନ୍ଦ୍ର ନାଥ ଠାକୁରଙ୍କ ସମ୍ମାନାର୍ଥେ ଦିଆଯାଇଥିଲା ଓ ଏହାର ପାର୍ଶ୍ଵବର୍ତୀ ଅଞ୍ଚଳ ମଧ୍ୟ ରବୀନ୍ଦ୍ର ସରୋବ ରଞ୍ଚଲ  ଭାବରେ ପରିଚିତ ହେଲା ।