Top 10 similar words or synonyms for ଭୟର

ଅଟକ    0.659499

ରବଳ    0.657411

ଦଉଡ    0.648860

ଵସ    0.625278

ଶବକ    0.625110

ନଯ    0.621960

ଵକ    0.620649

ପଛକ    0.619702

ଏକଥ    0.616322

ଅପମ    0.615371

Top 30 analogous words or synonyms for ଭୟର

Article Example
ଫୋବିୟା ଏହି ରୋଗ ଯଦିଓ କୌଣସି କାରଣରୁ ଜନ୍ମ ନେଇ ନଥାଏ ତଥାପି ଅନେକ କ୍ଷେତ୍ରରେ ପରିସ୍ଥିତିର ଅନୁଭୂତି ହିଁ ତା’ର ଭୟର କାରଣ ହୋଇଥାଏ । ଏହାକୁ ରୋଗ ବୋଲି ଭାବି ମାନସିକ ରୋଗ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ଚିକିତ୍ସା କଲେ ଏହି ରୋଗରୁ ଉପଶମ ମିଳିଥାଏ ।
ଦୁର୍ଗା ଦୁର୍ଗା ଶବ୍ଦର ବିବିଧ ବିଶ୍ଳେଷଣ କରାଯାଇଛି।ସେଥିରୁ ଗୋଟିଏ ହେଉଛି ଦ+ଉ+ର+ଗ+ଆ । ‘ଦ’ର ଅର୍ଥ ଦୈତ୍ୟ ବିନାଶ ପାଇଁଯିଏ ଉଦ୍ଦିଷ୍ଟ, ଉ-ସମସ୍ତ ବାଧାଦାୟକ ଶକ୍ତି ଦୂର କରିବାରେ ଯିଏ ସମର୍ଥ, ର- ସମସ୍ତ ରୋଗର ଯିଏ ବିନାଶକାରୀ, ଗ-ସକଳ ପାପର ଯିଏ କ୍ଷୟକାରୀ, ଆ-ସମସ୍ତ ଭୟର ଯେ ହରଣକାରୀ । ଅନ୍ୟ ଏକ ଶବ୍ଦିକ ବିଶ୍ଳେଷଣ ହେଉଛି ଦୁର୍ଗ+ଆ।ଦୁର୍ଗର ଅର୍ଥ ବିପଦ ବା ଦୁର୍ଗତି, ଆ ଅର୍ଥ ନଷ୍ଟ କରିବା ।
ମାର୍କ ତୁଳି BBCର ତତ୍ କାଳୀନ ମୁଖ୍ୟ ନିର୍ଦେଶକ ଜନ ବିର୍ଟଙ୍କ ସହ ମନୋମାଳିନ୍ୟ କାରଣରୁ ସେ ଜୁଲାଇ ୧୯୯୪ରେ BBCରୁ ଇସ୍ତଫା ଦେଇଥିଲେ । ସେ ଆରୋପ କରିଥିଲେ ଯେ ବିର୍ଟ BBC  କୁ " ଭୟର ବାତାବରଣ" ମଧ୍ୟରେ ଚଳଉଛନ୍ତି ଓ କର୍ମଚାରୀ ମାନଙ୍କ ମନୋବଳକୁ ଦୁର୍ବଳ କରିବା ଯୋଗୁଁ BBCର ଜନପ୍ରିୟତା ହରାଉଛନ୍ତି । ସେ ସେହି ବର୍ଷ ଟ୍ରେନରେ ପାକିସ୍ଥାନ ଯିବାର ଯତ୍ରକାହାଣୀ "କରାଚିରୁ ଖଇୱର ପାସ " ନାମରେ ପ୍ରକାଶ କରିଥିଲେ । ୧୯୯୪ ପରେ ସେ ସ୍ଵାଧୀନ ଭାବରେ ସମ୍ବାଦିକତା କରିଥିଲେ ଓ ଦିଲ୍ଲୀରେ ରହିଛନ୍ତି । ବର୍ତମାନ ସେ BBC ରେଡିଓ ୪ରେ ପ୍ରସାରିତ ସାପ୍ତାହିକ ଧାରାବାହିକ " Something Understood " ଉପସ୍ଥାପକ ଭାବେ ପ୍ରସାରିତ କରୁଛନ୍ତି ।
ସ୍ୱାଧୀନତାର ୭୦ ବର୍ଷ : ହିନ୍ଦୁସ୍ତାନ-ପାକିସ୍ତାନ ବିଭାଜନ ସୂଚନା ମୁତାବକ, ଜୁନ୍ ୧୮ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ କ୍ରିକେଟର ଏକ ବଡ ମୁକାବିଲା ହୋଇଥିଲା । ଯାହାକି ଆଇସିସି ଚାମ୍ପିଆନ୍ସ ଟ୍ରଫିର ଫାଇନାଲ ମ୍ୟାଚ ଥିଲା । ଏହାକୁ ନେଇ ଉଭୟ ଦେଶରେ ଦେଖାଦେଇଥିଲା ଜବରଦସ୍ତ ପାଗଳାମୀ । ତେବେ ଏହି ମ୍ୟାଚ୍ ଦକ୍ଷିଣ ଏସିଆରେ ନୁହେଁ ବରଂ ଲଣ୍ଡନରେ ଖେଳାଯାଇଥିଲା । କାରଣ ଉଭୟ ଦେଶ ମଧ୍ୟରେ ସୃଷ୍ଟି ହୋଇଥିଲା ଭୟର ବାତାବରଣ । ଏହା ମଧ୍ୟରେ ପାଖାପାଖି ୧୦ ବର୍ଷ ବିତିଯାଇଛି । ଯାହାକି ଉଭୟ ଦେଶ ନିଜର ଘରୋଇ ମଇଦାନରେ ପରସ୍ପର ମଧ୍ୟରେ ଶେଷ ଥର ପାଇଁ ଟେଷ୍ଟ ମ୍ୟାଚ୍ ଖେଳିଥିଲେ । ତେବେ ଏହି ଦୂରତା ଜଣାଇ ଦିଏ କି, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଥିବା ସଂପର୍କ କେତେଯେ ତିକ୍ତତାପୂର୍ଣ୍ଣ ଏବଂ କେତେଯେ ଅବିଶ୍ୱାସନୀୟ ବୋଲି ।