Top 10 similar words or synonyms for ଭଗତ

ରହଲ    0.776358

କନକଲତ    0.768824

ରକତ    0.764953

ଚଘର    0.758344

ଜୟଶ    0.757620

ହରଭଜନ    0.753195

ନବଜନ    0.750236

ଘନଶ    0.749742

ହରନ    0.746429

ଉମର    0.741477

Top 30 analogous words or synonyms for ଭଗତ

Article Example
ଚେତନ ଭଗତ ଲେଖାଲେଖି କରିବାରେ ତାଙ୍କର ପ୍ରବଳ ନିଶା ଥିବାରୁ ସେ ବ୍ୟାଙ୍କ ଚାକିରି ଛାଡି ସିଧା ମୁମ୍ୱାଇ ଚାଲିଆସିଥିଲେ । ୨୦୦୪ରେ ଚେତନଙ୍କ ପ୍ରଥମ ପୁସ୍ତକ "ଫାଇଭ ପଏଣ୍ଟ ସମୱାନ" ଯୁବଗୋଷ୍ଠୀଙ୍କ ମଧ୍ୟରେ ବେଶ ଲୋକପ୍ରିୟ ହୋଇଥିଲା। ଏହି ପୁସ୍ତକଟି ତାଙ୍କ ଆଇଆଇଟି ଛାତ୍ର ଜୀବନ ଉପରେ ଆଧାରିତ ଥିଲା । ଏହି ପୁସ୍ତକଟି ଚେତନଙ୍କ ଜୀବନର ଟର୍ଣ୍ଣିଂ ପଏଣ୍ଟ ଥିଲା । ଏହି ପୁସ୍ତକ ଉପରେ ଆଧାରିତ ଅମିର ଖାନଙ୍କ ଅଭିନୀତ "ଥ୍ରି ଇଡିଅଟସ" ଫିଲ୍ମ ଲୋକପ୍ରିୟତାର ଶିର୍ଷରେ ଥିଲା। ୨୦୦୫ରେ ଚେତନଙ୍କ ଦ୍ୱିତୀୟ ବହି "ୱାନ ନାଇଟ୍ ଆଟ୍ ଦ କଲ୍ ସେଣ୍ଟର "ବହି ଆସିଥିଲା । ସେହି ବହିକୁ ଆଧାର କରି ହିନ୍ଦୀ ଚଳଚ୍ଚିତ୍ର "ହ୍ୟାଲୋ" ନିର୍ମାଣ କରାଯାଇଥିଲା। ଏହାର ତିନି ବର୍ଷ ପରେ "ଦ ଥ୍ରୀ ମିଷ୍ଚେକସ୍ ଅଫ୍ ମାଇଁ ଲାଇଫ୍ "ବଜାରକୁ ଆସିଲା । ଏହି ବହି କ୍ରିକେଟ୍, ରାଜନୀତି ଓ ପ୍ରେମର ତ୍ରିକୋଣୀୟ ପ୍ରେମ ସମ୍ପର୍କ ଉପରେ ଆଧାରିତ । ଏହା ଉପରେ ହିନ୍ଦୀ ଚଳଚ୍ଚିତ୍ର କାଇ ପୋଚେ ନିର୍ମାଣ ହୋଇ ବେଶ ଚର୍ଚ୍ଚାରେ ରହିଥିଲା । ଚେତନଙ୍କ ପୁସ୍ତକ ଟୁ ଷ୍ଟେଟସ୍ ଉପରେ ମଧ୍ୟ ଏକ ଚଳଚ୍ଚିତ୍ର ନିର୍ମାଣ ହେଉଛି । ଏହା ୨୦୧୪ରେ ମୁକ୍ତିଲାଭ କରିବ । ଏଥିରେ ଆଲିଆ ଭଟ୍ଟ ଓ ଅର୍ଜୁନ କପୁର ଅଭିନୟ କରୁଛନ୍ତି । ଏହାପରେ ଟୁ ଷ୍ଟେଟସ୍ - ଦ ଷ୍ଟୋରି ଅଫ୍ ମାଇଁ ମ୍ୟାରେଜ୨୦୦୯, ରିଭଲ୍ୟୁସନ୍ ୨୦୨୦ ୨୦୧୧ ଓ ହ୍ୟାଟ୍ ୟଙ୍ଗ ଇଣ୍ଡିଆ ଓ୍ୱାଣ୍ଟସ୍ ୨୦୧୨ ଆସିଥିଲା । ଚେତନଜଣେ ମୋଟିଭେସନାଲ ସ୍ପିକର ମଧ୍ୟ । ସେ ଆଇଆଇଟି ଓ ମ୍ୟାନେଜମେଣ୍ଟର ଛାତ୍ର ମାନଙ୍କୁ ଅନେକ ସମୟରେ ଉଦବେଧନ ଦେଇଥାନ୍ତି। ଚଳଚ୍ଚିତ୍ରଜଗତରେ ମଧ୍ୟ ସେ କବଜା କରିସାରିଲେଣି । ହ୍ୟାଲୋ, ଥ୍ରି ଇଡିଅଟସ ଓ କାଇପୋଚେ ଫିଲ୍ମ ତାଙ୍କ ରଚିତ ପୁସ୍ତକ ଗୁଡିକ ଉପରେ ତିଆରି ହୋଇଛି । ଚେତନ ହ୍ୟାଲୋ ଫିଲ୍ମ ପରେ ଏବେ କିକ୍ର କାହାଣୀ ଲେଖୁଛନ୍ତି। ଚେତନ କେବଳ ଉପନ୍ୟାସ ମଧ୍ୟରେ ନିଜକୁ ସିମିତ ରଖିନାହାନ୍ତି ଜଣେ ସମାଜ ସଚେତକ ଭାବେ ସେ ବିଭିନ୍ନ ସମ୍ୱାଦପତ୍ରରେ ସାମାଜିକ ପ୍ରସଙ୍ଗ ଉପରେ ଆଲୋକପାତ କରିଥାନ୍ତି । ତାଙ୍କର ଲେଖା ଉପରେ ଅନେକଥର ସଂସଦରେ ତର୍କ ବିତର୍କ ମଧ୍ୟ ହୋଇଛି । ଅତି ସାଧାରଣ ଭାବେ ପ୍ରତ୍ୟେକ ଜିନିଷକୁ ବର୍ଣ୍ଣନା କରିବାର ଶୈଳି ପାଇଁ ଭାରତୀୟ ଯୁବପିଢି ଚେତନଙ୍କ ବହି ଗୁଡିକ ପ୍ରତି ବହୁ ମାତ୍ରାରେ ଆକୃଷ୍ଟ ହେଉଛନ୍ତି । ତେବେ ଷ୍ଟାର ଆଙ୍କର ହଣ୍ଟ ନାମକ ଏକ ଟେଲିଭିଜନ କାର୍ଯ୍ୟକ୍ରମରେ ବିଚାରପତି ମଧ୍ୟ ହୋଇଥିଲେ ।କମେଡି ନାଇଟ୍ ଉଇଥ୍ କପିଲ୍ରେ ମଧ୍ୟ ସେ ଅଂସଗ୍ରହଣ କରିଥିଲେ ।
ପୁରଣ ଭଗତ ତାରାଗଡ ମନ୍ଦିର ସ‌ହ ଜାନ୍ଦିୟାଲମାନେ ଆଗ୍ରା, ଜମ୍ମୁ ଓ ଉଦ୍ଧମ‌ପୁରଠାରେ ମଧ୍ୟ ମନ୍ଦିର ତିଆରି କରିଥିଲେ । ଉଦ୍ଧମ୍ପୁର ନ୍ଗରି ମଧ୍ୟ ଦେବିକା ଙ୍ଗରୀ ବୋଲି ଜଣାଶୁଣା । ଏହି ମନ୍ଦିର ଫଙ୍ଗ୍ଯାଲ ବାଇ ପାସ୍ ରାସ୍ତାରେ ଅବସ୍ଥିତ । ବୁଦ୍ଧ ପୂର୍ଣ୍ଣିମା ଓ କାର୍ତ୍ତିକ ପୁର୍ଣ୍ଣିମାରେ ଫୁରଣ ଭଗତଙ୍କ ପୂଜା ହୁଏ ।
ଭଗତ ସିଂହ ଭଗତ ସିଂହ ( ଜନ୍ମଦିନକୁ ନେଇ ବିବାଦ ଦେଖାଦିଏ. ସାଧାରଣତଃ ଧରାଯାଏ ତାଙ୍କର ଜନ୍ମ ୨୭ ବା ୨୮ ସେପ୍ଟେମ୍ବର ୧୯୦୭, କେତେଜଣ ବିଶ୍ଵାସ କରନ୍ତି ଯେ ଏହା ୧୯ ଅକ୍ଟୋବର ୧୯୦୭ ।
ଚେତନ ଭଗତ ଏପ୍ରିଲ ୨୨ , ୧୯୭୪ରେ ନୂଆ ଦିଲ୍ଲୀର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବାପା ଜଣେ ଆର୍ମି ମ୍ୟାନ ଓ ମା ସରକାରୀ କର୍ମଚାରୀ ଥିଲେ ।
ପୁରଣ ଭଗତ ପୂରଣ ମଧ୍ୟ ବାବା ସ‌ହଜ ନାଥ ଜି ନାମରେ ଏକ ହିନ୍ଦୁ ଜାତି ଜାନ୍ଦିୟାଲ୍‌ଙ୍କ ମୁଖ୍ୟ ହେଲେ । ଜାନ୍ଦିୟାଲ୍‌ମାନେ ବର୍ଷକୁ ଦୁଇ ଥର ଗୁରୁ ପୂର୍ଣ୍ଣିମାରେ ଏକାଠି ହୁଅନ୍ତି ଓ ପୂରଣ ଭାଗତଙ୍କ ପୂଜା କରନ୍ତି । ବାବା ସ‌ହଜ ନାଥ ଜୀଙ୍କ ବର୍ତ୍ତମାନ ପାକିସ୍ତାନରେ ଅଛି । ଜାନ୍ଦିୟାଲ୍‌ମାନେ ଭାରତ ବିଭାଜନ ପରେ ଦିନାଗର ନିକଟରେ ତାରାଗରଠାରେ ଏକ ମନ୍ଦିର ତୋଲାଇଥିଲେ ଏବଂ ଏକ ତୃତୀୟ ମନ୍ଦିର ଦୋରାଙ୍ଗଲାଠାରେ ।
ପୁରଣ ଭଗତ ଜାନ୍ଦିୟାଲ୍ ପରିବାର ଯେଉଁମାନେ ପାକିସ୍ତାନରୁ ଆସିଥିଲେ, ତାରାଗଡ ମନ୍ଦିର ନିର୍ମାଣ ପାଇଁ ବାଲି ନେଇ ଆସିଥିଲେ । ଭାରତର ସବୁ ଯାଗାରୁ ଲୋକେ ଏଠାକୁ ଗୁରୁ ପୂର୍ଣ୍ଣିମା ଦିନ ଆସନ୍ତି।
ପୁରଣ ଭଗତ ପୁରନ ଭଗତ ଜଣେ ପଞ୍ଜାବୀ ତପସ୍ୱୀ ଓ ସେଲକୋଟର ରାଜକୁମାର ଥିଲେ । ଆଜି ସେ ବାବା ସ‌ହଜ ନାଥ ଜୀଙ୍କ ରୂପେ ପୂଜା ପାଉଛନ୍ତି ।
ପୁରଣ ଭଗତ ସେ ରାଜା ସେଲବାନଙ୍କ ପ୍ରଥମ ରାଣୀ ଇଚ୍ଛିରାଙ୍କ ଠାରୁ ଜନ୍ମ ହୋଇଥିଲେ । ଜ୍ୟୋତିଷମାନଙ୍କ କ‌ହିବା ଅନୁଯାୟୀ ତାଙ୍କୁ ଜୀବନର ପ୍ରଥମ ୧୨ ବର୍ଷ ପର୍ଯ୍ୟନ୍ତ ରାଜ୍ୟ ବାହାରେ ରଖା ଯାଇଥିଲା । ଏହା ମଧ୍ୟ କୁହାଯାଏ ରାଜା ତାଙ୍କ ପୁଅର ମୁଖ ମଧ୍ୟ ଦେଖିନଥିଲେ । ପୂରଣ ବାହାରେ ଥିବା ବେଲେ ରାଜା ଆଉ ଏକ ଯୁବତୀ ଲୁନାଙ୍କୁ ବାହା ହୋଇଥିଲେ, ଯେ କି ଏକ ନୀଚ୍ଚ ଜାତିର ଥିଲେ । ୧୨ ବର୍ଷ ଏକୁଟିଆ ରହିବା ପରେ ପୂରଣ ରାଜମହଲକୁ ଫେରିଥିଲେ । ସେଠାରେ ଲୁନା ପୂରଣଙ୍କ ପ୍ରତି ଆକର୍ଷିତ ହୋଇଥିଲେ, ଯେ ତାଙ୍କରି ବୟସର ଥିଲେ । ଲୁନାଙ୍କର ସାବତ ପୁଅ ହୋଇଥିବାରୁ, ପୂରଣ ଲୁନାଙ୍କ ଅନୁରୋଧ ଏଡ଼ାଇ ଦେଇଥିଲା । ଆହତ ଲୁନା ପୂରଣଙ୍କ ନାଁରେ ସମ୍ମାନ ହାନିର ଅଭିଯୋଗ ଆଣିଲେ ।
ପୁରଣ ଭଗତ ପୂରଣଙ୍କୁ ଅଙ୍ଗଚ୍ଚେଦନଦ୍ୱାରା ମୃତ୍ୟୁ ଦଣ୍ଡାଦେଶ ମିଳିଲା । ସୈନ୍ୟମାନେ ତାଙ୍କ ହାତ ଗୋଡ କାଟି ଏକ କୂଅ ମଧ୍ୟରେ ପକାଇ ଦେଲେ । ଏକ ଦିନ ଗୁରୁ ଗୋରଖନାଥ ତାଙ୍କ ଶିଷ୍ଯଙ୍କ ସ‌ହ ସେହିବାଟ ଦେଇ ଯାଉଥିବା ବେଳେ କୂଅ ମଧ୍ୟରୁ ତାଙ୍କ ସ୍ୱର ଶୁନି ପାରିଲେ । ସେ ତାଙ୍କୁ ଏକ ଦଉଡି ଓ ଅରନ୍ଧା ମାଟି ପାତ୍ରଦ୍ୱାରା ବାହାରକୁ ଆଣିଲେ । ପରେ ସେ ବାବା ଗୋରଖନାଥଙ୍କଦ୍ୱାରା ପୋଷ୍ୟ ହେଲେ । ପୂରନ ନିଜେ ଜଣେ ଯୋଗୀ ହେଲେ ।
ଚେତନ ଭଗତ ପ୍ରଖ୍ୟାତ ଔପନ୍ୟାସିକ ତଥା ଲେଖକ ଏବଂ ପ୍ରେରଣାଦାୟୀ ବକ୍ତା ଚେତନ ଭଗତ ଆଜି ଭାରତୀୟ ଯୁବପିଢିଙ୍କ ରୋଲ୍ ମଡେଲ୍ । ଚେତନଙ୍କ ଲିଖିତ ୬ଟି ପୁସ୍ତକ" ଫାଇଭ୍ ପଏଣ୍ଟ ସମୱାନ୍ ", " ୱାନ୍ ନାଇଟ୍ ଆଟ୍ କଲ୍ ସେଣ୍ଟର୍ ", "ଦ ଥ୍ରି ମିଷ୍ଟଟେକ୍ ଅଫ୍ ମାଇଁ ଲାଇଫ୍" ," ଟୁ ଷ୍ଟେଟସ୍ , ଓ ରିଭଲ୍ୟୁସନ୍ ୨୦୨୦ : ଲଭ୍ , କରପସନ୍ ଆଣ୍ଡ ଆମ୍ବିସନ୍,ହାଫ୍ ଗାଲଫ୍ରେଣ୍ଡ୍ "। ୨୦୧୦ରେ ସେ ଟାଇମ୍ସର ୧୦୦ ଜଣ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ତାଲିକାରେ ସ୍ଥାନ ପାଇଥିଲେ ।