Top 10 similar words or synonyms for ବରର

ବର    0.736228

ଷରର    0.699034

ଘଟ    0.638554

ନଠ    0.603549

ଗଣନ    0.587980

ଅଗଷ    0.585197

ଣମ    0.584984

ଆରମ    0.581948

ଷୟ    0.573760

ପରଲ    0.568314

Top 30 analogous words or synonyms for ବରର

Article Example
ବିବାହ କନ୍ୟା ଓ ବରର ପରସ୍ପର ଅନୁରାଗ ବଶତଃ ମିଳନ । ମିଳନ ପରେ ହୋମାଦି ବିଧି ସମ୍ପାଦନ ପୂର୍ବକ ବିବାହ ସିଦ୍ଧ ହୁଏ ।
କାନ୍ଦଣା ଗୀତ ଆଗ କାଳରେ ଝିଅଟିଏ ବିବାହ ଆଗରୁ ବରକୁ ଦେଖିବାର ସୁଯୋଗ ପାଇନଥିବାରୁ ମନରେ ଭାବୀ ସ୍ୱାମୀକୁ ନେଇ ମନରେ ସ୍ୱପ୍ନ ଦେଖିଥାଏ । ବର ଆସି ପହଞ୍ଚିବା ପରେ ସେ ଯଦି ବରର ଝଲକ ଦେଖିବାକୁ ପାଇଥାଏ ଓ ବର ତା ସ୍ୱପ୍ନର ପୁରୁଷ ପରି ହୋଇନଥାଏ, ତେବେ ସେ ତା ବାନ୍ଧବୀ ବା ବୋଉକୁ ଧରି କାନ୍ଦିଥାଏ ।
ସାରଳା ଦାସ ଦ୍ଵାପର ଯୁଗର କଥା । ଶ୍ରୀକୃଷ୍ଣ ଶିଆଳି ଲତାରେ ଚୁପ ଚାପ ଶୋଇଥିଲେ । ଏଇ ସମୟରେ ସେ ବଣକୁ ମୃଗୟା ଉଦ୍ଦେଶ୍ୟରେ ଆସିଥିବା ଜାରାଶବର ଲତା ଗହଳିରେ ଶ୍ରୀକୃଷ୍ଣର ପାଦ ଯୋଡିକୁ ଦେଖି ମୃଗୁଣୀର କାନ ବୋଲି ଭାବିଲା ଏବଂ ଶର ବିନ୍ଧିଲା । ପାଖକୁ ଯାଇ ଦେଖେ ତ ସେ ଦ୍ଵାରିକାଧିପତି ଶ୍ରୀକୃଷ୍ଣ । ଜାରା ପ୍ରଭଙ୍କର ମହିମା ଆଗରୁ ଜାଣିଥିଲା, ଏବେ ଶ୍ରୀକୃଷ୍ଣଙ୍କର ହତ୍ୟାର କାରଣ ହୋଇଥିବାରୁ ସେ ନିଜକୁ ଖୁବ ଧିକ୍କାର କଲା । ମାତ୍ର ଏହା ଥିଲା ବିଧିର ବିଧାନ - ଜାରା ପୁର୍ବ ଜନ୍ମରେ ମାଗିଥିବା ବରର ମନସ୍କାମନା ପୁରଣ ମାତ୍ର ।
କଉଡ଼ି ଖେଳ ଏହାର ପ୍ରଚଳନ ଆଧୁନିକ ଯୁଗରେ ମଧ୍ୟ ରହିଛି। ପ୍ରାୟ ପ୍ରତ୍ୟେକ ହିନ୍ଦୁ ବାହାଘରେ (ହସ୍ତଗଣ୍ଠି ପରେ) ବରକନ୍ୟା କଉଡ଼ି ଖେଳିଥାନ୍ତି। ଘରର ଜଣେ ବୟୋଜ୍ୟେଷ୍ଠା ସ୍ତ୍ରୀକୁ ବିଚାରକ କରାଯାଏ ଓ ବରର ସାନ ଭଊଣୀ ବା ଅନ୍ୟ ସାନ ଝିଅ ମାନେ ସେମାନଙ୍କୁ କଉଡ଼ି ଖେଳାଇ ଥାଆନ୍ତି। କଉଡ଼ି ଘରକୁ ଧନଧାନ୍ୟ ଓ ସୁଖ ସନ୍ତୋଷ ଆଣି ଦେବ ବୋଲି ସାଧାରଣରେ ବିଶ୍ୱାସ ରହିଥାଏ। ଏହି ଖେଳରେ ପ୍ରଥମେ ବର କଉଡିଟିକୁ ତାର ଗୋଟିଏ ହାତର ମୁଠାରେ ଜାବୁଡ଼ି ଧରେ ଓ କନ୍ୟା ନିଜର ଦୁଇହାତ ସାହାଯ୍ୟରେ ସେହି ମୁଠାକୁ ଫିଟାଇ କଉଡ଼ି ନେବାକୁ ଚେଷ୍ଟା କରିଥାଏ। ଏହାର ପରବର୍ତ୍ତୀ ପର୍ଯ୍ୟାୟରେ କନ୍ୟା ନିଜର ଦୁଇହାତରେ କଉଡ଼ିକୁ ମୁଠାଇ ଧରେ ଓ ବର ତାର ଗୋଟିଏ ହାତରେ କନ୍ୟା ହାତରୁ କଉଡ଼ି ନେବାକୁ ଚେଷ୍ଟା କରେ।
କୁନ୍ତୀ ଯଦୁବଂଶୀ ରାଜା ଶୁରସେନଙ୍କ ପୃଥା ନାମକ କନ୍ୟା ଓ ବସୁଦେବ ନାମକ ପୁତ୍ର ଥିଲା । କୁନ୍ତଭୋଜ ସନ୍ତାନହୀନ ଥିବାରୁ ରାଜା ଶୁରସେନ ନିଜ କନ୍ୟା ପୃଥାଙ୍କୁ ଦାନ କରିଦେଇଥିଲେ । କୁନ୍ତଭୋଜ ପୃଥାଙ୍କୁ ପାଳନ ପୋଷଣ କରିବାରୁ ତାଙ୍କୁ କୁନ୍ତୀ ନାମରେ ପରିବର୍ତ୍ତିତ କରାଇଲେ । କୁନ୍ତୀଙ୍କ ବିବାହ ପାଣ୍ଡୁଙ୍କ ‍‍ସହିତ ହେଲା । କୁନ୍ତୀ ବାଲ୍ୟବସ୍ଥାରେ ଋଷି ଦୁର୍ବାସାଙ୍କୁ ସେବା କରୁଥିଲେ । କୁନ୍ତୀଙ୍କ ସେବାରେ ପ୍ରସନ୍ନ ହୋଇ ଦୁର୍ବାସା ଋଷି ତାଙ୍କୁ ଏକ ମନ୍ତ୍ର ଦେଇଥିଲେ ଯେଉଁ ଦେବତାଙ୍କୁ ଏହି ମନ୍ତ୍ର ମାଧ୍ୟମରେ ଆହ୍ୱାନ କରିବେ ସେ ପୁତ୍ର ପ୍ରାପ୍ତ କରିପାରିବେ । ଦୁର୍ଭାଗ୍ୟବଶତଃ କୁନ୍ତୀ ଏହି ବରର ପ୍ରୟୋଗ ସଂପୂର୍ଣ୍ଣଭାବେ ବୁଝିପାରିନଥିଲେ । ବାଲ୍ୟ ଚପଳାମୀ ଯୋଗୁଁ କୌତୁହଳ ବଶତଃ କୁନ୍ତୀ ଦୁର୍ବାସାଙ୍କ ମନ୍ତ୍ର ଉଚ୍ଚାରଣ କରି ସୂର୍ଯ୍ୟ ଦେବତାଙ୍କୁ ଆହ୍ୱାନ କଲେ । ମନ୍ତ୍ର ଅବ୍ୟର୍ଥ ହୋଇଥିବାରୁ ସୂର୍ଯ୍ୟଙ୍କ ଔରସରୁ ଏକ ପୁତ୍ରସନ୍ତାନ ଲାଭକଲେ ଏବଂ ସୂର୍ଯ୍ୟଙ୍କ ବର ପ୍ରଭାବରୁ ପୁନର୍ବାର କୁମାରୀତ୍ଵ ଲାଭକଲେ । କୁହାଯାଏ କୁନ୍ତୀ ପ୍ରାପ୍ତ ବୟସ ହୋଇନଥିବାରୁ ପୁତ୍ରଟି କର୍ଣ୍ଣବାଟେ ଜନ୍ମହୋଇ ଥିବାରୁ ସୂର୍ଯ୍ୟଙ୍କ ପୁତ୍ରର ନାମ କର୍ଣ୍ଣ ନାମରେ ନାମିତ କରାଯାଇଥିଲା । କିନ୍ତୁ, କେତେକ ଯୁକ୍ତି ବାଢନ୍ତି ଯେ କନ୍ୟା ସଂକ୍ରାନ୍ତିରେ ଜନ୍ମହୋଇଥିବାରୁ ନାମଟି ଏପରି ରଖାଯାଇଛି ।ଯାହା ଫଳରେ ଅଙ୍ଗରାଜ କର୍ଣ୍ଣ ଜନ୍ମ ହେଲେ । ମହାରାଜ ପାଣ୍ଡୁ ଦ୍ଵିତୀୟ ବିବାହ ମଦ୍ରଦେଶ ରାଜକୁମାରୀ ମାଦ୍ରୀଙ୍କ ସହ କଲେ । ଦିନେ ମହାରାଜା ପାଣ୍ଡୁ ବନରେ ବୁଲୁଥିବା ବେଳେ ଋଷି କନ୍ଦମ ଏବଂ ତାଙ୍କ ପତ୍ନୀ ହରିଣ ରୂପରେ ସମ୍ଭୋଗରେ ଲିପ୍ତ ସମୟରେ ବାଣ ଚଳାଇଥିଲେ ଯାହା ଫଳରେ ଋଷି କିନ୍ଦମଙ୍କ ମୃତ୍ୟୁ ହୋଇଥିଲା । ମୃତ୍ୟୁ ପୂର୍ବରୁ ରାଜା ପାଣ୍ଡୁଙ୍କୁ ଅଭିଶାପ ଦେଲେ ଯେ ତୁମର ମୃତ୍ୟୁ ଆମ ଭଳି ହେବ । ଏହି ଅଭିଶାପ ପାଇ ରାଜା ପାଣ୍ଡୁ ରାଜତ୍ୟାଗ କରି ପତ୍ନୀ କୁନ୍ତୀ ଓ ମାଦ୍ରୀଙ୍କ ସହ ବନରେ ରହିବାକୁ ଲାଗିଲେ । ଋଷି ଦୁର୍ବାସାଙ୍କଠାରୁ କୁନ୍ତୀ ପାଇଥିବା ମନ୍ତ୍ର ବିଷୟରେ ପାଣ୍ଡୁ ଜାଣିବାକୁ ପାଇଲେ । ସେ କୁନ୍ତୀଙ୍କୁ କହିଲେ ତୁମେ ସେହି ମନ୍ତ୍ର ମାଧ୍ୟମରେ ଧର୍ମରାଜଙ୍କୁ ଆହ୍ଵାନ କର । ଯେପରି କୁନ୍ତୀ ମନ୍ତ୍ର ଆହ୍ଵାନ କରି ଧର୍ମରାଜଙ୍କୁ ଡାକିଲେ । ତାଙ୍କ ଔରସରୁ ଧର୍ମରାଜ ଯୁଧିଷ୍ଠିର ଜନ୍ମ ହେଲେ ସେହିପରି ବାୟୁରୁ ମହାବଳୀ ଭୀମ, ଇନ୍ଦ୍ରଙ୍କଠାରୁ ଅର୍ଜୁନ ଜନ୍ମ ଗ୍ରହଣ କଲେ । ମାଦ୍ରୀ ମଧ୍ୟ ସେହି ମନ୍ତ୍ର ମାଧ୍ୟମରେ ଅଶ୍ୱିନୀ କୁମାରଙ୍କୁ ଆବାହାନ କରିବାଦ୍ଵାରା ନକୁଳ ଓ ସହଦେବ ଜନ୍ମ ହେଲେ ।