Top 10 similar words or synonyms for ବଦଳ

ବଦଳର    0.797422

ଫଳର    0.790450

ଭଲ    0.789858

ଦରକ    0.768385

ଆଗର    0.759318

ଏତ    0.742487

ଇଗଲ    0.735040

ରଣର    0.733807

ଭୟ    0.733106

ଆଉ    0.726036

Top 30 analogous words or synonyms for ବଦଳ

Article Example
ଆର୍ଥ୍ରାଇଟିସ ପ୍ରଭାବିତ ଗଣ୍ଠିକୁ ବିଶ୍ରାମ ଦିଆଯାଏ ଓ ଥଣ୍ଡା ଓ ଗରମ ସେକ ବଦଳ କରି ଦିଆଯାଏ । ଓଜନ ହ୍ରାସ ଓ ବ୍ୟାୟାମ ମଧ୍ୟ ଉପକାରରେ ଆସେ । ଯନ୍ତ୍ରଣା ନିବାରଣ ନିମନ୍ତେ ଆଇବୁପ୍ରୋଫେନ୍ ଓ ପାରାସେଟାମୋଲ ଦିଆଯାଇପାରେ । କେତେକ ସ୍ଥଳରେ ଗଣ୍ଠି ବଦଳ ମଧ୍ୟ କରାଯାଏ ।
କୋୟା ପ୍ରତ୍ୟେକଙ୍କ ଘରେ ଶତାଧିକ ଗୋରୁ ଥାଆନ୍ତି ୤ ବିବାହ ସମୟରେ କନ୍ୟାସୁନା ବାବଦରେ ଓ ଲୁଗାପଟା କିଣିଲା ବେଳେ ଏମାନେ ଗୋରୁ ବଦଳ କରିଥାନ୍ତି ୤
ଅଭିଗମ୍ୟତା ବଦଳ କିମ୍ବା ଖାପ ଖୁଏଇବା, ଆଗରୁ ଥିବା ଯନ୍ତ୍ରର ପଦ୍ଧତି, କିମ୍ବା ଆଗରୁ ଥିବା ଯନ୍ତ୍ରର ନୂଆ ବ୍ୟବହାର ହେଲା ଅନୁକୂଳ ପ୍ରଯୁକ୍ତି । ଉଦାହରଣଗୁଡ଼ିକ ହେଲା ରିମୋଟ କଣ୍ଟ୍ରୋଲର ବ୍ୟବହାର, କିମ୍ବା କାମ ସମ୍ପୂର୍ଣ୍ଣ କରିବାରେ ଚଳନ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ପାଇଁ କମ୍ପ୍ୟୁଟରର ୱାର୍ଡ଼ ପ୍ରୋସେସିଂ ପ୍ରୋଗ୍ରାମରେ ଅଟୋକମ୍ପ୍ଲିଟ (ଶବ୍ଦ ପୂରଣ) ସୁବିଧା । ହୁଇଲ ଚେୟାର ଟାୟାରକୁ ବଦଳ ଆଉ ଏକ ଉଦାହରଣ । ଟାୟାରକୁ ଓସାରିଆ କଲେ ହୁଇଲ ଚେୟାର ବ୍ୟବହାରକାରୀମାନେ ନରମ ପୃଷ୍ଠଭୂମି ଯଥା ଗଭୀର ସ୍କି ପାହାଡ଼ ଓ ବାଲି ବେଳାଭୂମି ଆଦିକୁ ଯାଇପାରିବେ ।
କମ୍ପ୍ୟୁଟର କିବୋର୍ଡ଼ ଗୋଟିଏ ଅପରେଟିଂ ସିଷ୍ଟମରେ ଅଲଗା ଅଲଗା ପ୍ରକାରର କିବୋର୍ଡ଼କୁ ଇନଷ୍ଟଲ କରିହେବ ଓ ସେମାନଙ୍କ ଭିତରେ ବଦଳ ମଧ୍ୟ କରିହେବ । ଏହି ବଦଳ ଅପରେଟିଂ ସିଷ୍ଟମର କାର୍ଯ୍ୟ ପ୍ରଣାଳୀକୁ ଉପଯୋଗ କରି ହେଇପାରେ ଅଥବା ବାହାର ଉପଯୋଗଦ୍ଵାରା ହେଇପାରେ । Microsoft Windows, Ubuntu, Linux, and Mac ଅପରେଟିଂ ସିଷ୍ଟମ ଗୁଡ଼ିକ କିବୋର୍ଡର ପ୍ରକାରକୁ ନିଜେ ନିଜେ ବାଛିବାର କ୍ଷମତା ପାଇଥାନ୍ତି କି କେଉଁ କିବୋର୍ଡ଼ ସେମାନଙ୍କ ପାଇଁ ଉପଯୁକ୍ତ ହେବ।
ସିଗେଲୋସିସ ଚାରି ପ୍ରକାର ନିର୍ଦ୍ଦିଷ୍ଟ ସିଗେଲା ଜୀବାଣୁ ଏହି ରୋଗ କରିପାରନ୍ତି । ସଂକ୍ରମିତ ମଳ () ସଂସ୍ପର୍ଶରେ ଆସିଲେ ଏହି ରୋଗ ବ୍ୟାପେ । ପ୍ରଦୂଷିତ ଖାଦ୍ୟ, ଜଳ ଓ ହାତ ମାଧ୍ୟମରେ ଏହା ବ୍ୟାପେ ମାଛିଦ୍ୱାରା () ବା ଡାଇପର ବଦଳ ସମୟରେ ମଧ୍ୟ ଏହା ବ୍ୟାପେ । ମଳ କଲଚର () କରି ଏହି ରୋଗର ପୁଷ୍ଟି କରାଯାଏ ।
କ୍ଲାଉଡ଼ ଟେକ୍ନୋଲୋଜି ୧. ଚାହିଦା ହିସାବରେ ନିଜସ୍ଵ ସେବା - ଯେ କୌଣସି ଗ୍ରାହକ ନିଜ ଦରକାର ହିସାବରେ ନିଜର କ୍ଲାଉଡ଼ର ଷ୍ଟୋରେଜ, କଂପ୍ୟୁଟିଂଗ୍ କ୍ଷମତା, ସର୍ଭରର ଟାଇମ ଓ ଅନ୍ୟ ବ୍ୟବହାରକାରୀଙ୍କ ସହିତ ପାରସ୍ପରିକ କ୍ରିୟାର କ୍ଷମତାକୁ ଉନ୍ନତମାନ କରାଯାଇପାରିବ ଅନ୍ୟଥା ବଦଳ ମଧ୍ୟ କରାଯାଇପାରିବ ।
ଫିଟାଲ ଆଲକୋହୋଲ ସ୍ପେକ୍ଟ୍ରମ ଡିଜଅର୍ଡ଼ର୍‌ସ ଆଲକୋହୋଲ ପାନ ନ କଲେ ଏହି ରୋଗ ପ୍ରତିରୋଧ କରିହେବ । ଏହି କାରଣରୁ ଡାକ୍ତରୀ ଅନୁସ୍ଠାନ ଗର୍ଭାବସ୍ଥାରେ ମଦ୍ୟପାନ ବାରଣ କରନ୍ତି । ଏହି ରୋଗ ସ୍ଥାୟୀ ହେଲେ ମଧ୍ୟ ଉପଚାରଦ୍ୱାରା ଫଳ ଉନ୍ନତ ହୋଇପାରେ । ପିତାମାତା-ଶିଶୁ ବାର୍ତ୍ତାଳାପ, ବ୍ୟବ‌ହାର ବଦଳ ପ୍ରଚେଷ୍ଟା ଓ ଔଷଧ ସାହାଯ୍ୟରେ ଚିକିତ୍ସା କରାଯାଏ ।
ରାଷ୍ଟ୍ରପତି ଭବନ ୧୯୪୭ ମସିହାରେ ଭାରତ ସ୍ୱତନ୍ତ୍ରତା ପରେ, ତତ୍କାଳୀନ ବାଇସରାୟ ସେଠାରେ ରହିବାକୁ ଲାଗିଲେ ଏବଂ ଅନ୍ତତଃ ୧୯୫୦ ମସିହାରେ ଭାରତୀୟ ଗଣତାନ୍ତ୍ରିକ ପରେ ଏଠାରେ ଭାରତୀୟ ଗଣତନ୍ତ୍ରର ରାଷ୍ଟ୍ରପତି ରହିବାକୁ ଲାଗିଲେ ଏବଂ ଏହାର ନାମ ବଦଳ ହୋଇ ରାଷ୍ଟ୍ରପତି ଭବନ ହୋଇଗଲା ।
ବୁଧି କୁନ୍ଦେରନ ତାହା ପରେ ଉଭୟ କୁନ୍ଦେରନ ଓ ଇଞ୍ଜିନିଅର ଭାରତୀୟ ଦଳରୁ ବାହାରି ଗଲେ । ଇନ୍ଦ୍ରଜିତ ସିଂହ ନୂଆ ଭାବେ ୱିକେଟ କିପର ହେଲେ । ପରେ ଇଞ୍ଜିନିଅର ନିଊ ଜିଲାଣ୍ଡ ସିରିଜ ପାଇଁ ୱିକେଟ କିପର ତଥା ବୁଧି ଅପନର ହିସାବରେ ଆହତ ଦିଲୀପ ସରଦେଶାଇଙ୍କ ବଦଳ ଖେଳାଳି ଭାବେ ଖେଳିଥିଲେ । 
ଉଇକିବିଦ୍ୟାଳୟ ଏଥିପାଇଁ ଦୁଇଟି ପ୍ରସ୍ତାବ ତିଆରି ହୋଇଥିଲା, ଯେଉଁଥିରେ ପ୍ରଥମ 2005 ମସିହାରେ ହୋଇଥିଲା, ଯାହାକୁ ସ୍ୱୀକାର କରାଗଲା ନାହିଁ ଏବଂ ସେହି ପ୍ରସ୍ତାବର ବଦଳ ରୂପ 2006 ମସିହାରେ ସ୍ୱୀକୃତି କରିଦିଆ ଗଲା । ଏହି ପରିଯୋଜନକୁ ତିଆରି ହେବାର ଘୋଷଣା ଉଇକିମାନିଆ 2006ରେ କରାଯାଇଥିଲା ।