Top 10 similar words or synonyms for ବଟ

check    0.681161

ଅବଶ    0.656126

some    0.566453

data    0.555634

error    0.552658

ଇନ    0.541275

ତମ    0.540116

ସହର    0.533302

ଶର    0.505524

category    0.501345

Top 30 analogous words or synonyms for ବଟ

Article Example
ଜଗନ୍ନାଥ ମନ୍ଦିର ବଟ ଜଗନ୍ନାଥଙ୍କ ସମ୍ମୁଖରେ ବଟ ମଙ୍ଗଳାଙ୍କ ଦକ୍ଷିଣ କୋଣରେ ବାଳମୁକୁନ୍ଦ ମନ୍ଦିର ଯେଉଁଥିରେ ଏକ ଫୁଟ ଲମ୍ବ ବିଶିଷ୍ଟ କଳା ଚିକ୍କଣ ମୁଗୁନି ପ୍ରସ୍ତରରେ ନିର୍ମିତ ବାଳମୁକୁନ୍ଦ ବିଗ୍ରହ ଦକ୍ଷିଣା ଆଡ଼କୁ ମସ୍ତକ ରଖି ଚିତି ହୋଇ ପ୍ରସ୍ତରରେ ନିର୍ମିତ ବଟ ପତ୍ରରେ ଶୋଇ ରହିଛନ୍ତି। ପଦର ଅଙ୍ଗୁଠିକୁ ହସ୍ତରେ ଧରି ମୁଖ ପଦ୍ମରେ ପ୍ରବେଶ କରାଇଛନ୍ତି । ଗଜପତି ମହାରାଜ ବୀରକିଶୋର ଦେବଙ୍କ ଜଣେ ପାତ୍ର ଶ୍ରୀଧର ପଟ୍ଟନାୟକ ବଟ ମୂଳରେ ମନ୍ଦିରଟି ଠିଆ କରି ବାଳମୁକୁନ୍ଦଙ୍କୁ ସ୍ଥାପିତ କରାଇଥିଲେ ।
ଜଗନ୍ନାଥ ମନ୍ଦିର ବଟ ନାରାୟଣଙ୍କୁ ଧ୍ୟାନରେ କୁହାଯାଏ-
ଜଗନ୍ନାଥ ମନ୍ଦିର 'ଶଙ୍ଖଚକ୍ର ଗଦାପଦ୍ମ ଧାରିଣଂ ବନମାଳୀନଂ । ବଟ ନାରାୟଣଂ ବନ୍ଦେ ମମ ପାପକ୍ଷୟଂ କୁରୁ ॥
ଜଗନ୍ନାଥ ମନ୍ଦିର ପୂର୍ବ-ପଶ୍ଚିମ ମୁଖା ବଟ ଗଣପତି ସମୁଖରେ ହରି ସହଦେବ ମନ୍ଦିର ପାର୍ଶ୍ଵରେ ବଟ ଜଗନ୍ନାଥ ମନ୍ଦିର । ଏଠାରେ ଜଗନ୍ନାଥଙ୍କ ବିଗ୍ରହ ପୂଜିତ । ସଦା ସର୍ବଦା ସୁନା ବେଶର ମୁକୁଟ, କିରୀଟ କଳା ବଦନର ଶୋଭାକୁ ଦୁଇ ଗୁଣିତ କରୁଅଛି। ମୂର୍ତ୍ତିର ଉଚ୍ଚତା ୫ ଫୁଟ। ବାମ ପାର୍ଶ୍ଵରେ ଲକ୍ଷ୍ମୀଙ୍କ ମୂର୍ତ୍ତି । ଏହା ସମ୍ମୁଖରେ ପୁରାଣ ପଢିବା ବେଳେ ଅତିବଡି ଜଗନ୍ନାଥ ଦାସଙ୍କ ସହିତ ଚୈତନ୍ୟ ଭେଟ ହୋଇଥିଲେ । ଯବନ/ବିଧର୍ମୀମାନେ ଶ୍ରୀଜଗନ୍ନାଥଙ୍କୁ ଯେତେବେଳେ ଆକ୍ରମଣ କରନ୍ତି ସେହି ସମୟରେ ମହାପ୍ରଭୁଙ୍କ ସୁରକ୍ଷା ନିମନ୍ତେ ବଟ ବିହାରୀ ଜଗନ୍ନାଥଙ୍କୁ କଳାହାଟ ଦ୍ଵାରରେ ରଖି ଶତ୍ରୁଙ୍କୁ ଠକା ଯାଇଛି। ମହାସ୍ନାନ ସ୍ନାନ ପୂର୍ଣ୍ଣିମା ଦିନ ସମ୍ପାଦିତ ହୋଇ ଅଣସର ନୀତି ପାଳିତ ହୁଏ । ନବକଳେବରରେ ଏଠାକୁ ଦାରୁ ଆସେ । ଜଗନ୍ନାଥ ଦାସ ବଟ ବିହାରୀ ଜଗନ୍ନାଥଙ୍କ ସମ୍ମୁଖରେ କଳ୍ପବଟ ତଳେ ତାଙ୍କର ଭାଗବତ ରଚନା ଓ ଅନ୍ୟାନ୍ୟ ଗ୍ରନ୍ଥ ଲେଖିଥିଲେ । ଏଣୁ ବଟ ବିହାରୀ ଜଗନ୍ନାଥ "'ଭାଗବତ କାଳିଆ" ବୋଲି ନାମିତ ହୋଇଛନ୍ତି ।
ଜଗନ୍ନାଥ ମନ୍ଦିର ଶ୍ରୀମନ୍ଦିର ଭିତର ବେଢା଼ରେ ଥିବା ସମସ୍ତ ଗଣେଶଙ୍କ ମଧ୍ୟରେ ବଟ ଗଣେଶ ପ୍ରଥମ ଓ ମୂଖ୍ୟ ଅଟନ୍ତି । ସେ କଳ୍ପ ଗଣେଶ, ଚିନ୍ତାମଣି ଗଣେଶ, ବଟ ଗଣେଶ ଓ ସିଦ୍ଧ ଗଣେଶ ନାମରେ ପୂଜା କରାଯାଏ। ଶ୍ରୀ ଗଣେଶଙ୍କ ଏହି ବଟ ଗଣେଶ ମନ୍ଦିର ଶ୍ରୀଜଗନ୍ନାଥଙ୍କ ମନ୍ଦିର ଠାରୁ ପ୍ରାଚୀନ । ୭୦୦ ବର୍ଷର ପୁରାତନ ବୋଲି ଅନୁମାନ କରାଯାଏ ।