Top 10 similar words or synonyms for ବକର

ବନଦ    0.756287

ଦଳନ    0.743970

ଦଶଟ    0.742841

ଅପସର    0.735601

ଯମଙ    0.731304

ସହସ    0.729937

ମଭକ    0.728834

ବଣକ    0.726523

ଦଶରଥଙ    0.720009

ବଦଳନ    0.719413

Top 30 analogous words or synonyms for ବକର

Your secret weapon. Online courses as low as $11.99

Article Example
ଜନ୍ ଏଫ୍. କେନେଡ଼ି ରାଷ୍ଟ୍ରପତି ଅବଦୁଲ ସଲାମ ଆରିଫଙ୍କ ନେତୃତ୍ୱରେ ନୂଆ ସରକାର ଗଢା ହେଲା ଯାହାକି ମୁଖ୍ୟତଃ ବା’ଆଥ୍ ଦଳ ଓ ଅନ୍ୟାନ୍ୟ ଗୌଣ ଦଳ (ନାସେରିଷ୍ଟ ଓ ଜାତୀୟତାବାଦୀ) ମାନଙ୍କୁ ନେଇ ସଙ୍ଗଠିତ ହୋ‍ଇଥିଲା । ଏହି ସରକାର CIAଦ୍ୱାରା ପ୍ରସ୍ତୁତ ଗୋଟେ ସନ୍ଦିଗ୍ଧ କମ୍ୟୁନିଷ୍ଟ ଓ ବାମପନ୍ଥୀ ମାନଙ୍କ ତାଲିକା ବ୍ୟବହାର କରି ବହୁସଂଖ୍ୟକ ଇରାକୀ ଉଚ୍ଚଶିକ୍ଷିତ ବୁଦ୍ଧିଜୀବି ମାନଙ୍କୁ ହତ୍ୟା କଲେ । ଏହା ପରେ କ୍ଷମତା ପାଇଁ ଆରିଫ ଓ ବା’ଆଥ୍ ଦଳର ପ୍ରଧାନମନ୍ତ୍ରୀ ଅହମଦ ହସନ ଅଲ୍ ବକର ମଧ୍ୟରେ କିଛି କାଳ ସଂଘର୍ଷ ହୋ‍ଇଥିଲା । ଏଥିରେ ଆରିଫ ବିଜୟୀ ହୋ‍ଇ ବା’ଆଥ୍ ଦଳକୁ କ୍ଷମତାରୁ ବିତାଡିତ କଲେ । ପୂର୍ବତନ CIA ଅଫିସର ଜେମ୍ସ କ୍ରିଚ୍‌ଫିଲ୍ଡଙ୍କ ଅନୁସାରେ ଯଦିଓ CIA ଏହି କ୍ଷମତା ପରିବର୍ତ୍ତନରେ କୌଣସି ସକ୍ରିୟ ଭୂମିକା ନେଇନଥିଲା ତଥାପି ଆନ୍ଦୋଳନର ପ୍ରାକ୍-ସୂଚନା ପାଇଥିଲା । କିନ୍ତୁ ଆରିଫ ଓ ଅହମଦଙ୍କ ମଧ୍ୟରେ ଯେଉଁ ଟଣା ଓଟରା ହେଲା ତାହା CIA ଆଶା କରି ନଥିଲା ।
ମକର ସଂକ୍ରାନ୍ତି ଓଡ଼ିଆ ପ୍ରବାଦ ଅନୁଯାୟୀ ‘ମକରଠାରୁ ଦିନ ବକର ହୁଏ’, ଅର୍ଥାତ ଏହି ଦିନଠାରୁ ଦିନ କ୍ରମଶଃ ବଡ଼ ହୁଏ । ସୂର୍ଯ୍ୟଙ୍କର ତେଜ ମଧ୍ୟ ଏହି ଦିନଠାରୁ ପ୍ରଖର ହୁଏ । ଦେବୀ ସଂକ୍ରାନ୍ତି ଏହି ତିଥିରେ ଶଙ୍କରାସୁରକୁ ବଧ କରିଥିଲେ । ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ସମୟରେ ଯେଉଁମାନଙ୍କର ପରଲୋକ ହୁଏ, ସେମାନଙ୍କୁ ସ୍ଵର୍ଗଲୋକ ପ୍ରାପ୍ତ ହୁଏ ବୋଲି ହିନ୍ଦୁମାନେ ବିଶ୍ଵାସ କରନ୍ତି । ମକର ସଂକ୍ରାନ୍ତି ଠାରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ହେଉଥିବାରୁ ଆଲୋକ ଏବଂ ଜୀବନର ଉତ୍ସ ସୂର୍ଯ୍ୟଙ୍କୁ ହିନ୍ଦୁମାନେ ଏହିଦିନ ପୂଜାର୍ଚ୍ଚନା କରନ୍ତି । ଆଉ କେତେକ ସ୍ଥାନରେ ଏହି ଦିନ ଶିବଙ୍କୁ ପୂଜା କରାଯାଏ । କେତେକ ଏହି ଦିନ ଉଭୟ ଶିବ ଓ ସୂର୍ଯ୍ୟଙ୍କୁ ପୂଜା କରନ୍ତି । ଏହି ମକର ସଂକ୍ରାନ୍ତିର ପୂଣ୍ୟକାଳରେ ପ୍ରତ୍ୟୁଷରୁ ନଦୀ, ପୋଖରୀରେ ସ୍ନାନାଦି କାର୍ଯ୍ୟ ସମାପନ କରି ସୂର୍ଯ୍ୟଙ୍କୁ ଦର୍ଶନ କଲେ, ସକଳ ପାପରୁ ମୁକ୍ତି ମିଳେ ବୋଲି ବିଶ୍ଵାସ । ତେଣୁ କେଉଁ ଆବାହମାନ କାଳରୁ ସରୋବର, ନଦୀ ତଟ, ମହୋଦଧି ତୀର ପ୍ରଭୃତି ପବିତ୍ର ସ୍ଥାନମାନଙ୍କରେ ମକର ମେଳା, ସାଧୁସଙ୍ଗ ଓ ମହୋତ୍ସବର ପରମ୍ପରା ଚାଲିଆସିଛି । ଏହି ଦିନ ପ୍ରସିଦ୍ଧ ଗଙ୍ଗାସାଗରଠାରେ ଏକ ବିରାଟ ମେଳା ହୁଏ । ପୁଣ୍ୟଲାଭ ଆଶାରେ ଏହି ଦିନ ଅନେକ ଧାର୍ମିକ ଲୋକ ଗଙ୍ଗାସାଗରରେ ବୁଡ଼ ପକାଇଥାନ୍ତି । ମକର ସଂକ୍ରାନ୍ତି ଦିନ ଅନେକ ସ୍ଥାନରେ ଗୁଡ଼ି ଉଡ଼ା ପ୍ରତିଯୋଗିତା ଆୟୋଜନ କରାଯାଇଥାଏ ।