Top 10 similar words or synonyms for ଫସଲ

ଅମଳ    0.755067

ଆମଦ    0.634730

ପବନର    0.633513

ଗରମ    0.617719

ପଣସ    0.604923

ଜଳବ    0.603180

ବଢ    0.602041

ଘଷ    0.599069

କଞ    0.591721

ହଉଥ    0.589850

Top 30 analogous words or synonyms for ଫସଲ

Article Example
ଜୌନପୁର, ଉତ୍ତରପ୍ରଦେଶ ଏଠାରେ ଗୋମତୀ , ସାଇ , ବରୁଣ ପିଲି ଓ ବାସୁହି ନଦୀ ପ୍ରବାହିତ । ଏଠାରେ ଉର୍ବର ଜମି ଥିବାରୁ ଫସଲ ଉତ୍ତମ ହେଇଥାଏ । .
ହୋ ଜନ‌ଜାତିର ପର୍ବପର୍ବାଣୀ ଏହି ପର୍ବ ଜୁନ୍-ଜୁଲାଈ ମଧ୍ୟରେ ପାଳନ କରାଯାଏ । ଏହି ପର୍ବ ତିନି ଦିନ ପାଳନ କରାଯାଏ । ହୋ ଜନଜାତିର ବିଶ୍ୱାସ ଯେ ଏହି ପର୍ବ ପାଳନଦ୍ୱାରା ପ୍ରଚୁର ବର୍ଷା ସ‌ହ ଭଲ ଫସଲ ହେବ ।
ବସ୍ତର ଜିଲ୍ଲା ଧାନ ପ୍ରଧାନ ଫସଲ। ମୁଖ୍ୟତଃ ଖରିଫ ଋତୁରେ ବର୍ଷା ଉପରେ ନିର୍ଭର କରି ମୋଟ ୨.୩୯ ଲକ୍ଷ ହେକ୍ଟର ଜମିରେ ଧାନ ଚାଷ କରାଯାଏ। କିନ୍ତୁ ଏଥିରୁ ମାତ୍ର ୦୮.୩୯ କୁଇଣ୍ଟାଲ /ହେକ୍ଟର ଫସଲ ଅମଳ ହୁଏ ଯାହାକି ବହୁତ କମ। ବସ୍ତର ଜିଲ୍ଲାର ଚାଷ ଜମିରୁ ୧.୬୭% ହେଉଛି ଜଳସେଚିତ ଜମି ଓ ସାରର ବ୍ୟବହାର ୪.୬ କେ.ଜି /ହେକ୍ଟର କରାଯାଏ।ଯାହା ଫଳରେ ଅମଳର ପରିମାଣ ବହୁତ ଅଳ୍ପ ହୁଏ।
ବନ୍ଧାଗୁଡା ଏଠାରେ ଅଧିକାଂଶ ଅଧିବାସୀ ଚାଷ ଉପରେ ନିର୍ଭରଶୀଳ । ଏଠାରେ ଜଳସେଚନର ସୁବିଧା ନଥିବାରୁ ମାତ୍ର ଗୋଟିଏ ଫସଲ ଚାଷ ହେବା ସହ ପନିପରିବା ଉପପନ୍ନ ହେଇଥାଏ । 
ସାଲେପୁର ସାଲି ଅର୍ଥ ଧାନ ଜାତୀୟ ଫସଲ ଏବଂ ପୁର ଅର୍ଥ ସହର । ଏଠାରେ ବହୁତ ପରିମାଣରେ ଧାନ୍ୟ ଉତ୍ପାଦନ ହେଉଥିବାରୁ ଏହାର ନାମକରଣ ଏହିପରି ହୋଇଛି ।
ଅଜୟ କୁମାର ପରିଡ଼ା ଫସଲ ଉନ୍ନତି ଆଣିବା ନିମନ୍ତେ ସେ କେତେକ ଆଧୁନିକ ବାୟୋଟେକନୋଲୋଜିକାଲ ଟୁଲ ବ୍ୟବ‌ହାର କରିଛନ୍ତି । ଲୁଣା ଓ ଶୁଖା ସ୍ଥାନମାନଙ୍କରେ ଚାପ ସ‌ହ୍ୟକାରୀ ଜିନ୍ ଚିହ୍ନଟ କରି ଅନେକ ଆଗୁଆ ପଦକ୍ଷେପ ନେଇଛନ୍ତି ।
ଧାନ ଓଡ଼ିଶାର ଅନେକ ପାରମ୍ପରିକ ପର୍ବ ଧାନ ଫସଲ ସହ ଜଡିତ । ଅକ୍ଷୟ ତୃତୀୟାରୁ ଅଖି ମୁଠି ଅନୁକୂଳ ଧାନ ବୁଣାକୁ ବୁଝାଏ ଓ ରଜ ପର୍ବରେ ଧାନ ବୁଣା ଶେଷ ହୁଏ । ଗର୍ଭଣା ସଂକ୍ରାନ୍ତି ଧାନ ଫସଲରେ ଗର୍ଭସଂଚାରକୁ ଓ ନୂଆଖାଇ ଫସଲ ଅମଳକୁ ବୁଝାଇ ଥାଏ । ଓଡ଼ିଶାରେ ଧାନର ଅମଳ ଜାତୀୟ ହାର ଠାରୁ କମ ।
ବସ୍ତର ଜିଲ୍ଲା ବୋଧହୁଏ ପାରମ୍ପରିକ ପଦ୍ଧତି ଚାଷ କରାଯାଉଥିବାରୁ ଅମଳର ପରିମାଣ ବହୁତ କମ ହୁଏ।ଧାନ ଛଡା ଅନ୍ୟାନ୍ୟ ଖରିଫ ଫସଲ ଯେମିତିକି ହରଡ, ବିରି, ଯଅ, ବାଜରା ଓ ମଇଦା।ରବି ଫସଲ ମଧ୍ୟରେ ରାଶି, ସୋରିଷ, ଚଣା, ମୁଗ ଇତ୍ୟାଦି ଚାଷ କରାଯାଏ। ଜଙ୍ଗଲ ଜାତ ଦ୍ରବ୍ଯ ସଂଗ୍ରହ ଓ ତା'ର ବିକ୍ରି ତା'ଛଡା ଅନ୍ୟ ବନ୍ୟ ସମ୍ପର୍କିତ କାମ ଚାଷରୁ ହାଉଥିବା ଆୟକୁ ବଢେଇଥାଏ।
ସ୍ଵର୍ଣ୍ଣ-ସବ-୧ ସ୍ଵର୍ଣ୍ଣ-ସବ-୧ ଭାରତୀୟ କୃଷି ଅନୁଷନ୍ଧାନ ପରିସଦ ଓ ଅନ୍ତର୍ଜତୀୟ ଧାନ ଗବେଷଣା କେନ୍ଦ୍ରର ମିଳିତ ଉଦ୍ୟମରେ ଆବିଷୃତ କରାଯାଇଅଛି | ତିନି ବର୍ଷର ଫଳାଫଳକୁ ପରୀକ୍ଷା କରାଗଲା ପରେ ଓଡ଼ିଶା ରାଜ୍ୟ ବିହନ ଉପକମିଟି ସ୍ଵର୍ଣ୍ଣ ସବ-୧ କିସମକୁ ୨୦୦୯ ମସିହାରେ ଅନୁମୋଦନ କରିଛି | ଏହା ଏକ କମ୍ ଉଚ୍ଚତା ବିଶିଷ୍ଟ(୧୦୫ରୁ ୧୧୦ ସେ.ମି.)କିସମ ଅଟେ | ବୁଣା ଧାନ ଫସଲ ୧୪୦ ଦିନରେ ଏବଂ ତଳିରୁଆ ଫସଲ ୧୪୫ ଦିନରେ ପରିପକ୍ଵ ହୋଇଥାଏ |
ସାନ୍ତାଳ ଜନଜାତି ସେମାନେ ବରସରେ ଦୁଈ ପ୍ରକାରର ଚାଷ କାଯ୍ୟ କରିଥାନ୍ତି ,ରବି ଫସଲ ଓ ଖରିଫ ଫସଲ |ଏମାନେ ମୁଖ୍ୟ ଧାନ ଚାଶ କରିଥାନ୍ତି |ଧାନକୁ ଅମଳ କରି କିଛି ଧାନ ଖାଈବା ପାଈ ଘରେ ରଖନ୍ତି ଓ ଦରକାର ସମୟରେ କିଛି ଧାନ ବଜାରରେ ବିକ୍ରି କରି ଟଂକା ଉପାରଜନ କରିଥାନ୍ତି |ତାହା ଛଡା ସେମାନେ ଖରା ଦିନେ ନ ଦୀ ପାଖରେ ପନିପରିବା ଚାଷ କରି ଜୀବିକା ଅରଜନ କରିଥାନ୍ତି |ତାହା ସ ହିତ ସେମାନେ ଜଂଗଲରୁ କାଠ ,ସାଳ ପ ତର ,ଛତୁ,ମହୁଲ,କେଂନ୍ଦୁ ପ ତର ଓ ନିମ୍ବ ମଞିକୁ ସଂଗ୍ରହ କରି ବିକ୍ରି କରି ଥାନ୍ତି |