Top 10 similar words or synonyms for ଫଳର

ଭୟ    0.830426

ବଦଳ    0.790450

ନଷ    0.779192

ଦରକ    0.774555

ରଣର    0.772295

ହଠ    0.769810

ଇଯ    0.767576

ଭଲ    0.759755

ଭଳ    0.744642

କହନ    0.734415

Top 30 analogous words or synonyms for ଫଳର

Article Example
ନଡ଼ିଆ ନଡ଼ିଆ ଗୋଟେ ଫଳର ନାମ ଅଟେ । ଏହା ଶ୍ରୀଫଳ ଭାବେ ମଧ୍ୟ ପରିଚିତ । କୌଣସି କାର୍ଯ୍ୟ ଆରମ୍ଭରୁ ନଡ଼ିଆ ଭଙ୍ଗାଯାଇଥାଏ ଆଉ ଏହାକୁ ଶୁଭ ବୋଲି ଗ୍ରହଣ କରନ୍ତି ।
କଦଳୀ କଦଳୀ "ମୁସା (Musa)" ଜାତିର ଏକ ଘାସଜାତୀୟ ଗଛ ଓ ତାହାର ଫଳର ପାଇଁ ଏକ ସାଧାରଣ ନାମ । ଏହାର ଫଳ କଞ୍ଚା ବେଳେ ସାଗୁଆ ଓ ପାଚିଲା ପରେ ସବୁଜରୁ ହଳଦିଆ, ଗୋଲାପି ବା ଲାଲ ଦେଖାଯାଇଥାଏ ।
ବେଲ ଏହା ଏକ ଦ୍ରୁମ ଜାଦୀୟ ଉଦ୍ଭିଦ। ଭାରତର ପ୍ରାୟ ସବୁ ଅଞ୍ଚଳରେ ଏହା ଦେଖାଯାଏ। ଗଛଟି କଣ୍ଟାଯୁକ୍ତ ହୋଇଥାଏ। ଫଳର ବାହାର ଆବରଣ ଶକ୍ତ ହୋଇଥାଏ। ପତ୍ର ତିନିଟି ଶାଖାଯୁକ୍ତ ହୋଇଥାଏ।
ମହୁଲ ମହୁଲରୁ ବିଭିନ୍ନ ଉପାୟରେ ମହୁଲି ପ୍ରସ୍ତୁତି କରାଯାଏ l କେତେକ ଅଞ୍ଚଳରେ ମହୁଲକୁ ରାନ୍ଧିଖିଆ ଯାଏ l ମହୁଲ ଫଳର ମଞ୍ଜିରୁ ତେଲ ବାହାର କରାଯାଇ ବ୍ୟବହାର କରାଯାଇଥାଏ l
ଲିଚୁ ଲିଚୁ ଗଛ  ସାଧାରଣତ ଉଷ୍ମ ବା ନାତିଶୀତଳ ଜଳବାଯୁ ଅଞ୍ଚଳ ତଥା ଚୀନ , ଫିଜି ଦ୍ବୀପପୁଞ୍ଜରେ ବହୁଳ ପରିମାଣରେ ହେଉଥିଲେ ହେଁ ଏବେ ପୃଥିବୀର ଅନେକ ଅଞ୍ଚଳରେ ଚାଷ ହିସାବରେ କରାଯାଏ । ଲିଚୁ ଫଳର ଧଳା ଅଂଶର ସ୍ଵାଦ ଓ ସୁଗନ୍ଧ ଅତ୍ୟନ୍ତ ଆକର୍ଷକ ହେଇଥିବାରୁ ଏହାର ଆଦର ସବୁ ଜାଗାରେ ହେଇଥାଏ । 
ତେନ୍ତୁଳି ପ୍ରଧାନତଃ ଏହାର ଫଳର ଚାହିଦା ବେଶୀ, ଖଟା, ଚଟଣି, ଚାରୁ ଇତ୍ୟାଦିରେ ତେନ୍ତୁଳିର ବ୍ୟବହାର ହୁଏ । ତେନ୍ତୁଳିକୁ ଖଟା ମିଠା ଡାଲି ତିଆରି କରିବା ପାଇଁ ଗୁଡ ସହିତ ହରଡ ଓ ମସୁର ଡାଲି ସହିତ ମିଶା ଯାଏ । ତେନ୍ତୁଳିକୁ ମଧ୍ୟ ଆଚାର ଓ ଚଟଣି ତିଆରି କରିବାରେ ବ୍ୟବହାର କରାଯାଏ ।
ବୋଷ-ଆଇନ୍‌ଷ୍ଟାଇନ୍ ପରିସଂଖ୍ୟାନ ଏଠାରେ "K" ହେଉଛି formula_43ର ଫଳନ ହୋଇନଥିବା ସଂଖ୍ୟାଙ୍କ ସମଷ୍ଟି । formula_13କୁ ଭିତ୍ତି କରି ଡେରିଭେଟିଭ୍ ବାହାର କଲେ, ପ୍ରାପ୍ତ ଫଳର ମୂଲ୍ୟ ଶୂନ ହେଲେ ଓ formula_13କୁ ସମାଧାନ କଲେ ବୋଷ-ଆଇନ୍‌ଷ୍ଟାଇନ୍ ପରିସଂଖ୍ୟାନର ସଂଖ୍ୟାମାନ ପ୍ରାପ୍ତ କରିହେବ ।
ଗର୍ଭିଣୀ ଅତିବମନ ଏହି ବେମାରୀରେ ହାଲୁକା ଖାଦ୍ୟ ଓ ତରଳ ପଦାର୍ଥ ଖାଇବାକୁ ଦିଆଯାଏ । ବିଦ୍ୟୁତ୍ ବିଶ୍ଳେଷ୍ୟ ପ୍ରତିସ୍ଥାପନ ପାନୀୟ, ଭିଟାମିନ ବି୧ ଓ ଅଧିକ ପୁଷ୍ଟିସାର ଖାଦ୍ୟ ଦେବକୁ ସୁପାରିସ କରାଯାଏ । କେତେକ ମହିଳାଙ୍କର ଶିରାଭ୍ୟନ୍ତର ତରଳପଦାର୍ଥ ଆବଶ୍ୟକ ହୁଏ । ପାଇରିଡକ୍ସିନ ଓ ମେଟୋକ୍ଲୋପ୍ରାମାଇଡ ଔଷଧ ଅଧିକ ପସନ୍ଦ କରାଯାଏ । ଏହି ଔଷଧ କାମ ନ କଲେ ପ୍ରୋକ୍ଲୋରପେରାଜିନ, ଡାଇମେନହାଇଡ୍ରିନେଟ, ବା ଓଣ୍ଡାସେଟ୍ରନ ଦିଆଯାଏ । ଡାକ୍ତରଖାନାରେ ଆଡମିଶନ ଆବଶ୍ୟକ ହୋଇପାରେ । ମନୋଚିକିତ୍ସାଦ୍ୱାରା ଫଳ ଉନ୍ନତ ହୋଇପାରେ । ଆକୁପ୍ରେସର ଚିକିତ୍ସା ଫଳର ପ୍ରମାଣ ନିରୁତ୍ସାହ ଜନ‌କ ।
ଗୋଲାପ ଗୋଲାପ କେବଳ ସୌନ୍ଦର୍ଯ୍ୟ ଓ ସୌରଭରେ ଆହ୍ଲାଦିତ କରେ ନାହିଁ, ଏହାର ଅନେକ ଅର୍ଥକାରୀ ଓ ବ୍ୟବହାରିକ ମୂଲ୍ୟ ରହିଛି । କାହିଁ କେଉଁ କାଳରୁ ଗୋଲାପ ଅତର ଖ୍ୟାତି ରହି ଆସିଛି ।ଗୋଲାପରୁ ସୁବାସିତ ଗୋଲାପ ଜଳ ପ୍ରସ୍ତୁତ କରାଯାଇଥାଏ ।ବନ୍ୟ ଗୋଲାପ ଗଛର ଫଳର ମଞ୍ଜିରୁ ପ୍ରସ୍ତୁତ ହେଉଥିବା ସ୍ଵତନ୍ତ୍ର ତେଲ ମୁଲାୟମ ତ୍ଵଚାସୃଷ୍ଟି ପାଇଁ ଉର୍ଦ୍ଧିଷ୍ଟ ପ୍ରସାଧନ ସାମଗ୍ରୀରେ ବ୍ୟାପକ ଭାରେ ବ୍ୟବହୃତ ହେଇଥାଏ ।
କାର୍ପାଲ ଟନେଲ ସିଣ୍ଡ୍ରୋମ ଶାରୀରିକ କାର୍ଯ୍ୟ କରୁଥିଲେ ଏହି ରୋଗ ସଙ୍କଟ କମିଯାଏ । ମଣିବନ୍ଧ ସ୍ପ୍ଲିଣ୍ଟ (splint) ବା କର୍ଟିକୋସ୍ଟିରଏଡ ଇଞ୍ଜେକସନ ନେଲେ ଲକ୍ଷଣ କମିଯାଏ । ଏନଏସଏଆଇଡି ବା ଗାବାପେଣ୍ଟିନ ଔଷଧଦ୍ୱାରା କିଛି ଉପକାର ହେବା ପ୍ରତୀୟମାନ ହେଉନି । ଅଣଅପରେଶନ ଚିକିତ୍ସା ଅପେକ୍ଷା ଟ୍ରାନ୍‌ସ୍‌ଭର୍ସ କାର୍ପାଲ ଲିଗାମେଣ୍ଟ ଅପରେଶନ କରି କାଟିଦେଲେ ଏକ ବର୍ଷ ପରର ଫଳ ଅଧିକ ଭଲ ଜଣାଯାଉଛି । ଅପରେଶନ ପରେ ସ୍ପ୍ଲିଣ୍ଟ ଆବଶ୍ୟକ ହୁଏନି । ଚୁମ୍ବକ ଥେରାପିଦ୍ୱାରା ଚିକିତ୍ସା ଫଳର କିଛି ଭଲ ପ୍ରମାଣ ମିଳୁନି ।