Top 10 similar words or synonyms for ପଲଉ

ବଆଳ    0.866515

ଉସପ    0.837420

କଷନ    0.833732

ପଣଙ    0.829905

ସଇ    0.829599

ମକରଚ    0.826618

ବଇତ    0.819065

tarini    0.815013

went    0.806170

ଠଚମ    0.800019

Top 30 analogous words or synonyms for ପଲଉ

Article Example
ପଲଉ ପଲଉର ଉପାଦାନ -ଚାଉଲ-୨କପ୍,ପାଣି-୪କପ୍, ଗାଜର,ବିନ, କ୍ୟାପ୍ସିକମ,ତେଜପତର,ତେଲ-୪ଚାମଚ,ଘିଅ-୪ଚାମଚ,ଲୁଣ‌-ସୋଦ ଅନୁଜାଇ,ଲକା-୫,ଡାଚିନି-୧,ଅଲେଇଚ୍-୨ଟା,କାଜୁ-୧୦ରୁ୧୫ଟା,ଅଦା-ଅଳପ,ତେଜପତର-୨ଟା, ଗରମ ମସଲା .
ପଲଉ ତେମଲ ଓ ଘିଅ ଗରମ ହେଲେ ସେତିରେ ଅଦି ଲକ ତେଜପତର ଅଲେଚ ଦାଲିଚିନି ପକାଇ ସେତିରେ ପରିବା (ବିନ, ଗାଜର, ବିଟ ଆଦି)କୁ ଧୋଇ ଦେତିରେ ଭାଜି ଦିଅ ପରିବା ଭାଜି ହୋଇଗଲେ ସେତିରେ ଚାଉଳକୁ ୨ରୁ୩ମିନିଟ ହାକାରେ ଭାଜି ଦେଇ ପାଣି ଦେଇ ଦେବେ ପାଣିଫୁଟୀ ଗଲେସେତିରେ ଲୁଣ ଦେବେ ଓ ଚୁଲିକୁ ଦିମି ଆଚ୍ କରିଦେବେ ଓଲାଏଲା ବେଳକୁ ସେତିରେ କାଜୁ ୧ ଚାମଦଚ ଘିଅ ଓ ଅଳପ ଗରମ ମସଲା ଦେଇ ଚୁଲିକୁ ବଦ୍ କରି ଦେବେ.
ପଞ୍ଚ ପଲଉ ପ୍ରଥମେ ଚାଉଳ ଓ ଡାଲିକୁ ଅଲଗା ଅଲଗା ଭଲ ଭାବରେ ଧୋଇ ନିଅନ୍ତୁ। ଅଲଗା ପାତ୍ରରେ ସେ ଗୁଡ଼ିକୁ ୧୦ରୁ ୧୫ ମିନିଟ୍ ଖେଳାଇ ଶୁଖାନ୍ତୁ। ପ୍ରେସର କୁକର ଗରମ କରି ଘିଅ ପକାନ୍ତୁ। ଘିଅ ଗରମ ହେଲେ ସେଥିରେ ତେଜପତ୍ର, ଲବଙ୍ଗ, ଗୋଲ ମରିଚ, ଅଦା, ଡାଲଚିନି, ଜିରା ପକାଇ ଭାଜନ୍ତୁ। ଜିରା ଫୁଟିଗଲେ, ସେଥିଲେ ଚୁନା ଚୁନା କଟା ହୋଇଥିବା କୋବି, ମଟର ମଞ୍ଜି, ଚୁନା ଚୁନା କଟା ହୋଇଥିବା ଆଳୁକୁ ପକାଇ ବାଦାମୀ ରଙ୍ଗ ହେବାଯାଏ ଭାଜନ୍ତୁ। ଏହି ପରିବା ଭଜାରେ ଚାଉଳ ଓ ଡାଲି ପକାଇ ପୁଣି ପାଞ୍ଚ ମିନିଟ ଭାଜନ୍ତୁ। ଏହାପରେ ପାଣି ମାପ କରି ଦେଇ ଲୁଣ ପକାନ୍ତୁ ଓ ପ୍ରେସର କୁକରକୁ ବନ୍ଦ କରିଦିଅନ୍ତୁ। ଗୋଟିଏ ସିଟି ଆସିବା ପରେ ଧିମା ଆଞ୍ଚରେ ଆଉ ଗୋଟିଏ ସିଟି ଯାଏ ବସାନ୍ତୁ। ଦ୍ୱିତୀୟ ସିଟି ପରେ ନିଆଁରୁ ଓହ୍ଲାଇ ଅଲଗା ରଖନ୍ତୁ। ହଠାତ ନ ଖୋଲି ଗ୍ୟାସ ବାହାରି ଯିବା ଯାଏ ଅପେକ୍ଷା କରନ୍ତୁ। କୁକର ଥଣ୍ଡା ହେଲାପରେ ଢାଙ୍କୁଣୀ ଖୋଲି ସେଥିଲେ ଦୁଇ ଚାମଚ ଘିଅ ପକାନ୍ତୁ। ଏବେ ସେହି ପଞ୍ଚ ପଲାଉକୁ ପଞ୍ଚ ଡାଲି, ସାଲାଡ, ଦହି ଓ ପାମ୍ପଡ ଭଜା ସହିତ ପରସି ଦିଅନ୍ତୁ।
ସିମେଇ ସେମିଆ ବା ସିମେଇ (ଭର୍ମିସେଲି/Vermicelli) (, , ଆକ୍ଷରିକ ଅର୍ଥ, "ଛୋଟ ପୋକ") ମଇଦାରୁ ତିଆରି ଏକ ରନ୍ଧାହୋଇପାରିବା ଭଳି ଖାଦ୍ୟ । ଏଥିରୁ ଖିରି, ପଲଉ ଆଦି ତିଆରି କରାଯାଇଥାଏ । ଏହା ଏକ ପ୍ରକାରର ପାସ୍ତା ଓ ସ୍ପାଗେଟି ଠାରୁ ସରୁ ।
ବାଗାକଇଁ ହ୍ରଦ ବାଗା ହ୍ରଦର ଆଖପାଖରେ ପାଖାପାଖି ୨୦ଟି କୁଡ଼ିଆ ରହିଛି । ସେହି ସବୁ କୁଡ଼ିଆ ମାନଙ୍କ ମଧ୍ୟରେ ସାଇମା ଦିଦିଙ୍କର କୁଡ଼ିଆ, ଲାରାମାଙ୍କର କୁଡ଼ିଆ ଏବଂ ରୋବର୍ଟଙ୍କର କୁଡ଼ିଆ ପ୍ରସିଦ୍ଧ । ପ୍ରତ୍ୟେକଦିନ ସେଠାରେ ର‌ହିବା ପାଇଁ ମୁଣ୍ଡପିଛା ମାତ୍ର ୧୦୦ ଟଙ୍କା ଲାଗିଥାଏ । ସେହି କୁଡ଼ିଆରେ ମଧ୍ୟ ଖାଦ୍ୟପେୟର ବନ୍ଦୋବସ୍ତ ରହିଛି । ସେହି କୁଡ଼ିଆରେ ଉପଲବ୍ଧ ହେଉଥିବା ଖାଦ୍ୟ ତଟକା ଏବଂ ସ୍ୱାସ୍ଥ୍ୟକାରୀ ହୋଇଥାଏ । କୁଡ଼ିଆମାନଙ୍କରେ ବ୍ୟବସ୍ଥା କରାଯାଉଥିବା ଖାଦ୍ୟମାନଙ୍କର ମଧ୍ୟରେ ସାଦା ଭାତ, ଆଳୁ ଭର୍ତା, ପଲଉ, ଅଣ୍ଡା ତରକାରୀ ଏବଂ ବିଭିନ୍ନ ପନିପରିବାରେ ମିଶ୍ରିତ ତରକାରୀମାନ ରହିଥାଏ । ଏହି ସବୁ ଖାଦ୍ୟର ମୂଲ୍ୟ ପାଖାପାଖି ୧୦୦ ଟଙ୍କା ରହିଥାଏ । ସେହି ସ୍ଥାନରେ ପର୍ଯ୍ୟଟକମାନଙ୍କର ଯାତାୟାତ ନ୍ୟୂନ ହୋଇଥିବାରୁ କୌଣସି ପ୍ରକାରର ଅଗ୍ରୀମ ଆରକ୍ଷଣର ଆବଶ୍ୟକ ପଡ଼ି ନ ଥାଏ । ଏହି ହ୍ରଦଟିର ଏବଂ ପରିଦର୍ଶକ ତ‌ଥା ସ୍ଥାନୀୟ ବାସୀନ୍ଦାଙ୍କର ସୁରକ୍ଷା ଦୃଷ୍ଟିରୁ ସେଠାରେ ଏକ ସେନା ଶିବିର ମଧ୍ୟ ରହଛି । କୌଣସି ପରିଦର୍ଶକ ସେଠାକୁ ଭ୍ରମଣରେ ଯିବା ଆଗରୁ ସେହି ସେନା ଶିବିରରୁ ଆବଶ୍ୟକୀୟ କାଗଜପତ୍ର ଦାଖଲ କରିବା ସ‌ହ ଅନୁମତି ନେବାର ଆବଶ୍ୟକ ରହିଛି । ସେହି ସ୍ଥାନରେ ସ୍ଥାନୀୟ ବାସିନ୍ଦା ମାନଙ୍କ ପାଇଁ ମଧ୍ୟ ଏକ ଚର୍ଚ୍ଚ ରହିଛି । ସେଠାକାର ଆଖପାଖର ବାସିନ୍ଦାମାନେ ପ୍ରାୟତଃ ଖ୍ରୀଷ୍ଟଧର୍ମାଲମ୍ବୀ । ଚର୍ଚ୍ଚ ବ୍ୟତୀରେକ ସେଠାରେ ପ୍ରସ୍ତୁତ ହେଉଥିବା ସୁସ୍ଵାଦୁ ନିଶାଯୁକ୍ତ ପାନୀୟ ମଧ୍ୟ ଉପଲବ୍ଧ ହୋଇଥାଏ ।