Top 10 similar words or synonyms for ପତଳ

ନରମ    0.851678

ଥଣ    0.826154

ଆବରଣ    0.787979

ୱଚ    0.755213

ତଣ    0.753899

ଛର    0.748437

ଓଜନ    0.742337

କଫ    0.739989

ଇରଏଡ    0.733527

କଞ    0.726907

Top 30 analogous words or synonyms for ପତଳ

Article Example
ନ୍ୟାସ ଦାରୁ ରଥ ଏହା ପୁରୀର ଦୋଳବେଦୀ ପରିସରରେ ନିର୍ମାଣ କରାଯାଏ । ନ୍ୟାସ ଦାରୁର ଦୈର୍ଘ୍ୟ ଓ ପ୍ରସ୍ଥ ୬ ଫୁଟ ଅଟେ । ଆଠ ଫୁଟ ବିଶିଷ୍ଟ ଏହି ନ୍ୟାସରେ ୧୨ ଇଞ୍ଚ ବିଶିଷ୍ଟ ଆଠଟି ଚକ ଅଛି । ଚକ ଗୁଡ଼ିକ ଫାଶି କାଠରେ ନିର୍ମିତ ହୋଇଥିବା ବେଳେ ଅସନ, ଧଉରା, ଓ ମହାଳ କାଠରେ ରଥର ବିଭିନ୍ନ ଅଂଶ ନିର୍ମାଣ ହୋଇଥାଏ । ଏହି ଅଷ୍ଟଚକ ବିଶିଷ୍ଟ ରଥରେ ଚାରିଗୋଟି ଘୋଡ଼ା, ଗୋଟିଏ ପ୍ରଭା, ନ୍ୟାସଦାରୁଙ୍କ ନିମନ୍ତେ ରଥର ରଥରେ ବଇଠି ଚକ (ଚକାସନ) ଚାରି ନହାକା, ଚାରି ଦୁଆର ବେଢ଼ା, ନାଟଗୋଡ଼, ଚନ୍ଦ୍ରଶାଳୀ, କଳସ, ଦୁଇ ଓଲଟ ଶୁଆ, ଚକ୍ର ପ୍ରସ୍ତୁତ ହୁଏ । ରଥରେ ପତଳ ଘଣ୍ଟି ଓ ଚାମର ଇତ୍ୟଦି ଲଗାଯାଇଥାଏ । ଏହି ରଥ ଉପରେ ମଣ୍ଡଣୀ ଭାବେ ଗାଢ଼ କଳା କନା ଅଛାଦିତ କରାଯାଏ । ପ୍ରାୟ ୨୫ ସିପଟ କାଠରେ ନିର୍ମିତ ନ୍ୟାସ ଦାରୁ ରଥର ନିର୍ମାଣ ସମ୍ପୁର୍ଣ୍ଣ ହେବାପରେ ଜଗନ୍ନାଥ ମନ୍ଦିରର ଉତ୍ତର ଦ୍ବାରା ବା ଦେବଯାନ ମାର୍ଗ ଦେଇ ରଥକୁ କୋଇଲି ବୈକୁଣ୍ଠ ପରିସରରେ ରଖାଯାଇଥାଏ । ସୂଚନା ଯୋଗ୍ୟ ଏହି ରଥରେ କୌଣସି ସାରଥୀ ରହି ନଥାଏ । ଏହି ରଥ ପ୍ରସ୍ତୁତ କରିବାରେ ମହାରଣା ବିଶେଷ ଭୂମିକା ନିର୍ବାହ କରନ୍ତି ।