Top 10 similar words or synonyms for ପଛ

ଖସ    0.730193

ତଳ    0.708157

ଅଟକ    0.700844

ତଳକ    0.685615

ପଛର    0.679019

ଘସ    0.676014

ଝଡ    0.672995

ହଡ    0.671325

ପରଦ    0.666762

ସମତଳ    0.660495

Top 30 analogous words or synonyms for ପଛ

Your secret weapon. Online courses as low as $11.99

Article Example
ସୁଗନ୍ଧି ସାଧାରଣତଃ ସାଜସଜ୍ଜା ସରିବା ପରେ ଫାଇନାଲ ଟଚ୍ ଭାବେ ପରଫ୍ୟୁମ ଲଗାଯାଏ। ବିଶେଷ କରି ପଲସ୍ ପଏଣ୍ଟରେ ପରଫ୍ୟୁମ ସ୍ପ୍ରେ କରିବା ଉଚିତ। ଯେମିତିକି କାନ ପଛ ପଟେ, ଗଳା ପଛ ପଟେ, ବାହୁ ସନ୍ଧିରେ, କହୁଣୀରେ ପରଫ୍ୟୁମ ସ୍ପ୍ରେ କଲେ ସୁଗନ୍ଧି ଖୁବଶିଘ୍ର ଚାରିଆଡକୁ ବ୍ୟାପିଥାଏ।
ହାୱା ମହଲ ହାୱା ମହଲକୁ ଯିବାକୁ ହେଲେ ତାହା ପାର୍ଶ୍ଵ ବାରଟି ରାସ୍ତାରେ ଯିବାକୁ ହୁଏ ଓ ପଛ ପଟେ ଥିବାଦ୍ଵାରା ଦେଇ ଭିତରକୁ ଯାଇ ହୁଏ । 
ଡେଙ୍ଗୁ ଜର ଡେଙ୍ଗୁର ବିଶିଷ୍ଟ ଲକ୍ଷଣ ମଧ୍ୟରେ ହଠାତ ଜର, ଆଖି ପଛ ପଟେ ମୁଣ୍ଡ ବଥା, ପେଶୀ ତଥା ଗଣ୍ଠି ଯନ୍ତ୍ରଣା ଅନୁଭବ ଓ ଚର୍ମର ରଙ୍ଗ, ରୁପ ବଦଳି ଯାଏ(Rash) ।
କାଞ୍ଚି ଅଭିଯାନ କାଞ୍ଚି ବିଜୟ ପରେ ସେଠାରୁ ପୁରୁଷୋତ୍ତମ ଦେବ ଘେନିଆସିଥିବା ଗଣେଶ ମୂର୍ତ୍ତି ଏବେ 'କାଞ୍ଚି ଗଣେଶ' ଭାବେ ଶ୍ରୀମନ୍ଦିର ପରିସରରେ ପୂଜା ପାଉଛନ୍ତି । ଶ୍ରୀମନ୍ଦିର ପଛ ଦ୍ଵାରରେ ସେହି ଗଣେଶ ମୁର୍ତ୍ତିଟି ପୂଜା ପାଉଛନ୍ତି ।
କୁବେର କୋଲାମ ଏହି ମ୍ୟାଜିକ ସ୍କୋୟାରରେ , ପ୍ରତ୍ୟେକ ପଂକ୍ତିରେ, ପ୍ରତ୍ୟେକ କଲମ ରେ, ଆଗ ଏବଂ ପଛ ମୁଖ୍ୟ କୋଣ ସଂଖ୍ୟା ଆଦି ସବୁ ଏକା ନମ୍ବର ପର୍ଯ୍ୟନ୍ତ ବଢିଥାଏ ; ଅର୍ଥାତ - 72 ।
ପହ୍ନା "ପହ୍ନା" ଚତୁଷ୍ପଦ ପ୍ରାଣୀ ଯଥା ତୃଣଭୋଜୀ ପାକୁଳିଆ ପ୍ରାଣୀ ଗାଈ, ଛେଳି, ମେଣ୍ଡା ଓ ହରିଣ ଆଦି ପ୍ରାଣୀଙ୍କର ଦୁଗ୍ଧସ୍ରାବୀ ଗ୍ରନ୍ଥିକୁ କୁହାଯାଇଥାଏ । ଏହା ପ୍ରାଣୀମାନଙ୍କର ପଛ ଗୋଡ଼ ସନ୍ଧିରେ ଓହଳିଥାଏ । ଗାଈମାନଙ୍କ କ୍ଷେତ୍ରରେ ଏହା ଦୁଇଯୋଡ଼ା ଥିଲାବେଳେ ଘୁଷୁରୀର ଏକାଧିକ ଯୋଡ଼ା ଥାଏ । ଏଥିରୁ କ୍ଷୀର ଦୁହାଁ ଯାଇଥାଏ ।
ଅଙ୍କୁଶକୃମି ଅଙ୍କୁଶକୃମିର ଲାର୍ଭା ମନୁଷ୍ୟ ଚର୍ମର ସ୍ଟ୍ରାଟମ ବାସାଲ୍ ଓ ସ୍ଟ୍ରାଟମ୍ କର୍ନିଅମ୍ ସ୍ତରରେ ମଝିରେ ଅଙ୍କାବଙ୍କା ସୁଡ଼ଙ୍ଗ କରି ଚାଲେ । ଏଥି ଯୋଗୁ କେତେକ ଅଙ୍କାବଙ୍କା ଫୋଟକା ଭଳି ଚିହ୍ନ ଦେଖାଯାଏ । ଲାର୍ଭା ଆଗକୁ ଗତି କଲେ ପଛ ଅଂଶ ଶୁଖିଯାଏ ଓ ଗୋଟିଏ ଆସ୍ତରଣ (crust) ତିଆରି ହୁଏ । ଏହି ସ୍ଥାନରେ ଗଲୁ ହୁଏ ।
ଧନୁଷ୍ଟଙ୍କାର ସ୍ପାଚୁଲା ପରୀକ୍ଷା - ରୋଗୀର ତଣ୍ଟି ପଛ କାନ୍ଥକୁ ଗୋଟିଏ ନରମ ଅଗ୍ରଭାଗ ଥିବା ଯନ୍ତ୍ର ବା ସ୍ପାଚୁଲାଦ୍ଵାରା ସ୍ପର୍ଷ କଲେ ସାଧାରଣତଃ ବାନ୍ତି ଭଳି ଲାଗି ଏହାକୁ ବାହାର କରିବାଭଳି ଚେଷ୍ଟା ହୁଏ କିନ୍ତୁ ଧନୁଷ୍ଟଙ୍କାର ଥିଲେ ସ୍ପାଚୁଲା କାମୁଡ଼ି ହୋଇଯାଏ । ଏହି ପରୀକ୍ଷା ଅତ୍ୟନ୍ତ ଓ ସମ୍ବେଦନଶୀଳ ଓ ସକାରାତ୍ମକ(୯୪%) ପରୀକ୍ଷା
ଆନୋମୋଏପସ୍‌ ଜୀବଟିର ସମସ୍ତ ଚାରିଗୋଟି ପାଦର ଚିହ୍ନ ସୁରକ୍ଷିତ ଅଛି | ଆଗ ଗୋଡ ଦୁଇଟି ଛୋଟ ଓ ପାଞ୍ଚୋଟି ଆଙ୍ଗୁଳି ବିଶିଷ୍ଟ ଏବଂ ପଛ ଗୋଡ ଦୁଇଟି ବଡ ଓ ତିନି ଆଙ୍ଗୁଠି ବିଶିଷ୍ଟ | ଜୀବଟି ବସିଥିବା ସମୟର ଗୋଟିଏ ଚିହ୍ନ ମଧ୍ୟ ମିଳିଛି | ଏହି ଚିହ୍ନଗୁଡିକ ପ୍ଲାଇନି ମୁଡି ନାମକ ଯୁବକଙ୍କଦ୍ୱାରା ଆବିଷ୍କୃତ ହୋ‍ଇଥିଲା |
ହାର୍ନିଆ ଏହା ଇଙ୍ଗୁଇନାଲ ଲିଗାମେଣ୍ଟ ତଳ ଭାଗରେ ହୁଏ । ଫିମୋରାଲ କେନାଲ ପଛ କାନ୍ଥରେ ଦୁର୍ବଳ ସ୍ଥାନୀୟ ଅଂଶ ଥିଲେ ସେହି ପଥ ଦେଇ ପେଟର କୌଣସି ଅଂଶ ପ୍ରବେଶ କରେ । ଏହି ହାର୍ନିଆ ପ୍ରାୟ ଗୋଲାକାର ଥାଏ ଓ ମହିଳାମାନଙ୍କଠାରେ ଅଧିକ ଦେଖାଯାଏ । ଏହି ହାର୍ନିଆରେ ସ୍ଟ୍ରାଙ୍ଗୁଲେସନ ବା ଚିପି ହୋଇଯିବା ଅଧିକ ଦେଖାଯାଏ ।