Top 10 similar words or synonyms for ନରମ

ପତଳ    0.851678

ଥଣ    0.847902

କଞ    0.828861

ଛଣ    0.811558

ଆବରଣ    0.794996

ଗରମ    0.792046

କଫ    0.773083

ନଷ    0.766819

ଓଜନ    0.766601

ଭଲଭ    0.764348

Top 30 analogous words or synonyms for ନରମ

Article Example
କୁଲା କଞ୍ଚା ବାଉଁଶକୁ ଆଣି ପାଣିରେ ପକାଯାଏ । ଏହା ନରମ ହେଇଗଲେ ତାକୁ ବୁଣାକାର ମାନେ ବୁଣି ଏକ ଆକାର ଦେଇଥାନ୍ତି ।
କୋଣାର୍କ ପଥର ଖୋଦେଇ କାମ ପଥର ନରମ ହେଉ କି କଠିନ ହେଉ ପ୍ରଥମେ ଏକ ଅଙ୍କନ ରେଖା ଟଣାହୁଏ । ତାପରେ ସେହି ଆକାରରେ କଟାଯାଏ । ଶେଷ ରୂପ ଅଦରକାରୀ ଅଂଶକୁ ଖୋଦନ କରି ବାହାର କରିଦିଆଯାଏ । କଠିନ ପଥର ଥିଲେ ଅଦରକାରୀ ଅଂଶକୁ ନିହଣରେ ଖୋଦେଇ କରି ବାହାର କରାହୁଏ ଏବଂ ନରମ ପଥର ଥିଲେ ଏକ ତିକ୍ଷ୍ଣ ସମତଳ ଧାର ଥିବା ଲୁହା ସଜରେ ଖୋଦେଇ ହୋଇଥାଏ ।
ଭଦଭଦଳିଆ ଏମାନେ ଉଚ୍ଚଗଛର କୋରଡ଼କୁ ଅଣ୍ଡାଦେବାପାଇଁ ବାଛିଥାନ୍ତି। ଅଣ୍ଡା ଦେବା ଆଗରୁ କାଠି, କୁଟା, ପକ୍ଷୀମାନଙ୍କର ପର ଓ ଅନ୍ୟାନ୍ୟ ନରମ ଜିନିଷ ଆଣି ନୀଡ଼ ରଚନା ତରନ୍ତି। ଥରକେ ଚାରିଟିରୁ ପାଞ୍ଚଟି ଅଣ୍ଡା ପାଡ଼ିଥାନ୍ତି।
ଲିଥିୟମ ଲିଥିୟମ (ଏହା ଗ୍ରୀକ ଶବ୍ଦ "ଲିଥୋସ୍ / Lithos"ରୁ ଅସିଛିମାନେ 'ପଥର') ହେଉଛି ଏକ ନରମ, ରୂପା ଭଳି ଧଳା ଦେଖାଯାଉଥିବା ଧାତୁ ଯାହାର ପ୍ରତୀକ Li ଓ ପରମାଣୁ କ୍ରମାଙ୍କ ୩ ଅଟେ । ଏହା ଏତେ ନରମ ଯେ ଏହାକୁ ଛୁରିଦ୍ଵାରା ମଧ୍ୟ କଟା ଯାଇପାରିବ । ଏହା ଅନ୍ୟ ଧାତୁ ଗୁଡ଼ିକ ମଧ୍ୟରେ ସବୁଠାରୁ ହାଲୁକା କିନ୍ତୁ ଏହା ସାନ୍ଧ୍ରତା (density) ଜଳର ଅର୍ଦ୍ଧେକ ଅଟେ । ( ବିଗ୍ ବ୍ୟାଙ୍ଗ୍‌ର ପ୍ରଥମ କ୍ଷଣରେ ତିଆରି ତିନୋଟି ଧାତୁ ଭିତରୁ ଲିଥିୟମ ଅନ୍ୟତମ । ଅନ୍ୟଦୁଇଟି ହେଲେ ଉଦଜାନ ଓ ହିଲିଅମ - ଜୋତିର୍ବିଦଙ୍କ ଅନୁସାରେ ଏହି ଦୁଇଟି ମୌଳିକର ପରିମାଣ ଲିଥିୟମ ଠାରୁ ଅନେକ ଗୁଣରେ ଅଧିକ । )
ପରଳ ପରଳ ରୋଗ ସମ୍ପୁର୍ଣ୍ଣ ବା ଅସମ୍ପୁର୍ଣ୍ଣ ହୋଇପାରେ,ସ୍ଥିର ବା ବୃଦ୍ଧି ସମ୍ପର୍ଣ୍ଣ ହୋଇପାରେ କିମ୍ବା ଟାଣ ବା ନରମ ହୋଇପାରେ । ଅନ୍ୟ ବର୍ଗ ମଧ୍ୟରେ ବାହ୍ୟ ବା ନ୍ୟଷ୍ଟି, ପକ୍ଵ ବା ଅତିପକ୍ଵ ହୁଏ । ବୟସାଧିକ୍ୟ ହେଲେ ସମ୍ମୁଖ ଭାଗ, କର୍ଟିଲୋସ୍ଟିରଏଡ୍ଦ୍ଵାରା ହେଲେ ପୃଷ୍ଠ ଭାଗ କ୍ଷତିଗ୍ରସ୍ତ ହୁଏ ।
ୟୁରିଆ ଯୁକ୍ତ କ୍ରିମ ୟୁରିଆ ଯୁକ୍ତ କ୍ରିମ (ଇଂରାଜୀ ଭାଷାରେ Urea ବା carbamide- containing cream) ଔଷଧ ଭାବରେ ବ୍ୟବ‌ହାର ହୁଏ; ଶୁଖିଲା ଚର୍ମ ଥିଲେ ଓ ସୋରିଆସିସ, ଡର୍ମାଟାଇଟିସ ବା ଇକଥିଓସିସ () ଆଦି ରୋଗମାନଙ୍କରେ ଗଲୁ ହେଲେ ଚମରେ ଏହା ଲଗାଯାଏ । ନ‌ଖ () ନରମ କରିବାକୁ ମଧ୍ୟ ଏହା ବ୍ୟବ‌ହାର କରାଯାଏ ।
ରଞ୍ଜନରଶ୍ମି ଅସ୍ଥି ଓ ନରମ ଅଙ୍ଗମାନଙ୍କ ଛବି ପ୍ଲେଟରେ ଦେଖାଯାଏ । ଫୁସଫୁସ ରୋଗ ଯଥା ନିମୋନିଆ, ଫୁସଫୁସ କର୍କଟ, ପଲ୍‌ମୋନାରି ଇଡିମା ( pulmonary edema) ଇତ୍ୟାଦି ଏହାଦ୍ଵାରା ଜାଣିହୁଏ । ପେଟ ରୋଗ ମଧ୍ୟରେ ଅନ୍ତନଳୀ ବାଧା (bowel or intestinal obstruction),
ରଥଯାତ୍ରା ଅର୍ଥାତ ସ୍ଵର୍ଣପୁରୀରେ ଦେବଦୂତ ଦ୍ଵୟ ନାନା ରୁଚିର ଅଳଙ୍କାର ମାନ ସଂଯୁକ୍ତ କରି ରଥ ତିନୋଟି ନିର୍ମାଣ କରିଥିଲେ ।ନାରଦ କହିବା ଅନୁସାରେ ସେହିରଥ ତିନୋଟିକୁ ସୁନ୍ଦର ଓ ନରମ ବସ୍ତ୍ରଦ୍ଵାରା ସଜାଇଥିଲେ । ସେଥିରେ ନାନା ରତ୍ନ ଏବଂ ସ୍ଵର୍ଣ ଅଳଙ୍କାର ମାନ ଲଗାଇଥିଲେ ।
ଗେଣ୍ଡୁଫୁଲ ଗେଣ୍ଡୁ ଏକ ଗୁଳ୍ମ ଜାତୀୟ ସପୁଷ୍ପକ ଉଦ୍ଭିଦ। ଏହା ଏକ ସୁନ୍ଦର ଫୁଲ ଭାବେ ଲୋକପ୍ରିୟ। ଏହି ଗଛ ସିଧା ବଢେ, ଏହାର କାଣ୍ଡ ନରମ, ପତ୍ର ଗୁଡ଼ିକ ସରୁସରୁ, ଫୁଲ ମୁଖ୍ୟତଃ ହଳଦିଆ ଓ ଲାଲ ରଙ୍ଗର। ଏହା ଅତି ବେଶୀରେ ଏକ ମିଟର ଯାଏ ବଢ଼ିଥାଏ।
ସୁନା ସୁନା (;"ଗୋଲ୍‌ଡ୍") ଏକ ଘନ, ନରମ, ଦୀପ୍ତିମାନ, ନମନୀୟ, ଓ ତନ୍ୟ ଧାତୁ ଅଟେ । ଏହା ଏକ ରାସାୟନିକ ମୌଳିକ ଯାହାର ପ୍ରତୀକ Au (ଲାଟିନ "ଅରମ";aurumରୁ ଆସିଛି,ମାନେ 'ସୁର୍ଯ୍ୟୋଦୟର ଦୀପ୍ତି') ପରମାଣୁ କ୍ରମାଙ୍କ ୭୯ ଅଟେ ।