Top 10 similar words or synonyms for ନଜର

ଅଟକ    0.675763

ଦଲ    0.673724

ନଯ    0.672654

ଓହ    0.669681

ଖସ    0.662417

ତରଚ    0.658823

ଅଗଣ    0.654290

ତଳକ    0.650552

ଏଥର    0.647582

ପଛର    0.640094

Top 30 analogous words or synonyms for ନଜର

Article Example
ନିକୁମ୍ଭ ତାଙ୍କୁ ଧନର ଦେବତା କୁବେର ପିଶାଚଙ୍କ ଉପରେ ନଜର ରଖିବାକୁ କହିଥିଲେ ।
ଚନ୍ଦକା ହାତୀ ଅଭୟାରଣ୍ୟ ପର୍ଯ୍ୟଟକମାନଙ୍କ ପାଇଁ ବନ୍ୟଜୀବନ ଦେଖିବା ନିମନ୍ତେ ବହୁତ ନଜର ଘଣ୍ଟି ରହିଛି । ପଶୁ ପକ୍ଷୀମାନଙ୍କୁ ଦେଖିବାପାଇଁ କୋଚିଲବେରଣ, ପିତାଗଡିଆ ଓ ଚାରିଛକ ନଜର ଘଣ୍ଟି ଉତ୍ତମ ମାଧ୍ୟମ ହେଇଥିବା ବେଳେ, କୁମାରଖୁଣ୍ଟି ଓ ଆମ୍ବିଳଠାରେ ଥିବା ବିଶ୍ରାମ ଭବନରେ ରାତ୍ରିଯାପନର ଉତ୍ତମ ବ୍ୟବସ୍ଥା ଅଛି ।
ହରି ସିଂ ନଲବା ପେଶାବର ପ୍ରଶାସକ ମିତ୍ର ମହମ୍ମଦ ମହାରାଜା ରଣଜିତ୍ ସିଂଙ୍କୁ ନଜର ଦେବା କୁବୁଲ କରିଥିଲେ । "ମୋହମ୍ମଦ ଅଜିମ", ଯିଏ କାବୁଲର ଶାସକ ଥିଲେ;
ପ୍ରିୟା ଚୌଧୁରୀ ବିବାହ ପରେ ପ୍ରିୟା କୌଣସି ଫିଲ୍ମରେ ନଜର ଅାସି ନ ଥିଲେ ମଧ୍ୟ ରିୟଲିଟି ସୋରେ ତାଙ୍କୁ ଜଜ୍ ହିସାବରେ ଦେଖିବାକୁ ମିଳିଥିଲା। ସାର୍ଥକ ଟିଭିର "ରଜ କୁଇନ୍"  ଏବଂ ତରଙ୍ଗ ଟିଭିର "କିଏ ହେବ ମୋ ହିରୋଇନ୍‌"ରେ ଜଜ୍ ଭାବେ ନଜର ଅାସିଥିଲେ ଏହା ବ୍ୟତୀତ ସାର୍ଥକରେ ପ୍ରସାରିତ ହୋଇଥିବା ଭାଗ୍ୟ ବଦଳିବ ପୁଣି ଥରେ ସୋରେ ଅାଙ୍କରିଂ କରିଛନ୍ତି।
ପ୍ରେମ ବିବାହ ପାକିସ୍ତାନରେ ପ୍ରେମ ବିବାହ ବିରଳ । ଲୋକମାନେ ଏହାର ଘୋର ବିରୋଧ କରନ୍ତି । ପ୍ରାୟ ଘଟଣାରେ ଝିଅକୁ ମାରି ଦିଆଯାଇଥାଏ । ଉଭୟ ପ୍ରେମୀ ଯୁଗଳଙ୍କୁ ହତ୍ୟା କରିବାର ବି ନଜର ରହିଛି ।
ନିନା ଗୁପ୍ତା ନିନା ଖଳନାୟକ , ଯୁନୁନ , ସାଥ ସାଥ , ଯେ ନଜଦିକିୟାନ , ମାଣ୍ଡୀ , ଶ୍ରୀମାନ ଶ୍ରୀମତୀ ,  ନଜର , ଶାନ ଆଦି ଅନେକ ବ୍ଯବସାୟିକ ଫିଲ୍ମରେ ସହ ଅଭିନେତ୍ରୀ ଭାବରେ କାର୍ଯ୍ୟ କରି ଲୋକପ୍ରିୟ ହେଇଥିଲେ । ଏହା ସହ ସେ ଅନେକ ସମାନ୍ତରାଳ ଫିଲ୍ମରେ ଅଭିନୟ କରିଥିଲେ । 
କ୍ଲାଉଡ଼ ଟେକ୍ନୋଲୋଜି ୫. ପରିମିତ କାର୍ଯ୍ୟ - କ୍ଲାଉଡ଼ର ଜଂତ୍ର ନିଜସ୍ୱ ଭାବରେ କ୍ଲାଉଡ଼କୁ କଣ୍ଟ୍ରୋଲ କରନ୍ତି ଏବଂ କ୍ଲାଉଡ଼ କମ୍ପ୍ୟୁଟିଂର କ୍ଷମତାକୁ ଅନୁକୂଳ ତମ କରନ୍ତି । ଏହାର ରେସୋର୍ସ ଉପରେ ନଜର ରଖ ଯାଇପାରିବ, କଣ୍ଟ୍ରୋଲ କରାଯାଇପାରିବ, ଓ ବ୍ୟବହାର ମଧ୍ୟ କରାଯାଇପାରିବ ।
ପିଙ୍କି ପ୍ରଧାନ ସେ ଅାଙ୍କର୍ ଭାବେ ଅନେକ କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଛନ୍ତି "ବୁମ୍ ସାକା ଲାକା", "ବିଗ୍‌ ବ୍ରେକ୍","ଗୃହଲକ୍ଷ୍ମୀ" ଏବଂ "ରୋଷେଇ ଖାସ୍ କଥା ବିନ୍ଦାସ" ଅାଦି ଭଳି ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମରେ ଉପସ୍ଥାପିକା ଭାବେ ନଜର ଅାସିଛନ୍ତି। ଏହାଛଡ଼ା ସେ ବିଚାରକ ଭାବେ ମଧ୍ୟ ଦାୟିତ୍ୱ ଗ୍ରହଣ କରିଛନ୍ତି। "ରଜ କୁଇନ୍", ଏବଂ "ସ୍ବର ଓଡ଼ିଶା"ର ପ୍ରଭୃତି ସୋରେ ସେ ବିଚାରକ ଦାୟିତ୍ୱ ତୁଲାଇଛନ୍ତି। ବର୍ତ୍ତମାନ ସାର୍ଥକ ଟିଭିରେ ପ୍ରସାରିତ "ରଜ କୁଇନ୍ ଏକ ସାଥ୍‌"ରେ ମୁଖ୍ୟ ବିଚାରକର ଭୂମିକା ନିର୍ବାହ କରୁଛନ୍ତି।
ଗୁଗଲ ଡେଭେଲୋପର୍ସ ଗୁଗଲ ପୂର୍ବରୁ ନିଜର ଏକ ପ୍ରୋଜେକ୍ଟ ହୋଷ୍ଟିଙ୍ଗ ସେବା ପ୍ରଦାନ କରୁଥିଲା ଯାହାର ନାମ ଥିଲା ଗୁଗଲ କୋଡ୍ । ଏହା ଗୁଗଲରେ ସାଇତା ଯାଉଥିବା ପ୍ରୋଜେକ୍ଟ ଗୁଡ଼ିକର ରିଭିଜନ କଣ୍ଟ୍ରୋଲ କରିବାରେ ମଧ୍ୟ ସାହାଯ୍ୟ କରୁଥିଲା । ଏଥିରେ ଏକ ଗିଟ୍ ରହିଥିଲା ଯାହାକି ଭର୍ସନ କଣ୍ଟ୍ରୋଲ କରୁ ଥିଲା, ଏକ ଇସୁ ଟ୍ରକର ଥିଲା ଯାହାକି ପ୍ରୋଜେକ୍ଟରେ ଥିବା ବିଭିନ୍ନ ଭୁଲ ଗୁଡିକ ଉପରେ ନଜର ରଖିବାରେ ସହାୟତା କରୁଥିଲା ଏବଂ ଏକ ଉଇକି ରହି ଥିଲା, ଯାହାକି ଡକ୍ୟୁମେଣ୍ଟେସନ କରିବାରେ ସାହାଯ୍ୟ କରୁଥିଲା ।
ମେଘାଳି ମାଳବିକା ସ୍ୱାଇଁ ମେଘାଳି ମାଳବିକା ସ୍ୱାଇଁ ବିଶ୍ୱ ଆଟଲାସ ଉପରେ ନଜର ପକାଇବା ମାତ୍ରେ ଦେଶର ନାମ, ତାର ରାଜଧାନୀ, ପାହାଡ଼ ଏବଂ ସମୁଦ୍ରର ନାମ ଅନାୟସରେ କହିପାରନ୍ତି । ସବୁ ଦେଶର ପ୍ରଚଳିତ ମୁଦ୍ରା ଓ ଅର୍ଥନୀତି ବିଷୟରେ ନିର୍ଭୁଲ ଭାବରେ କହି ୨୦୧୭ ମସିହା ଜାନୁଆରୀରେ ଇଣ୍ଡିଆ ବୁକ ଅଫ ରେକର୍ଡ଼ସରେ ନିଜ ନାମ ସ୍ଥାନିତ କରାଇବାର ଗୌରବ ହାସଲ କରିଥିଲେ ।