Top 10 similar words or synonyms for ନଖ

ହରଡ    0.818308

ଓହ    0.798018

ଅଠ    0.755075

ଟଳ    0.754705

ଖଇର    0.752073

ଉସପ    0.749867

ତଳକ    0.741220

ବଉଳ    0.740224

ମଟର    0.738147

ବରକ    0.735771

Top 30 analogous words or synonyms for ନଖ

Article Example
କାଛୁ କାଛୁ ଏକ ଡିଆଁ ରୋଗ । ସଂକ୍ରମିତ ସ୍ଥାନକୁ କୁଣ୍ଡେଇଲେ ନଖ କୋଣରେ କୀଟ ସ୍ଥାନନ୍ତରିତ ହୁଏ । ଅଧିକ ସମୟ ଧରି ମିଳାମିଶା କଲେ ରୋଗ ଡିଏଁ । ମଣିଷ ଦେହ ବିନା ଏହା ୨୪ରୁ ୩୬ ଘଣ୍ଟା ମାତ୍ର ବଞ୍ଚିପାରିବ ।
ଆନୋମୋଏପସ୍‌ ପାଦଚିହ୍ନରେ ଥିବା ଆଙ୍ଗୁଳି ସଂଖ୍ୟା ଓ ପଛଗୋଡରେ ନଖ ନଥିବାରୁ ଏହା ଏକ ଅର୍ନିଥିସିୟ (ornithischian) ଡାଇନୋସର ବୋଲି ଧାରଣା କରାଯାଏ | ଏପରି ଆଉ ଚିହ୍ନ ପଶ୍ଚିମ ଅଷ୍ଟ୍ରେଲିଆରୁ ମଧ୍ୟ ମିଳିଛି |
ଖଟା ସେଓକୁ ପାଣିରେ ପରିଷ୍କାର କରି ଧୋଇ ଛୋଟ ଛୋଟ କରି କାଟନ୍ତୁ।ନଖ ଉଷୁମ ପାଣିରେ କଟା ସେଓ, ଗୁଡ଼ ବା ଚିନି, ହଳଦୀ ଗୁଣ୍ଡ ଓ ଦରକାର ଅନୁସାରେ ଲୁଣ ପକାଇ ଫୁଟାନ୍ତୁ।ଏହା ଭଲରେ ସିଝି ଗଲେ ଏହାକୁ ଚୁଲ୍ଳିରୁ ଓହ୍ଲାଇ ଦିଅନ୍ତୁ।
ହାଡ଼ଫୁଟି ଏହି ରୋଗ ଆରୋଗ୍ୟ ହେବା ନିମନ୍ତେ କୌଣସି ଔଷଧ ନାହିଁ । ଏହାର ଲକ୍ଷଣ ଅନୁସାରେ ଚିକିତ୍ସା କରାଯାଏ । ଦେହର ଇମ୍ମ୍ୟୁନିଟି ରୋଗକୁ ଦବେଇବା ସମୟରେ ଲକ୍ଷଣ ଉପସମ ନିମନ୍ତେ ଔଷଧ ଦିଆଯାଏ । ରୋଗ ନ ଡେଇଁବା ନିମନ୍ତେ ରୋଗୀକୁ ବାହାରକୁ ଯିବାକୁ ବାରଣ କରି ଘରେ ରଖାଯାଏ । ରୋଗୀର ନଖ କାଟିଦିଆଯାଏ ବା ଦସ୍ତାନା ପିନ୍ଧେଇ ଦିଆଯାଏ; ଫଳରେ କୁଣ୍ଡେଇବା ସମ୍ଭବ ହୁଏ ନାହିଁ ଓ ଅନ୍ୟ ଜୀବାଣୁ ସଂକ୍ରମଣ ହୋଇପାରେ ନାହିଁ ।
ରକ୍ତହୀନତା ରୋଗୀର ଚମ, ମ୍ୟୁକୋସା(Mucosa), ଆଖି ପତାର ଭିତର ପାଖ (Conjunctiva) ଓ ନଖ ଇତ୍ୟାଦି ଶେତା ଦେଖାଯାଏ । ଲୌହ ଅଭାବ ଜନିତ ଆନିମିଆ ଥିଲେ ନଖରେ କଏଲନିକିଆ ( koilonychia) ଦେଖାଯାଏ । ଅତ୍ୟଧିକ ରକ୍ତ କଣିକା ନଷ୍ଟ ହେଉଥିଲେ ହଳଦିଆ କାମଳ ବା ଜଣ୍ଡିସ ହୁଏ । ସିକ୍ଲ ସେଲ ଆନିମିଆ, ଥାଲାସେମିଆ ଓ ହେମୋଲାଇଟିକ ଆନିମିଆରେ ରକ୍ତ କଣିକା ନଷ୍ଟ ହୋଇ ଜଣ୍ଡିସ ହୁଏ ।