Top 10 similar words or synonyms for ଧଳ

ହଳଦ    0.848886

ଈଷତ    0.742335

ଗଛର    0.698523

ସଜନ    0.692905

କପଡ    0.668048

କଞ    0.657629

ଇଗଣ    0.645653

ଖଇର    0.645311

ଦହ    0.640255

ଚଢ    0.639744

Top 30 analogous words or synonyms for ଧଳ

Article Example
ବରେନ୍ଦ୍ର କୃଷ୍ଣ ଧଳ ବରେନ୍ଦ୍ର କୃଷ୍ଣ ଧଳ (୨୫ ମାର୍ଚ୍ଚ ୧୯୪୧ - ୯ ଅଗଷ୍ଟ ୨୦୧୬) ଜଣେ ଓଡ଼ିଆ ସାମ୍ବାଦିକ ଓ ସାହିତ୍ୟିକ ଥିଲେ । ସେ ୧୯୪୧ ମସିହା ମାର୍ଚ୍ଚ ୨୫ ତାରିଖ ଦିନ କଟକ ଜିଲ୍ଲାର ଚର୍ଚ୍ଚିକାଠାରେ ଜନ୍ମଗ୍ରହଣ କରିଥିଲେ । ସାମ୍ବାଦିକ ଭାବରେ ସେ, ସ୍ଵରାଜ, ଆଜ-କାଲ(ବଙ୍ଗଳା), ସମ୍ବାଦ, ପ୍ରଜାତନ୍ତ୍ର ଆଦି ଖବରକାଗଜ ସହିତ ଜଡିତ ରହିଆସିଛନ୍ତି ।
ଗୋଲୋକ ବିହାରୀ ଧଳ ଦଶ ଖଣ୍ଡ ଭାଷାମୂଳକ ବହି ଲେଖିବା ସହିତ କରିଛନ୍ତି ବହୁ ଅନୁବାଦ । ପ୍ରେମଚନ୍ଦଙ୍କ ଗୋଦାନ ଉପନ୍ୟାସର ଓଡ଼ିଆ ଅନୁବାଦପାଇଁ ତାଙ୍କୁ ମିଳିଛି ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର । ଶିଶୁ ସାହିତ୍ୟ ଓ ପ୍ରୌଢଶିକ୍ଷାମୂଳକ ବହି ପାଇଁ ସେ ଭାରତ ସରକାରଙ୍କଠାରୁ ତିନିଥର ପୁରସ୍କୃତ ।
ବରେନ୍ଦ୍ର କୃଷ୍ଣ ଧଳ ବରେନ୍ଦ୍ର କୃଷ୍ଣ ଓଡ଼ିଆ ଓ ବଙ୍ଗଳା ଭାଷାରେ ୧୯ଟି ବହି ରଚନା କରିବା ସହ ୬ଟି ବହି ଅନୁବାଦ କରିଛନ୍ତି । ସେ ୨୦ଟି କ୍ଷୁଦ୍ର ଗଳ୍ପ ମଧ୍ୟ ଲେଖିଛନ୍ତି ।
ଗୋଲୋକ ବିହାରୀ ଧଳ ୧୯୪୩ ମସିହାରେ ପାଟଣା ବିଶ୍ୱବିଦ୍ୟାଳୟ ଅଧିନସ୍ଥ ରେଭେନ୍ସା ମହାବିଦ୍ୟାଳୟରୁ ସଂସ୍କୃତ ଅନର୍ସରେ କୃତିତ୍ୱର ସହ ଉତ୍ତୀର୍ଣ ହେବା ସହ ସର୍ବଶ୍ରେଷ୍ଠ ସ୍ନାତକ ଭାବେ ପୁରସ୍କୃତ ହୋଇଥିଲେ । ୧୯୪୫ ମସିହାରେ ପାଟଣା ବିଶ୍ୱବିଦ୍ୟାଳୟ ଅଧିନସ୍ଥ ପାଟଣା ମହାବିଦ୍ୟାଳୟରୁ ସଂସ୍କୃତରେ ସ୍ନାତକୋତ୍ତର ଉତ୍ତୀର୍ଣ ହେବା ପରେ ସେହିବର୍ଷ ପୁରୀ କଲେଜରେ (ସା.ଚ. ମହାବିଦ୍ୟାଳୟ) ସଂସ୍କୃତ ଓ ଓଡ଼ିଆ ବିଭାଗର ଅଧ୍ୟାପକ ଭାବେ ନିଯୁକ୍ତି । ପରେ ପରେ ସମ୍ବଲପୁର ମହାବିଦ୍ୟାଳୟକୁ (ଗଙ୍ଗାଧର ମେହେର ମହାବିଦ୍ୟାଳୟ) ବଦଳି । ସେହିଠାରୁ ସେ ୧୯୪୯ ମସିହାରେ ଲଣ୍ଡନ ବିଶ୍ୱବିଦ୍ୟାଳୟ ଗଲେ । ସେହି ଲଣ୍ଡନରୁ ଆମେରିକା ଓ ଫ୍ରାନ୍‌ସ ଯାତ୍ରା । ଫ୍ରାନ୍‌ସରେ ଏକ ଛାତ୍ର ସମ୍ମିଳନୀରେ ଭାରତର ପ୍ରତିନିଧିତ୍ୱ କରି "Indian Mind through the Ages" ସଂପର୍କରେ ଭାଷଣ ଦେଇ ପ୍ରଶଂସିତ I
ଗୋଲୋକ ବିହାରୀ ଧଳ ସେ ୧୯୨୧ ମସିହା ଢେଙ୍କାନାଳର ଗଞ୍ଜେଇଡିହ ଗ୍ରାମରେ ଭୋଳେଶ୍ୱର ଧଳ ଓ ଜାହ୍ନବୀ ଦେବୀଙ୍କ ସନ୍ତାନ ଭାବେ ଜନ୍ମଗ୍ରହଣ କରିଥିଲେ । ଛାତ୍ରାବସ୍ଥାରୁ ତାଙ୍କର ସାହିତ୍ୟ ପ୍ରତି ଆଗ୍ରହ ଥିଲା । ଜଣେ ପ୍ରାବନ୍ଧିକ ଭାବେ ସେ ବିଭିନ୍ନ ଗଠନମୂଳକ ମୂକ୍ୟବୋଧ ତଥା ଓଡ଼ିଶାର ସମାଜ, ଶିକ୍ଷା, ସଂସ୍କୃତି ଓ ପରମ୍ପରା ଉପରେ ପ୍ରବନ୍ଧମାନ ରଚନା କରୁଥିଲେ । ଭାରତର ଜାତୀୟ ଜୀବନର ତ୍ରୁଟିବିଚ୍ୟୁତି ଉପରେ ତାଙ୍କର କିଛି ପ୍ରବନ୍ଧ ରଚିତ । ତାଙ୍କ ପ୍ରବନ୍ଧମାନ ସରଳ, ସଂକ୍ଷିପ୍ତ ଓ ଇଙ୍ଗିତଧର୍ମୀ ।