Top 10 similar words or synonyms for ଦଶରଥ

ଦଶରଥଙ    0.803374

ନରନ    0.768233

ସହଚର    0.761262

ଵଷ    0.749440

ଅଯ    0.748443

ବଣକ    0.748300

ଅସତ    0.721100

ବକର    0.712818

ଞକର    0.708139

ଣମତ    0.706161

Top 30 analogous words or synonyms for ଦଶରଥ

Article Example
ଦଶରଥ ବିୟୋଗ ଦଶରଥ ବିୟୋଗ ରାଧାନାଥ ରାୟଙ୍କଦ୍ଵାରା ରଚିତ ଏକ କବିତା ।
ମନ୍ଥରା ରାଜା ଦଶରଥ ଥରେ ବେମାର ପଡିଥିବା ବେଳେ ରାଣୀ  କ୍ୟେକେୟୀ ତାଙ୍କୁ ବହୁତ ସେବା କରିଥିଲେ । ଦଶରଥ ଭଲ ହେଇଯିବା ପରେ ସେ  କ୍ୟେକେୟୀଙ୍କୁ ଦୁଇଟି ବର ଦେବାକୁ ଇଚ୍ଛା କରିଥିଲେ ।  କ୍ୟେକେୟୀ ସେଇଟା ପରେ ମାଗିବୀ କହିଥିଲେ । ଯେତେବେଳେ ଦଶରଥ ରାମଙ୍କୁ ତାଙ୍କ ସିଂହାସନ ପ୍ରଦାନ କରିବାକୁ ଚାହିଲେ , କ୍ୟେକେୟୀ ମନ୍ଥରାର ଅହଂକାର ଓ ପ୍ରତିଶୋଧ ନେବାର ଇଚ୍ଛା ଯୋଗୁ ତାଙ୍କ ପ୍ରବର୍ତନାରେ ପଡି ତାଙ୍କ ନିଜ ପୁତ୍ର ଭରତଙ୍କୁ ରାଜଗାଦି ଦେବାକୁ ବର ମାଗିଲେ ଓ ରାମଙ୍କୁ ବନବାସ ପଠେଇବାକୁ କହିଲେ । 
ସୁବାହୁ ବିଶ୍ଵାମିତ୍ର ଦଶରଥ ରାଜାଙ୍କୁ ଏହି ରାକ୍ଷସ ମାନଙ୍କ ଉତ୍ପାତରୁ ରକ୍ଷୟା କରିବାରେ ସାହାଯ୍ୟ କରିବାକୁ କହିଥିଲେ । ଦଶରଥ ତାଙ୍କର ଦୁଇ ଜଣ  ପୁତ୍ର ରାମ ଓ ଲକ୍ଷ୍ମଣଙ୍କୁ ପଠେଇ ଥିଲେ । ତାଡକା ଓ ସୁବାହୁ ଯଜ୍ଞା ସମୟରେ ହୋମ ସ୍ଥଳୀରେ ରକ୍ତ ଓ ମାନଶା ପକେଇବାରୁ ରାମ ଓ ଲକ୍ଷ୍ମଣ ସେମାନନକୁ ନିପାତ କରିଥିଲେ । 
ରାମାୟଣ ପ୍ରିୟପୁତ୍ର ରାମଙ୍କର ବନବାସ ଜନିତ ବିଚ୍ଛେଦ ଦୁଃଖ ସହ୍ୟ କରି ନ ପାରି ରାଜା ଦଶରଥ ଅଚିରେ ପ୍ରାଣତ୍ୟାଗ କରନ୍ତି ।
ରାମ ଅଯୋଧ୍ୟ୍ୟା ନରେଶ ଦଶରଥ, ଋଷି ବଶିଷ୍ଠଙ୍କ ଉପଦେଶାନୁସାରେ ପୁତ୍ରକାମେଷ୍ଠି ଯଜ୍ଞର ଆୟୋଜନ କରିଥିଲେ । ଯଜ୍ଞରୁ ଉତ୍ପନ୍ନ ଦୈବିକ ଚରୁ ଗ୍ରହଣ କରିବା ପରେ ଦଶରଥଙ୍କ ଜ୍ୟୋଷ୍ଠ ରାଣୀ କୌଶଲ୍ୟାଙ୍କ ଗର୍ଭରୁ ଶ୍ରୀ ରାମଚନ୍ଦ୍ର ଜନ୍ମ୍ ହେଲେ ।
ଅଶ୍ଵପତି ( ରାମାୟଣ ଚରିତ୍ର ) ରାଜା ଦଶରଥ ଅଶ୍ଵପତି ଓ ତାଙ୍କର ପୁତ୍ର ଯୁଦ୍ଧଜିତଙ୍କୁ କଥା ଡିଥିଲେ ଯେ କଇକେଇଙ୍କ ଅଉରସରୁ ଜାତ ପୁତ୍ର ହିଁ ତାଙ୍କ ପରେ ରାଜଗାଦି ପାଇବେ , ତଥାପି ପରିସ୍ଥିତି କ୍ରମେ ନିୟମାନୁସାରେ ଜେଷ୍ଠ ପୁତ୍ର ରାମଙ୍କୁ ରାଜା କରିଥିଲେ । ତାହା ତାଙ୍କର ପ୍ରତିଜ୍ଞାର ଭଙ୍ଗ ହେଇଥିଲା । 
ଦେବଦୀପାବଳି ଏହି ତିନି ଦିନ ଶ୍ରୀଜଗନ୍ନାଥ ଶ୍ରାଦ୍ଧବେଶରେ ଭୂଷିତ ହୋଇ ବାମନ ରୂପରେ ସତ୍ୟଯୁଗର ଅଦିତି ଓ କଶ୍ୟପ, ଶ୍ରୀରାମ ରୂପରେ ତ୍ରେତୟା ଯୁଗର କୌଶଲ୍ୟା ଓ ଦଶରଥ ଓ ଶ୍ରୀକୃଷ୍ଣ ରୂପରେ ଦେବକୀ ଓ ବସୁଦେବ ତଥା ଗୁଣ୍ଡିଚା ଓ ଇନ୍ଦ୍ରଦ୍ୟୁମ୍ନଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ପ୍ରଦାନ ପୂର୍ବକ ଦୀପଦାନ କରିଥାନ୍ତି ।
ଶ୍ରବଣ ( ରାମାୟଣ ର ଚରିତ୍ର ) ହ୍ରଦ ନିକଟସ୍ଥ ଅରଣ୍ୟରେ ଶିକାର କରୁଥିବା ସମୟରେ ରାଜା ଦଶରଥ ବୁଦା ଆଢୁଆଳରେ କିଛି ଶବ୍ଦ ଶୁଣି  ତାହା ପଶୁ ହେଇଥିବାର ଅନୁମାନ କରି ଶର ନିକ୍ଷେପ କଲେ । କିନ୍ତୁ ପ୍ରକୃତରେ ସେଠାରେ ଶ୍ରବଣ ପିତା ମାତାଙ୍କ ପାଇଁ ଜଳ ଅବିବାକୁ ହ୍ରଦକୁ ଯାଉଥିଲେ ଓ ସାରା ତାଙ୍କୁ ହିଁ ବିଦ୍ଧ କଳା । ଶ୍ରବଣ ରାଜାଙ୍କୁ କହିଲେ ସେ ତାଙ୍କର ବୃଦ୍ଧ ପିତା ମାତାଙ୍କ ପାଇଁ ଜଳ ଆଣିବାକୁ ହ୍ରଦକୁ ଆସିଥିଲେ । ପିତା ମାତା ଦୁହେଁ ଅନ୍ଧ ଅବସ୍ଥାରେ ରହିଛନ୍ତି । ଶ୍ରବଣ ତାଙ୍କ ପିତା ମାତାଙ୍କୁ ଜଳ ନେଇ ଦେବାକୁ ଓ ଘଟନା ବିଷୟରେ କହିବାକୁ ଅନୁରୋଧ କରି ମୃତ୍ୟୁ ବରଣ କଲେ ।ଦଶରଥ ଜଳ ନେଇ ତାଙ୍କ ପିତା ମାତାଙ୍କ ପାଖରେ ସବୁ କହିଲେ । ମର୍ମାହତ ହେଇ ଶ୍ରବଣଙ୍କ ପିତାମାତା ଦଶରଥଙ୍କୁ ଅଭିଶାପ ଦେଲେ ଯେ ସେ ମଧ୍ୟ ପୁତ୍ର ଶୋକରେ ହିଁ ରହିବେ । ଯାହା ରାମଙ୍କ ବନବାସ ଯୋଗୁଁ ହେଇଥିଲା ।
ରାମାୟଣ ପରବର୍ତ୍ତୀ ସମୟରେ ଭରତ ମାଣ୍ଡବୀଙ୍କୁ ଏବଂ ଶତୃଘ୍ନ ଶୃତକୀରଟିଙ୍କୁ ବିବାହ କଲେ । ଏହିପରି ଭାବରେ ରାଜା ଜନକଙ୍କ ପୁତ୍ରୀ ଓ ରାଜା ଦଶରଥଙ୍କ ପୁତ୍ରମାନଙ୍କ ବିବାହ ମହା ଆଡମ୍ବରରେ ସମାହିତ ହେବା ପରେ ସମସ୍ତେ ଅଯୋଧ୍ୟାକୁ ଫେରିଲେ । ରାମ ସୀତାଙ୍କର ବିବାହର କିଛି କାଳ ପରେ ବୃଦ୍ଧ ଦଶରଥ ରାମଙ୍କ ହାତରେ ରାଜ୍ୟଭାର ସମର୍ପି ଦେବାକୁ ଇଚ୍ଛା ପ୍ରକଟ କଲେ । ଏ ଖବର ଜାଣି କୋଶଳର ପ୍ରଜା ତଥା ରାଜାଙ୍କ ପାରିଷଦ ବୃନ୍ଦ ଅତ୍ୟନ୍ତ ଆନନ୍ଦିତ ହେଲେ । ହେଲେ ଏକଥା ଶୁଣି କୈକେୟୀଙ୍କ ଦାସୀ ମନ୍ଥରା କୈକେୟୀଙ୍କୁ କୁମନ୍ତ୍ରଣା ଦେବାକୁ ଆରମ୍ଭ କଲେ । ମନ୍ଥରା କଥାରେ କୈକେୟୀ ରାଜା ଦଶରଥଙ୍କୁ ଏକଦା ପ୍ରତିଜ୍ଞା କରିଥିବା ଦୁଇଟି ବର ପ୍ରଦାନ କରିବା ଛଳରେ ଏହି ଦୁଇ ବର ମାଗିଲେ ଯେ, ରାମ ବାର ବର୍ଷ ପାଇଁ ବନବାସ କରିବାକୁ ଯିବେ ଓ ତାଙ୍କ ପୁତ୍ର ଭରତ ରାଜା ହେବେ । ରାଜା ଦଶରଥ ଅତିଶୟ ଦୁଃଖରେ ତାଙ୍କ ସତ୍ୟ ରକ୍ଷା କଲେ ।
ଆକବରପୁର ଆକବରପୁର ତମସା ନଦୀ ତୀରରେ ରହିଛି । ରାମାୟଣର ଲେଖା ଅନୁସାରେ ଦଶରଥ ଏହି ସ୍ଥଳ ଶିକାର କଳା ବେଳେ ଭୁଲରେରେ ଶ୍ରବଣ କୁମାରଙ୍କୁ ତୀର ବିଦ୍ଧ  କରିଥିଲେ । ଏଥିପାଇଁ ଏହାର ପୁରାତନ ନାମ ଶ୍ରବଣ କ୍ଷେତ୍ର ରହିଥିଲା । ଏଠାରେ ଋଷି ଶୃଙ୍ଗିଙ୍କ ଆଶ୍ରମ ମଧ୍ୟ ଥିଲା । ରାମାୟଣ ଅନୁସାରେ ରାମଙ୍କ ପରେ ତାଙ୍କର ପୁତ୍ର କୁଶ ଏହାର ଶ୍ରବସତି ଅଞ୍ଚଳ ଶାସନ କରୁଥିଲେ । ଏହାର ନିକଟ ଅଞ୍ଚଳରେ ଶିବ ବାବାଙ୍କ ମନ୍ଦିର ରହିଛି । ଅଜୋଧ୍ୟା ମଧ୍ୟ ଏଠାରୁ 50 କିଲୋମିଟର ଦୁରବର୍ତୀ ।